Bhadrak Bulletin

Bhadrak Bulletin UDYAM Reg No -OD-05-0023346

01/09/2026

ବୈତରଣୀ ରେ ଆସିଲା ବନ୍ୟା ଜଳ, କୁଆଖିଆ - ଆରଡ଼ି ରାସ୍ତା ଉପରେ ବନ୍ୟା ଜଳ ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ହୋଇଥିବା ଉଦ୍ଦେଶ୍ୟ ପ୍ରଣୋଦିତ FIR ବିରୁଦ୍ଧରେ ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ...
31/08/2026

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ହୋଇଥିବା ଉଦ୍ଦେଶ୍ୟ ପ୍ରଣୋଦିତ FIR ବିରୁଦ୍ଧରେ ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାଳିକାର୍ଯୁନ ଖଡଗେ ସଭାସ୍ଥଳକୁ ଉତ୍ତରାଖଣ୍ଡ ବିଜେପି ଓ ଆର ଏସ ଏସ କର୍ମୀମାନେ ଶୁଦ୍ଧିକରଣ କରିଥିବାରୁ ସେମାନଙ୍କ ଉପରେ FIR ରୁଜୁ କରିବା ଦାବିରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ।

31/08/2026

ଚଳନ୍ତା ବସରୁ ଖସିପଡ଼ି କଣ୍ଡକ୍ଟରଙ୍କ ମୃତ୍ୟୁ
ଚଳନ୍ତା ବସରୁ ରାସ୍ତାକୁ ଖସିପଡ଼ି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ଆଖଣ୍ଡଳମଣି ଆରଡ଼ିରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ପ୍ରଭାତ ମଲ୍ଲିକ ବେତାଳିଗାଁ ବଜାର ନିକଟରେ ହଠାତ୍ ଚଳନ୍ତା ବସରୁ ରାସ୍ତାକୁ ଖସିପଡ଼ିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

31/08/2026

ଭଦ୍ରକ:: ଭଦ୍ରକ ପୌରପାଳିକା ପକ୍ଷରୁ ସହିଦ ସ୍ମୃତି ଭବନ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ।

30/08/2026

#ଚୋରା_ମଦ_ବିକ୍ରିକୁ_ମହିଳାଙ୍କ_ବିରୋଧ_୨ଘଣ୍ଟା_ଧରି_ପୋଲିସ_ନାକେଦମ୍
ଚୋରା ମଦ ବିକ୍ରିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ଏପରି ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ଥାନା ନିଳୋକ ପଞ୍ଚାୟତ ଅଧିନ ବେଗନା(ବୁଡ଼ଗଢିଆ) ଗ୍ରାମରେ।

29/08/2026

ନିର୍ମାଲ୍ୟ ସେବା ପରିବାର ତରଫରୁ ଜ୍ୟୋସ୍ନାରଣୀକୁ ସହାୟତା

ଭଦ୍ରକ ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଚାରିଗାଁ ପଞ୍ଚାୟତ ଇଟୁଆ ଗ୍ରାମର ଦୁର୍ଘଟଣାଗ୍ରସ୍ତ ନାବାଳିକା ଜ୍ୟୋସ୍ନାରଣୀକୁ ସହୟତା ପ୍ରଦାନ କରାଯାଇଛି। ଗୁରୁବାର ଅନୁଷ୍ଠାନର ସଭାପତି ଅଜୟ କୁମାର ନାୟକ, ସମ୍ପାଦକ ପଦ୍ମଲୋଚନ ପଣ୍ଡା, ସଭ୍ୟ ସୁଦର୍ଶନ ଦାଶ, ରୁକ୍ମିଣୀ ଦାଶ, ଉପଦେଷ୍ଟା ଅଞ୍ଜନ କୁମାର ଶତପଥୀ ତାଙ୍କ ଗ୍ରାମରେ ପହଞ୍ଚି ଜ୍ୟୋତ୍ସ୍ନାରାଣୀଙ୍କ ମା' ସଂଯୁକ୍ତା ପଣ୍ଡା, ବାପା ସୁଜିତ ପଣ୍ଡାଙ୍କ ସହ ଝିଅର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ଶୁଖୁଲା ଖାଦ୍ୟ ଦେଇଥିଲେ।

28/08/2026

SP ଗୋଲ୍ଡ ରେ କିଣିଥିଲେ ସୁନା ପାଇଲେ କାର, ଲକି ଡ୍ର ମାଧ୍ୟମରେ ଗ୍ରାହକ ମାନଙ୍କୁ ମିଳିଲା କାର ସ୍କୁଟି ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ...

27/08/2026

ଯାତ୍ରା କରୁଥିବା ବେଳେ ବେହୋସ ହୋଇ ତଳେ ପଡିଯିବା ପରେ ଏବେ ସୁସ୍ଥ ଥିବା ନେଇ ସୂଚନା ଦେଲେ ଅଭିନେତା ପିୟୁଷ.....

27/08/2026

I got over 12,000 reactions on my posts last week! Thanks everyone for your support! 🎉

27/08/2026

ଯାତ୍ରା କରୁ କରୁ ବେହୋସ ହୋଇ ତଳେ ପଡିଗଲେ ପିୟୁଷ, ଦେବଗଡ଼ ଜିଲ୍ଲାରେ ଯାତ୍ରା ସମୟରେ ମୁଣ୍ଡ ବୁଲାଇ ତଳେ ପଡିଗଲେ ପିୟୁଷ, ସଙ୍ଗେ ସଂଗେ ମେଡିକାଲ ନେଇଥିଲେ ପରେ ସେ ସୁସ୍ଥ ଥିବା କହିଛନ୍ତି

Address

Bhadrak College Road
Bhadrak

Website

Alerts

Be the first to know and let us send you an email when Bhadrak Bulletin posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share