Public Awaaz live46386

Public Awaaz live46386 Public Awaaz live

14/09/2026

ପୁଜା ମଣ୍ଡପ ରେ ପୁଜା ପାଉଛନ୍ତି ଶ୍ରୀ ଶ୍ରୀ ବାବା ଛୁଆ ଗଣେଷ ।

13/09/2026

ଶ୍ରୀ ଶ୍ରୀ ବାବା ବୁଢ଼ା ଗଣେଶଙ୍କ ଆଗମନ ଆଜି ମୁଖ ଦର୍ଶନ, ଆସନ୍ତା କାଲି କଳସ ଶୋଭାଯାତ୍ରା ଆରମ୍ଭ ହୋଇ ପୂଜା ମଣ୍ଡପ ରେ ପୂଜା ପାଇବେ ବାବା ବୁଢ଼ା ଗଣେଶ।

12/09/2026

କିଛି ଦିନ ପୂର୍ବରୁ ବାଇକ୍ ଚୋରି କରି ଗିରଫ ହୋଇ ଜେଲରୁ ବାହାରିବା ପରେ ଆଜି ସଂଧ୍ୟାରେ ବନ୍ତ ଛକରୁ ବାଇକ ଚୋରି କରି ନେବା ବେଳେ ଲୋକମାନେ ଦୁଇ ଚୋରକୁ ଧରିଲେ ପରେ ପୋଲିସ ପହଞ୍ଚି ଥାନାକୁ ନେଲେ l

12/09/2026

ଭଦ୍ରକ ପାଇଁ ଗୌରବ ଆଣିଲେ ନାଜିବ ଅଖତାର !
WPC ରେ ରାଜ୍ୟ ଜୁନିଅର କେଟୋଗୋରି ପ୍ରଥମ ସ୍ଥାନ ସହ ଗୋଲଡ ମେଡାଲ ନେଇ ଭଦ୍ରକ ପାଇଁ ଗର୍ବ ଆଣିଲେ !

11/09/2026

#ପୋଲିସ୍_ଭେନ_ଧକ୍କାରେ_କାର୍_ବେହାଲ୍
ଭଦ୍ରକ ନେହେରୁ ଷ୍ଟାଡିୟମ୍ ସମ୍ମାନା ଜାତୀୟରାଜପଥ ଉପରେ ଦୁର୍ଘଟଣା। ପୋଲିସ୍ ଗାଡି ଧକ୍କାରେ କlର୍ ବେହlଲ୍।

10/09/2026

ସାବତ ମାଆ ବାପା ମିଶିକି ମୋ ସ୍ୱାମୀଙ୍କୁ କଲବଲ କରି ମାରିଦେଲା ରାକ୍ଷସ ବାପା

09/09/2026

ଧାମରା ବନ୍ଦର ଚାରିପାଖରେ ଥିବା ବାଂଲାଦେଶୀଙ୍କ ସ୍ୱାର୍ଥରେ ତତ୍ପର : ମନମୋହନ ସାମଲ l

09/09/2026

ଭଦ୍ରକ ପୁଅକୁ ବାପ ବୁଝାଲି ରେ ହାଣି ମାରିଦେଲା, ସ୍ତ୍ରୀ ଆଗରେ ମାରଣାସ୍ତ୍ର ରେ ହତ୍ୟା। କଲେଇ ପଞ୍ଚାୟତ ଅଧୀନ ଚୁନିନ୍ଦା ରେ ଘଟିଛି ଏମିତି ଅଭାବନୀୟ ଘଟଣା।

08/09/2026

ରାଜ୍ୟ ଉପସଭାପତି ଘୋଷଣା ପରେ ଆଜି ସେଲିବ୍ରେଶନ୍ ।
ଭଦ୍ରକ ଜିଲ୍ଲା କଂଗ୍ରେସ ର ଯୁବ ନେତା ତଥା ବିଧାନସଭା ନେତା ଅସୀତ ପଟ୍ଟନାୟକ l

06/09/2026

ଭଦ୍ରକ କୁନ୍ତଳାଦେବୀ ମଡ଼େଲ୍ ଏକାଡେମୀ ରେ ଗୁରୁ ଦିବସ ପାଳନ କଲେ ଛାତ୍ର ଛାତ୍ରୀ ।

Address

MAIN Road
Bhadrak
756100

Website

Alerts

Be the first to know and let us send you an email when Public Awaaz live46386 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share