Kailash Hota

Kailash Hota ଜୟ ଜଗନ୍ନାଥ 🚩
ମୁଁ ଓଡ଼ିଆ ମୋ ଭାଷା ସବୁଠୁ ଭାରି ବଢ଼ିଆ 🙏🏻

*🚩 ଶ୍ରୀମଦ୍ ଭଗବଦ୍ - ⚫️❗️⚫️  ଗୀତା କିଏ ଓ କାହିଁକି ପଢିବା ଉଚିତ୍?*🚩ଯୁବକ ମାନଙ୍କୁ:- ଜୀଇଁବାର କଳା ଶିଖାଇଥାଏ।**🚩ବୟସ୍କ ମାନଙ୍କୁ:- ମରିବା...
13/06/2023

*🚩 ଶ୍ରୀମଦ୍ ଭଗବଦ୍ - ⚫️❗️⚫️ ଗୀତା କିଏ ଓ କାହିଁକି ପଢିବା ଉଚିତ୍?

*🚩ଯୁବକ ମାନଙ୍କୁ:- ଜୀଇଁବାର କଳା ଶିଖାଇଥାଏ।*

*🚩ବୟସ୍କ ମାନଙ୍କୁ:- ମରିବାର କଳା ଶିଖାଇଥାଏ।*

*🚩 ଅଜ୍ଞାନ ମାନଙ୍କୁ:- ଜ୍ଞାନ ପ୍ରାପ୍ତି କରାଇଥାଏ।*

*🚩ଜ୍ଞାନୀ ମାନଙ୍କୁ:- ନମ୍ରତା ଶିଖାଇଥାଏ।*

*🚩ଧନୀ ମାନଙ୍କୁ:- ଦୟା ଓ କରୁଣା ଶିଖାଇଥାଏ।*

*🚩ଗରିବ ମାନଙ୍କୁ:- ଧୈର୍ଯ୍ୟ ଧରିବାକୁ ଶିଖାଇଥାଏ।*

*🚩ସ୍ବପ୍ନଦେଖିବା ଲୋକ ମାନଙ୍କୁ:- ସମ୍ମୋହନ ପ୍ରଦାନ କରିଥାଏ।*

*🚩 ବାସ୍ତବ ବାଦୀ ମାନଙ୍କୁ:- ପରାମର୍ଶ ଦେଇଥାଏ।*

*🚩 ଦୁର୍ବଳ ମାନଙ୍କୁ:- ବଳ ପ୍ରଦାନ କରାଇଥାଏ।*

*🚩ବଳବାନ୍ ମାନଙ୍କୁ:- ଦିଗ୍ ଦର୍ଶନ ପ୍ରଦାନ କରିଥାଏ।*

*🚩ଗର୍ବୀ ମାନଙ୍କୁ:- ଚେତାବନୀ ଦେଇଥାଏ ନମ୍ର ହେବାକୁ।*

*🚩ବିନମ୍ର ମାନଙ୍କୁ:- ବଡ଼ପଣ ଭାବ କରାଇଥାଏ।*

*🚩 ବ୍ୟସ୍ତ ବିବ୍ରତ ମାନଙ୍କୁ:- ଆନନ୍ଦ ଅନୁଭବ କରାଇଥାଏ।*

*🚩 କ୍ଳାନ୍ତ ଶ୍ରାନ୍ତ ମାନଙ୍କୁ:- ବିଶ୍ରାମ ପ୍ରଦାନ କରି ଥାଏ।*

*🚩ସନ୍ଦେହୀ ମାନଙ୍କୁ:- ଆଶ୍ବାସନା ପ୍ରଦାନ କରିଥାଏ।*

*🚩ପାପୀ ମାନଙ୍କୁ:- ମୁକ୍ତି ପ୍ରାପ୍ତି କରାଇଥାଏ ଓ ପରିଶେଷରେ।*

*🚩ମଣିଷ ମାନଙ୍କୁ:- ମାର୍ଗଦର୍ଶନ କରାଇ ଥାଏ।*
*ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ*
🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

Bapina Biswal 🖋️ ପୋଷ୍ଟରୁ

11/06/2023

ଧୈର୍ଯ୍ୟ, ସ୍ଥିରତା ଓ ସ୍ଥିତପ୍ରଜ୍ଞତାର ନିଦର୍ଶନ... ବିପର୍ଯ୍ୟୟ ଓ ବିପତ୍ତି ବେଳେ ସର୍ବଦା ଦେଖାଇ ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।

 ରାତି ନାହିଁ ଦିନ ନାହିଁ ୨ଦିନ ହେଲା ଲଗାତାର ପରିଶ୍ରମ ପରେ ଟିକିଏ ଆରାମ,ଆମେବି ମଣିଷ ଆମର ବି ଜୀବନଅଛି ହେ ଜଗତରନାଥ ଜଗନ୍ନାଥ ଆମକୁ ଶକ୍ତିଦିଅ...
04/06/2023


ରାତି ନାହିଁ ଦିନ ନାହିଁ ୨ଦିନ ହେଲା ଲଗାତାର ପରିଶ୍ରମ ପରେ ଟିକିଏ ଆରାମ,ଆମେବି ମଣିଷ ଆମର ବି ଜୀବନଅଛି ହେ ଜଗତରନାଥ ଜଗନ୍ନାଥ ଆମକୁ ଶକ୍ତିଦିଅ ଆମ୍ଭେମାନେ ଏହିଭଳି କାର୍ଯ୍ୟକରିଚାଲୁ :NDRF

ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉
13/05/2023

ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉







Address

Bhadrak

Website

Alerts

Be the first to know and let us send you an email when Kailash Hota posts news and promotions. Your email address will not be used for any other purpose, and you can unsubscribe at any time.

Share