Mr Chiranjibi

Mr Chiranjibi କର୍ମ ହିଁ ଭଗବାନ🙏ବଞ୍ଚିଥିବା ପର୍ଯ୍ୟନ୍ତ ମାନବ🧑‍🦽, ଗୋମାତା🐄,ପକ୍ଷୀ🦅,ଜୀବଜନ୍ତୁ🐕‍🦺 ଙ୍କ ସେବା କରୁଛି କରିବି🙏 🚩🚩 9439500960,🚩9776500960🚩🚩
(1)

20/07/2025

ଯେଉଁ ମାନେ କହୁଛନ୍ତି ଓଡ଼ିଶା ସୁରକ୍ଷିତ ନୁହେଁ ! ତୁରନ୍ତ ଓଡ଼ିଶା ଛାଡି ସୁରକ୍ଷିତ ଜାଗାକୁ ପଳନ୍ତୁ 😆 (ବେହିଆ ରଜନୀତି )

ଦେଖରେ ବିରୋଧୀ ମାନେ ଦୋଷ ଯିଏ କଲା ସେ ଗିରଫ ହେବ ! କେହି ବଞ୍ଚି ପାରିବେ ନାହିଁ !
20/07/2025

ଦେଖରେ ବିରୋଧୀ ମାନେ ଦୋଷ ଯିଏ କଲା ସେ ଗିରଫ ହେବ ! କେହି ବଞ୍ଚି ପାରିବେ ନାହିଁ !

19/07/2025

ଓଡ଼ିଶା ସରକାର ଙ୍କ ଅନୁରୋଧ ପ୍ରତ୍ୟେକ ଲୋକ ପାଇଁ ଜଣେ ପୋଲିସ ବା ସୁରକ୍ଷା କର୍ମୀ ଯୋଗେଇ ଦୀୟନ୍ତୁ 😆! ( ବିରୋଧି )

ଭଦ୍ରକ ରେ ପୋଲିସ ହେଲ୍ମେଣ୍ଟ ଚେକିଙ୍ଗ ରେ ବେଷ୍ଟ ! ମୁଁ ଭାବୁଛି ହେଲ୍ମେଣ୍ଟ ବିନା ଦେଲି 100 ଲୋକ ମାରୁଛନ୍ତି 😆
19/07/2025

ଭଦ୍ରକ ରେ ପୋଲିସ ହେଲ୍ମେଣ୍ଟ ଚେକିଙ୍ଗ ରେ ବେଷ୍ଟ ! ମୁଁ ଭାବୁଛି ହେଲ୍ମେଣ୍ଟ ବିନା ଦେଲି 100 ଲୋକ ମାରୁଛନ୍ତି 😆

19/07/2025

ସେଣ୍ଟର୍ ରେ ବିଜେପି ରାଜ୍ୟ ରେ ବିଜେପି ଏନ୍ କାଉଣ୍ଟର ପାଇଁ କାହାକୁ ଅପେକ୍ଷା ! ଏହି ସବୁ କ୍ରାଇମ ପାଇଁ ବିରୋଧୀ ମାନେ ଷ୍ଟ୍ରଙ୍ଗ ହେଉଛନ୍ତି !

19/07/2025

ଓଡିଶା ର ବିଜେପି ସରକାର ଏନକାଉଣ୍ଟର
ଆରମ୍ଭ କରନ୍ତୁ !
କ୍ରିମିନାଲ ଓ ବିରୋଧି ସବୁ ଚୁପ୍ ହୋଇଯିବେ !

19/07/2025

👉ଆଜି ର ଘଟଣା ଟି ସମ୍ପୂର୍ଣ ପ୍ରି ପ୍ଲାନ୍ 👈 ଝିଅ କୁ ଘରୁ ଡକାଇ ମାରିବା କୁ ଉଦ୍ୟମ 😭 !

19/07/2025

ସୋମ୍ୟାଶ୍ରି ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ! କିନ୍ତୁ ଏବେ ଟ୍ରେଣ୍ଡ ଚାଲିବା ଆରମ୍ଭ ! ନିଜେ ଭୁଲ କରିବେ ସରକାର ଙ୍କୁ ଧମକ ଦେବେ ଆତ୍ମାହୁତି ଧମକ !

Address

Bhadrak

Alerts

Be the first to know and let us send you an email when Mr Chiranjibi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mr Chiranjibi:

Share