Odisha Mirror

Odisha Mirror ଜୟ ଜଗନ୍ନାଥ

23/04/2024

ଇଲୋ ମା କେତେ ଲୋକ ପୂର୍ବତନ ମନ୍ତ୍ରୀ ଓ ଏବେ ଏବେ ବିଧାୟକ ଭଣ୍ଡାରିପୋଖରୀ ତଥା ଅଦଳ ବଦଳ ପ୍ରାର୍ଥୀ ଭଦ୍ରକ ଏବଂ ସର୍ବଶେଷରେ ED ରଜା ପିତାଶ୍ରୀଙ୍କ ଭାଷଣ ସମୟରେ ଲୋକଙ୍କ ଗହଳି ଦେଖି ବିରୋଧୀ ଛାନିଆ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମରେ ଭାଷଣ ଦେଉଛନ୍ତି ED ରଜାଙ୍କ ପିତାଶ୍ରୀ ।
ଜଣେ ଭଦ୍ରକରୁ ଖାଇ ଖାଇ ଭଣ୍ଡାରିପୋଖରୀ ଗଲେ ଆଉ ଜଣେ ଭଣ୍ଡାରିପୋଖରୀରୁ ଆମଦାନୀ ହେଲେ ଭଦ୍ରକ ଯାହାଙ୍କ ନାଁ ରେ ପୂର୍ବରୁ ଅନେକ ମାମଲା ରହିଛି । କାହା ସମର୍ଥନରେ ନୁହେଁ ବରଂ ଏହି ମହାଶୟଙ୍କ ବିରୋଧ ରେ ଏଥର ଭୋଟ ଦିଅନ୍ତୁ ।










12/08/2023

ଅହଂକାରୀ ବିଧାୟକ V/S ସ୍ଵାଭିମାନୀ ଭଦ୍ରକବାସୀ
#ଟିକେଟ_ପାଇଁ_ଇଚ୍ଛା_କଲେ_ଏମିତି_ପରିସ୍ଥିତି_ହୁଏ



Pranab Prakash Das Naveen Patnaik Biju Janata Dal Odisha

10/08/2023

ଆଲୋ ଆଲୋ ଏ ମାଉସୀ ଚିହ୍ନା ଚିହ୍ନା ଲାଗିଛନ୍ତି
ଆରେହେ ଏତ ଭଦ୍ରକ ପୌରଉପାଧକ୍ଷା।
କଣ ହେଲାକି ମାଉସୀ ରହିଛନ୍ତି କାହିଁକି ।
ଆଲୋ ବାପ ଏକି ଭାଷା ,
ମାଉସୀ ନବୀନ ବାବୁଙ୍କ ମାଁ ଙ୍କୁ ସମ୍ମାନ ବାଣୀ ଭୁଲିଗଲ ନା କଣ ?
ଖାଲି ମାଉସୀ ନୁହେଁମ ସହ ପରିବାର କେତେ ମିଠା ମିଠା ଭାଷା କହୁଛନ୍ତି ଟିକିଏ ଶୁଣନ୍ତୁ ।

ଜାଣି ରଖନ୍ତୁ ଏ ହେଉଛି ବିଜୁ ଜନତା ଦଳ ଭଦ୍ରକର ସାଧାରଣ ସମ୍ପାଦକଙ୍କ ପରିବାର ଯାହାଙ୍କ ମାଁ ଯିଏ ଏଇଠି ମିଠା ମିଠା ଭାଷା ର ପ୍ରୟୋଗ କରୁଛନ୍ତି ସେ ଜଣେ ପୌରଉପାଧକ୍ଷା ।



Naveen Patnaik Pranab Prakash Das

ଯଦି ଓଡିଆ ପଢି ଲେଖି ନଜାଣିଲେ ଜଣେ ବ୍ୟକ୍ତି ସରପଞ୍ଚ ପାଇଁ ଅଯୋଗ୍ୟ ହେଇପାରୁଛନ୍ତି ତେବେ ୨୩ ବର୍ଷ ହେଲା ଶାସନ ଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀ...
04/03/2023

ଯଦି ଓଡିଆ ପଢି ଲେଖି ନଜାଣିଲେ ଜଣେ ବ୍ୟକ୍ତି ସରପଞ୍ଚ ପାଇଁ ଅଯୋଗ୍ୟ ହେଇପାରୁଛନ୍ତି ତେବେ ୨୩ ବର୍ଷ ହେଲା ଶାସନ ଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀ ଅଯୋଗ୍ୟ କଣ ପାଇଁ ନୁହେଁ ?

18/02/2023

ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବେ ନାରୀ ସମ୍ମାନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରୁଥିଲାବେଳେ ସେ ନିଜେ ମହିଳା କମିଶନର ଜଣେ ସଦସ୍ୟାଙ୍କ ସହିତ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା ।

Address

Bhadrak
756100

Website

Alerts

Be the first to know and let us send you an email when Odisha Mirror posts news and promotions. Your email address will not be used for any other purpose, and you can unsubscribe at any time.

Share