07/08/2026
"ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ। ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ନେତୃତ୍ୱରେ ବନ୍ୟା ପିଡିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି।
#ଭଦ୍ରକ
#ଭଦ୍ରକ_ବନ୍ୟା
#ଓଡ଼ିଶା
#ବନ୍ୟା