20/08/2026
ଭଦ୍ରକ ଜିଲ୍ଲା ବିଜେଡି ଦଳର ଉପସଭାପତି ପ୍ରବୀର ଜେନାଙ୍କ ନିଷ୍ପତ୍ତି
କୌଣସି ଗରିବ ଓ ଅସହାୟ ଲୋକଙ୍କ ନ୍ୟାର୍ଯ୍ୟ ହକ୍ ପାଇଁ ମୋ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼େଇ କରିବି। ଗରିବ, ଅସହାୟ ଓ ନିର୍ଯାତିତ ଲୋକଙ୍କ ଅଧିକାର ପାଇଁ ସର୍ବଦା ସ୍ୱର ଉଠାଇବି।
ମାନ୍ୟବର ନବୀନ ପଟ୍ଟନାୟକଙ୍କ ସମ୍ମାନ ଓ ଆଦର୍ଶକୁ ରକ୍ଷା କରିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିବି। l