NB LIVE ODIA

NB LIVE ODIA Regd no -OD-05000-4666

NB LIVE ODIA is a Digital Odia Channel in Odisha and delivers reliable Video's and information .
(1)

24/10/2025

ଭଦ୍ରକ ଐତିହାସିକ କାଳୀପୂଜା ମାହୋଲ ସରଗରମ // ପ୍ରବଳ ଜନଗହଳି ସହ ଦୋଳି, ଦୋକାନ ବଜାର ସହ ଅପେରା ପାର୍ଟି ର ମଜା ନେଉଛନ୍ତି ଶ୍ରଦ୍ଧାଳୁ// NB LIVE ODIA

22/10/2025

ଭଦ୍ରକ ଐତିହାସିକ କାଳୀପୂଜା ରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ର ଯାତ୍ରା ଜଗତର ଚର୍ଚ୍ଚିତ ଗାୟିକା #ନନ୍ଦିନୀ ଙ୍କ କଣ୍ଠରୁ ସୁନ୍ଦର୍ ସଙ୍ଗୀତ// NB LIVE ODIA

22/10/2025

#ଜିମ_କରନ୍ତୁ_ନିଜକୁ_ସୁସ୍ଥ_ରଖନ୍ତୁ....
ନୂତନ କରି ଭଦ୍ରକ ଆରଡ଼ି ଛକରେ ଖୋଲିଲା BODY LINE GYM// ଟ୍ରେନର ଙ୍କ ଦମଦାର ଟ୍ରେନିଂ ନେଇ GYM କରନ୍ତୁ ମାତ୍ର ସ୍ୱଳ୍ପ ମୁଲ୍ୟରେ... NB LIVE ODIA

21/10/2025

ମାର୍କେଟ କୁ ଚ୍ୟାଲେଞ୍ଜ କରି ଅଫର୍ ନେଇଆସିଛି ZELIO ll ପାଇବେ ୭ ଟା ଦାମୀ ଦାମୀ ଅଫର ll NB LIVE ODIA

21/10/2025

ଆମେ ଭଦ୍ରକ କାଳୀପୂଜା ରେ ସବୁ କମିଟି କୁ କାଟିକି ୧ ନଂ ରେ ରହିବୁ//ଚରମ୍ପା ମହାବୀର ଯାତ୍ରା କମିଟି ରେ ତୁଳସୀ ଗଣନାଟ୍ୟ ର ଆଜି ପ୍ରଥମ ରଜନୀ ରେ‌‌ ନାଟକ ଦେଖିବାର ସୁଯୋଗ ନିଅନ୍ତୁ// NB LIVE ODIA

ଆଜି ଦ୍ୱିତୀୟ ଦିନରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତ ଙ୍କୁ ଦେଉଛନ୍ତି ଦର୍ଶନ // NB LIVE ODIA       ...
21/10/2025

ଆଜି ଦ୍ୱିତୀୟ ଦିନରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତ ଙ୍କୁ ଦେଉଛନ୍ତି ଦର୍ଶନ // NB LIVE ODIA

21/10/2025

#ଲାଗିଲା_ପୂଜା_ଅଫର_ପୁରୁଣା_ଗାଡ଼ି_ଦିଅନ୍ତୁ_ନୂଆ_ନେଇଯାଆନ୍ତୁ
ଆସୁ_ଇଭି ର ୟାକୁଜା ଗାଡ଼ି ର ମଜଭୂତ କୁ ନେଇ ବେଶ ଚର୍ଚ୍ଚା ,କାଳୀପୂଜା ପାଇଁ ଆସିଲା ଅଫର୍ ପୁରୁଣା ଗାଡ଼ି ଦିଅନ୍ତୁ ନୂଆ ଗାଡ଼ି ନିଅନ୍ତୁ, ଆଉ ଗୋଟେ ଅଫର୍ ରେ ୧ ଲକ୍ଷ୍ୟ ୧୦ ହଜାର ଟଙ୍କାରେ ତିନୋଟି ଗାଡ଼ି ନେଇପାରିବେ .... NB LIVE ODIA

🌐🌐🌐🌐ଠିକଣା -: ଶ୍ରୀ ରାମ ମାର୍କେଟ କମ୍ପ୍ଲେକ୍ସ, ଭଦ୍ରକ (ଯୋଗାଯୋଗ -:6371789937,8895928906,9777086959

ଭଦ୍ରକର ପୂର୍ବତନ ବିଧାୟକ ସ୍ୱର୍ଗତ ରତ୍ନାକର ମହାନ୍ତି ଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ // ପ୍ରଥମେ ତାଙ୍କର ପ୍ରତିମୂର୍ତ୍ତି ରେ...
20/10/2025

ଭଦ୍ରକର ପୂର୍ବତନ ବିଧାୟକ ସ୍ୱର୍ଗତ ରତ୍ନାକର ମହାନ୍ତି ଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ // ପ୍ରଥମେ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା// ପରେ ପରେ ଏକ ସଭା ଆୟୋଜନ ହୋଇଥିଲା ଯେଉଁଥିରେ ସଭାପତି ଭାବେ ଅଜୟ ନାୟକ ଯୋଗଦେଇଥିବା ବେଳେ ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ଭାବେ ଲଲାତେନ୍ଦୁ ମହାନ୍ତି ( ସଭାପତି ବରିଷ୍ଟ ନାଗରିକ ମଞ୍ଚ), ଏସକେ ଫାରୁକ, କୌଲାସ ଚନ୍ଦ୍ର ମହାପାତ୍ର ( ସମ୍ପାଦକ ବରିଷ୍ଟ ନାଗରିକ ମଞ୍ଚ) , ସୁଷମା ମହାନ୍ତି ( ସରପଞ୍ଚ କୋଡବରୁଆଁ), ରାଜେନ୍ଦ୍ର ପାଣି ( PS ମେମ୍ବର କୋଡବରୁଆଁ), ପ୍ରଫୁଲ୍ଲ ନାୟକ (ସଭାପତି ଭଦ୍ରକ ବ୍ଲକ) ଯୋଗଦେଇଥିଲେ। NB LIVE ODIA

20/10/2025

କାଳୀପୂଜା ଆରମ୍ଭ ହୋଇଗଲାଣି, ବାଇପାସ ରୋଡ଼ ର କାମ କେବେ ସରିବ ... NB LIVE ODIA District Administration,Bhadrak Sitansu Sekhar Mohapatra Suryabanshi Suraj Mohan Charan Majhi

20/10/2025

ଆଜି ଠାରୁ ଆରମ୍ଭ ଐତିହାସିକ ଭଦ୍ରକ କାଳୀପୂଜା // ଆଜି ପ୍ରଥମ ଦିବସରେ ମା' ଭଦ୍ରକାଳୀ ଭକ୍ତ ମାନଙ୍କୁ ବେଦମାତା ବେଶ ରେ ଦେଉଛନ୍ତି ଦର୍ଶନ // NB LIVE ODIA

19/10/2025

ଭଦ୍ରକ କାଳୀପୂଜା ରେ ମୁଖ୍ୟ ସମସ୍ୟା ବାଇପାସ ରୋଡ଼, ଜିଲ୍ଲାପାଳ,ଏସପି ଦେଖିଲେ କାର୍ଯ୍ୟ ଆରମ୍ଭ କଲେ କିନ୍ତୁ ଫଳ ଶୁନ // NB LIVE ODIA District Administration,Bhadrak Mohan Charan Majhi Sitansu Sekhar Mohapatra Suryabanshi Suraj Bhadrak Police

18/10/2025

Follow କରି ଯୋଡି ହୋଇ ରୁହନ୍ତୁ...

Address

BHADRAK
Bhadrak
756100

Telephone

+918249443724

Website

Alerts

Be the first to know and let us send you an email when NB LIVE ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NB LIVE ODIA:

Share