Chanakya tv odisha

Chanakya tv odisha Contact information, map and directions, contact form, opening hours, services, ratings, photos, videos and announcements from Chanakya tv odisha, News & Media Website, Bhadrak.
(7)

Chanakya tv odisha is a large base of readers which we have created by providing the latest news, social media news,Spot news, Opinion news and more.We provide latest news with integrity and true spirit of reporting.

08/08/2026

ଭଦ୍ରକ ସହରରେ ସବୁଠି ପାଣି ।
ପାଣି ଯିବା ପାଇଁ ଖୋଲା ଯାଉଛି ରାସ୍ତା ।

କୌଣସି କାର୍ଯ୍ୟରେ ଯିବା ସମୟରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଏଭଳି ହୋଇଥିଲା ।
08/08/2026

କୌଣସି କାର୍ଯ୍ୟରେ ଯିବା ସମୟରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଏଭଳି ହୋଇଥିଲା ।

07/08/2026

ଆମେ ଜିରୋକୁ ବିଶ୍ୱାସ କରୁ
ସେମାନେ ହିରୋ ହେବା ପାଇଁ ଚେଷ୍ଟା କରନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀ କରି ମିଛ ନାଟକ କରୁଛି ବୋଲି କହିଲେ ବିଜେଡି ବ୍ଲକ୍ ସଭାପତି ଲକ୍ଷ୍ମୀଧର ସାହୁ।
ରିପୋର୍ଟ: ଆକାଶ ଆଦିତ୍ୟ ବେହେରା

07/08/2026

ଧାମନଗର ତହସିଲ ଅଫିସରେ ହଙ୍ଗାମା ।
ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଲା ଧାମନଗର ବିଜେଡି ।

06/08/2026

ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ

06/08/2026

୧୬ନମ୍ବର ଜାତୀୟ ରାଜପଥ ଗେଲପୂର୍ ଛକରେ ଦୁର୍ଘଟଣା ହୋଇଛି ।
କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ।

06/08/2026

ଗେଲପୂର୍ ଛକରେ ଦୁର୍ଘଟଣା
କାର ପଛକୁ ଧକ୍କାରେ ବନଦୁର୍ଗା ବସ୍ ।
୧୬ ନମ୍ବର ଜାତୀୟ ରାଜପଥ ଗେଲପୂର୍ ଛକରେ ଏହି ଦୁର୍ଘଟଣା ହୋଇଛି ।
କାହାରି କିଛି କ୍ଷତି ହୋଇନଥିବା ଜଣାଯାଇଛି ।

06/08/2026

ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ବ୍ଲକ ପ୍ରଶାସନ ବିଗତ ବନ୍ୟାର ସଫଳ ମୁକାବିଲା ଓ ସୁପରିଚାଳନା ହୋଇଥିବା କହିଲେ ଜୁଲୁ ।
ରିପୋର୍ଟ: ଆକାଶ ଆଦିତ୍ୟ ବେହେରା

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr. Mukesh Mahaling ଙ...
06/08/2026

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ Dr. Mukesh Mahaling ଙ୍କୁ ସ୍ୱାଗତ ଜଣାଇଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ।
ଏହି ଅବସରରେ ସାଳନ୍ଦୀ ଜଳସେଚନ ବିଭାଗ ଡାକବଙ୍ଗଳାରେ ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବର୍ତ୍ତମାନ ସ୍ଥିତି, ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପ୍ରସ୍ତାବିତ ଭଦ୍ରକ ମେଡିକାଲ କଲେଜର ଶୀଘ୍ର ପ୍ରତିଷ୍ଠା ସମ୍ପର୍କରେ ବିସ୍ତୃତ ଓ ସକାରାତ୍ମକ ଆଲୋଚନା କରିଛନ୍ତି ବିଧାୟକ ।

06/08/2026

ଗୋମାତା ଆଇନ୍ ଆଣିବାକୁ ଏହିଭଳି ଦାବି କଲେ ଜ୍ଞାନ ପ୍ରକାଶ ପାଣି ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କଲେ ଦାବି ।

Address

Bhadrak
756181

Alerts

Be the first to know and let us send you an email when Chanakya tv odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Chanakya tv odisha:

Shortcuts

Share