Zilla Dairy

Zilla Dairy ସତ୍ୟ ଖବର (ପରିବେଶଣ ବେଳେ ନିରପେକ୍ଷ ରହିବା ଆବଶ୍ୟକ)

19/02/2026

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ ପାଳନ।ଭଦ୍ରକ: ନୂଆବଜାର

20/12/2025

ଭଦ୍ରକ : ଯୁବ ବ୍ୟବସାୟଙ୍କ ଘରେ EOW ରେଡ୍ l ଭଦ୍ରାଣୀ ଡିଜେ ମାଲିକ ରାମ ନାରାୟଣ ବଳଙ୍କ ବାଇପାସ ସ୍ଥିତ ଘର, ସାବରଙ୍ଗ ଏରଡ଼ା ଓ ରମ୍ଭିଳା ଫାର୍ମ EOWର ୩ଟି ଟି ମର ଚଢ଼ାଉ ଜାରୀ l

16/12/2025
16/12/2025

-ଭଦ୍ରକ ଚରମ୍ପା ମାଲ ଗୋଦାମ ନିକଟରେ ଦୁଇ ଅପରାଧୀ ଡକାୟତ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସୂଚନା

01/12/2025

ବିଜେଡି ବିରୋଧ ରେ ବିଜେଡି ।
ବିଜେଡି ସମର୍ଥିତ ବ୍ଲକ ଅଧକ୍ଷ ଙ୍କ ଦୁର୍ନୀତି ସାମ୍ନା କୁ ଆଣିଲା ବିଜେଡି । କୋଟିଏ ରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ।

31/08/2025

ଭଦ୍ରକ ପୌରପାଳିକା ପକ୍ଷରୁ ତିନିଟି ଟାଉନ ବସ ର ଶୁଭ ଉଦଘାଟନ ହୋଇ ଯାଇଛି |

31/08/2025

ସାମ୍ବାଦିକ ସମ୍ମିଳନୀ ରେ ମୁହଁ ଖୋଲିଛନ୍ତି ଭଦ୍ରକ ବେଡ଼ମିଃଣ୍ଟନ ଆସସିୟେସନ ସଙ୍ଗ ର କର୍ମକର୍ତା | ଯାହାର ବିଧିବଦ୍ଧ ଭାବେ ତଦନ୍ତ କରାଯାଉ

17/05/2025

ଜନସେବା କେନ୍ଦ୍ର ଲେବର ଅଫିସ ନିକଟରେ ସୁଲଭ ମୂଲ୍ୟରେ ଡିଜିଟାଲ ସେବା ଯୋଗାଇ ଦିଆଯାଏ।

04/05/2025

ଆର.ଟି.ଆଇ.କୁ ବ୍ୟବହାର କରି ନିଜକୁ ସମାଜ ସେବୀ ବୋଲାଉଥିବା ମଣିଷ ବ୍ଲକ ମେଲ କରି ଅର୍ଥ ଦାବୀ କରୁଛନ୍ତି।

01/03/2025

ଭଦ୍ରକ ବ୍ଲକ ବଣିଆ ପଂଚାୟତ ନଛି ପୁର ଗ୍ରାମରେ ଥିବା ନଛି ପୁର ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପା ରାଣୀ ଭଟାଚାର୍ଯ୍ୟ ,ଙ୍କ ପାଇଁ ଆଜି ବିଦ୍ୟାଳୟ ପରିସର ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା Bhadrak

05/02/2025

ଭଦ୍ରକ ଜିଲ୍ଲା ଗାନ୍ଧି ପଢିଆ ରେ କ୍ରିକେଟ ଖେଳ ଆରମ୍ଭ ହୋଇଯାଇଛି. ୫ତାରିଖରୁ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ'

Address

Bhadrak

Telephone

+917894353001

Website

Alerts

Be the first to know and let us send you an email when Zilla Dairy posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Zilla Dairy:

Share