Salandi khabar Bhadrak

Call Directions Contact the business

Salandi khabar Bhadrak ଖବର ଉପରେ ନଜର
UDYAM-OD-05-0004935

05/10/2026

ଆସନ୍ତା ୧୫ ତାରିଖ ରେ ରେ ଛାତ୍ର ସଂସଦ ନିର୍ବାଚନ ନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ| ଆଜିର ଛାତ୍ର କାଲିର ନେତୃତ୍ୱ ବୋଲି କହିଲେ ମନ୍ତ୍ରୀ

05/10/2026

ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ, ଭଦ୍ରକ କଲେଜ ରେ ABVP ପକ୍ଷରୁ ସରକାରଙ୍କୁ ପ୍ରଶଂସା

03/10/2026

ଆସନ୍ତା 8 ତାରିଖରେ ଓଡିଶା ବନ୍ଦ କୁ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

01/10/2026

ଦାରା ସିଂ ଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ, କେନ୍ଦୁଝର ଏସପି ଓ SSRB ଙ୍କୁ ଚିଠି ଲେଖିଲେ ଶ୍ରୀ ବଜରଙ୍ଗ ସେନା

01/10/2026

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଣୀତାଲ ସ୍ଥିତ ମା ବିରଜା ପୌଡ଼ ଵୃଦ୍ଧାଶ୍ରମ ରେ ଆଇନ ସଚେତନତା ଶିବିର ସହ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

30/09/2026

ଭୋଟ ଚୋରି ଓ ବେକାରୀ ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗ ରେ ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

30/09/2026

ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା | ପ୍ରଭାବ କିନ୍ତୁ ଭଦ୍ରକ ରେ ସେମିତି ନଥିବା ଭଳି ଲାଗୁଛି

29/09/2026

ପୂର୍ବତନ କ୍ରିକେଟର ତଥା ସଚିନ ଙ୍କ ବାଲ୍ୟ ବନ୍ଧୁ ବିନୋଦ କାମ୍ବଲି ଏବେ ବୃଦ୍ଧା ଶ୍ରମରେ

28/09/2026

ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାର ଙ୍କୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ

26/09/2026

ବନ୍ୟା ରେ ବୁଡ଼ିଗଲା ବିଦ୍ୟୁତ୍ ସବ୍ ଷ୍ଟେସନ ପେନାଲ ରୁମ୍ । ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଅସୁରାଳି ବିଦ୍ୟୁତ ବିଭାଗ ସବ-ଷ୍ଟେସନ ପେନଲ ରୁମ ଭିତରେ ପାଣି| ପାଣି ପଶିବା ଯୋଗୁଁ ଗତକାଲି ମଧ୍ୟ ରାତ୍ରିରୁ ଅନ୍ଧାରରେ 40/50 ହଜାର ଉପଭୋକ୍ତା ଅନ୍ଧାର ରେ ଅଛନ୍ତି ।

Address

Bhadrak
756100

Telephone

+919853504207

Website

Alerts

Be the first to know and let us send you an email when Salandi khabar Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Salandi khabar Bhadrak:

Shortcuts

Share