City Khabar Bhadrak

Directions Website

City Khabar Bhadrak For news and entertainment

30/09/2026

ଭଦ୍ରକ: ସିରିଜ୍ ବନ୍ୟା ସାଳନ୍ଦୀ ଓ ନାଳିଆ ନଦୀର ଦୁଃଖ ବଢ଼ାଇଛି, ଭଦ୍ରକ ବ୍ଲକ ଓ ଧାମନଗର ବ୍ଲକର ଅନେକ ପଞ୍ଚାୟତକୁ ବନ୍ୟାଜଳ ପ୍ରବେଶ କରିଛି । ଏହା ଦ୍ବାରା ଚାଷଜମି ଓ ମାଟି ଘର ଗୁଡ଼ିକର ଅନେକ କ୍ଷୟକ୍ଷତି ହୋଇଛି। କୁଳବନ୍ଧ ଓ ଘାଇ ଗୁଡିକର ସ୍ଥାୟୀ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି।

29/09/2026

ଭଦ୍ରକ: ଭଦ୍ରକ ପୁରୁଣାବଜାର ଅଧିନ ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ। ପୁର୍ବ ବନ୍ୟାରୁ ଭଦ୍ରକ ବିଧାୟକ ଏହାକୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

29/09/2026

ଭଦ୍ରକ: #ଡ୍ରେନ_ଉପରେ_କ୍ଲବ୍_ଘର_ହେଲା_ଉଚ୍ଛେଦ। ଭଦ୍ରକ ବିଧାୟକଙ୍କୁ ଧନ୍ୟବାଦ ଦେଲେ ୨୦ନମ୍ବର ୱାର୍ଡ଼ ବାସିନ୍ଦା। ଭଦ୍ରକ ପୌରପାଳିକା ଅଧିନ ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ। ପୁର୍ବ ବନ୍ୟାରେ ଭଦ୍ରକ ବିଧାୟକ ସ୍ଥିତି ପରଖି ଏହାକୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଉଚ୍ଛେଦ ପରେ ଅଞ୍ଚଳ ବାସିନ୍ଦା ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

29/09/2026

ଭଦ୍ରକ ପୁରୁଣା ବଜାର ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ।

29/09/2026

ଭଦ୍ରକ: ବନ୍ୟାଜଳ ନିଷ୍କାସନ ପରେ ସାଳନ୍ଦୀ ଏବେ ଶାନ୍ତ ହୋଇପଡିଛି।
୨୦୨୬ ବର୍ଷରେ ସାଳନ୍ଦୀ ନଦୀରେ ଦୁଇ ଦୁଇ ଥର ବନ୍ୟାଜଳ ପ୍ରବାହିତ ହୋଇଛି। ଅନେକ ବାସ ଗୃହ ନଷ୍ଟ କରିବା ସହ ଧନଜୀବନ ନଷ୍ଟ କରିଛି। ସାଳନ୍ଦୀ ସଂସ୍କାର ପର ଠାରୁ ବର୍ତ୍ତମାନ ଅନେକ ସ୍ଥାନ ଗୁଡିକରେ କୁଳବନ୍ଧ ନଥିବା ଦେଖିବାକୁ ମିଳିଛି। ବାଗୁରାଇ ଠାରୁ ଗୁଜିଦରଡା ଯାଏ ଅନେକ ଘାଇ ସୃଷ୍ଟି ହୋଇଛି। ବନ୍ୟା ପରେ ସାଳନ୍ଦୀ ନଦୀ କୁଳବନ୍ଧ ସୁଧୁଡ଼ିକରଣ କରିବା ଲାଗି ସାଳନ୍ଦୀ ବିଭାଗ ଓ ସରକାର ତତ୍ପର ହେବାର ଆବଶ୍ୟକ ରହିଛି।

28/09/2026

ଭଦ୍ରକ: ଓଟି ମାର୍କେଟ କମ୍ପ୍ଲେକ୍ସ ରେ ପାଣି ଭଦ୍ରକ ପୌରପାଳିକା ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ।

28/09/2026

ଭଦ୍ରକ: ମୁଖ୍ୟ ନିର୍ବାଚନ କମିଶନର ଙ୍କ ବିରୋଧ ରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା।

ଭଦ୍ରକ: ବନ୍ୟା ସ୍ଥିତି ନେଇ ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ, ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାର ବିଭିନ୍ନ ୱାର୍ଡରେ...
28/09/2026

ଭଦ୍ରକ: ବନ୍ୟା ସ୍ଥିତି ନେଇ ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ, ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାର ବିଭିନ୍ନ ୱାର୍ଡରେ ବନ୍ୟାଜଳ ଯୋଗୁଁ ବ୍ୟାହତ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ନେଇ ଆଜି ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକରେ ସାମିଲ ହେଲେ ଭଦ୍ରକ ବିଧାୟକ ।

27/09/2026

ଭଦ୍ରକ: #ସାଳନ୍ଦୀ_ସଂସ୍କାର_ଯୋଜନାକୁ_ମନେ_ପକାଉଛନ୍ତି_ଲୋକେ, ଅଧୁରା ରହିଗଲା ସାଳନ୍ଦୀ ସଂସ୍କାର ଯୋଜନା। ୨୫ ବର୍ଷ ତଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଦ୍ରକ ସାଂସଦ ସ୍ବର୍ଗତ ଅର୍ଜୁନ ସେଠୀ ଏହି ପ୍ରକଳ୍ପ ହାତକୁ ନେଇ ଥିଲେ। ଆଜି ସେହି ପ୍ରକଳ୍ପ ଅଧୁରା ହୋଇ ରହିଗଲା। ସାଳନ୍ଦୀ ନଦୀବନ୍ଧ ସୁରକ୍ଷା ଲାଗି ନିବେଦନ କଲେ ବ୍ୟବସାୟୀ ଭଗତ ଗୁପ୍ତା।

Address

Town PS Chhaka
Bhadrak
756135

Alerts

Be the first to know and let us send you an email when City Khabar Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share