A19 News odia

A19 News odia Hi Guys, In This Page We Will Provide Only Latest, Trending, News For You.

13/07/2026

ଭଦ୍ରକ: ପୌରପାଳିକା ସାମ୍ନା ରେ ଜଗା ବାଡ଼ି ପାଇଁ ବାଡିଆପିଟା।

07/07/2026

#ଭଦ୍ରକ : ଜିଲ୍ଲାର ୭ନଂ ୱାର୍ଡ ମଠାସହି ରେ ଥିବା ପଞ୍ଚ ମୁଖୀ ହନୁମାନ ମନ୍ଦିର ପଛ ପାଖରେ ଥିବା ସରକାରି ଜାଗା ଉଛେଦ ହେଲା.!!

30/06/2026

#ପେଟ୍ରୋଲ_ଢ଼ାଳି_ପୋଡ଼ିବାକୁ_ଉଦ୍ୟମ
ଭଦ୍ରକ : ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅଧିନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି.....ସ୍ଥାନୀୟ ଲୋକଙ୍କ ତତ୍ପରତାରୁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି...... ପୀ
ଡ଼ିତାଙ୍କ
ପରିବାର ଧୁଷୁରୀ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି......

13/06/2026

#ତିକ୍ଷୀରି #ସରପଞ୍ଚ #ଚାମେଲୀ #ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ଓ ଜନ ଆକ୍ରୋଶ ବିରୋଧରେ ଥାନା ଘେରାଉ କରଗଲା...

 #ଭଦ୍ରକ_ତିହିଡ଼ି_ମେଡିକାଲର_ଚିତ୍ର । ରୋଗୀଙ୍କ ପାଇଁ ନା ବେଡ଼ ଅଛି, ନା ପର୍ଯ୍ୟାପ୍ତ ସୁବିଧା; କିନ୍ତୁ ଅଧିକାରୀଙ୍କ ଗାଡ଼ି ପାଇଁ ଜାଗାର ଅଭାବ...
13/06/2026

#ଭଦ୍ରକ_ତିହିଡ଼ି_ମେଡିକାଲର_ଚିତ୍ର । ରୋଗୀଙ୍କ ପାଇଁ ନା ବେଡ଼ ଅଛି, ନା ପର୍ଯ୍ୟାପ୍ତ ସୁବିଧା; କିନ୍ତୁ ଅଧିକାରୀଙ୍କ ଗାଡ଼ି ପାଇଁ ଜାଗାର ଅଭାବ ନାହିଁ। ଏହି କି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ର?"ରୋଗୀଙ୍କ ଦୁଃଖ ଦେଖିବାକୁ କେହି ନାହାନ୍ତି, କିନ୍ତୁ ସରକାରୀ ଗାଡ଼ି ପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ। ତିହିଡ଼ି ମେଡିକାଲର ଏହି ଦୃଶ୍ୟ ପ୍ରଶାସନର ପ୍ରାଥମିକତାକୁ ସ୍ପଷ୍ଟ କରୁଛି।

ିଶା

 #ଚନ୍ଦ୍ରିକା_ହେମ୍ୱ୍ରମ୍‌_ମୃତ୍ୟୁ_ଘଟଣାରେ_ବୟଫ୍ରେଣ୍ଡ_ଗିରଫ-ଚନ୍ଦ୍ରିକା ହେମ୍ୱ୍ରମ୍‌ଙ୍କ ବୟଫ୍ରେଣ୍ଡ ଭୀମସେନ୍‌ ଟୁଡୁ ଗିରଫ-ମୟୂରଭଂଜରୁ ଭୀମସେ...
12/06/2026

#ଚନ୍ଦ୍ରିକା_ହେମ୍ୱ୍ରମ୍‌_ମୃତ୍ୟୁ_ଘଟଣାରେ_ବୟଫ୍ରେଣ୍ଡ_ଗିରଫ
-ଚନ୍ଦ୍ରିକା ହେମ୍ୱ୍ରମ୍‌ଙ୍କ ବୟଫ୍ରେଣ୍ଡ ଭୀମସେନ୍‌ ଟୁଡୁ ଗିରଫ
-ମୟୂରଭଂଜରୁ ଭୀମସେନ୍‌ଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍
-ମୃତ୍ୟୁ ପାଇଁ ଭୀମସେନ୍‌ ଦାୟୀ ବୋଲି ଚନ୍ଦ୍ରିକା ମାଆ କରିଥିଲେ ଅଭିଯୋଗ

ଆଦାନୀଙ୍କ ₹୨୦,୦୦୦ରୁ ₹୩୦,୦୦୦ କୋଟିର ସ୍ମାର୍ଟ ମିଟର ପ୍ରକଳ୍ପକୁ ମନା କଲେ ବିଜୟ!ତାମିଲନାଡୁରେ ସ୍ମାର୍ଟ ମିଟର ଲାଗିବ ନାହିଁ ବୋଲି ଦାବି, ଚର୍...
10/06/2026

ଆଦାନୀଙ୍କ ₹୨୦,୦୦୦ରୁ ₹୩୦,୦୦୦ କୋଟିର ସ୍ମାର୍ଟ ମିଟର ପ୍ରକଳ୍ପକୁ ମନା କଲେ ବିଜୟ!

ତାମିଲନାଡୁରେ ସ୍ମାର୍ଟ ମିଟର ଲାଗିବ ନାହିଁ ବୋଲି ଦାବି, ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡୁ ରାଜନୀତିରେ ସ୍ମାର୍ଟ ମିଟର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ମୁଖ୍ୟମନ୍ତ୍ରୀ ବିଜୟ ଆଦାନୀ ଗ୍ରୁପ୍‌ର ₹୨୦,୦୦୦ରୁ ₹୩୦,୦୦୦ କୋଟି ଟଙ୍କାର ସ୍ମାର୍ଟ ମିଟର ପ୍ରକଳ୍ପକୁ ମନା କରିଦେଇଛନ୍ତି।

ଏହି ଦାବି ଅନୁସାରେ, ସାଧାରଣ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ଆଶଙ୍କା ଥିବାରୁ ଏଭଳି ପ୍ରକଳ୍ପକୁ ଆଗକୁ ବଢ଼ାଯାଇନାହିଁ। ଫଳରେ ତାମିଲନାଡୁରେ ସ୍ମାର୍ଟ ମିଟର ସ୍ଥାପନ ପ୍ରକ୍ରିୟା ବନ୍ଦ ହୋଇଥିବା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।

ତେବେ, ଏହି ଦାବି ସମ୍ପର୍କରେ ସରକାରୀ ସ୍ତରରୁ କିମ୍ବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସ୍ପଷ୍ଟ ଅଧିକାରିକ ସୂଚନା ଯାଞ୍ଚ କରିବା ଆବଶ୍ୟକ ବୋଲି ପର୍ଯ୍ୟବେକ୍ଷକମାନେ କହୁଛନ୍ତି।

"ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ସ୍ୱାର୍ଥ ପ୍ରଥମେ" — ଏହି ବାର୍ତ୍ତା ସହ ବିଜୟଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।

ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ 🙏🙏
08/06/2026

ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ 🙏🙏

07/06/2026

#ବୁଲିଲା_ଖଣ୍ଡା

 #ମୋଦିଜୀ_ରେକର୍ଡ_ଭାଙ୍ଗିବା_ଆଉ_ବନାଇବା_ହି ତାଙ୍କର ବିଶେଷ ପରିଚୟ ଅଟେ ।
04/06/2026

#ମୋଦିଜୀ_ରେକର୍ଡ_ଭାଙ୍ଗିବା_ଆଉ_ବନାଇବା_ହି ତାଙ୍କର ବିଶେଷ ପରିଚୟ ଅଟେ ।

Address

Bhadrak
Bhadrak
756100

Telephone

+919937353127

Website

Alerts

Be the first to know and let us send you an email when A19 News odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to A19 News odia:

Shortcuts

Share