SP News Odia

SP News Odia ଯାହା କହିବି ସତ କହିବି।
ତମ ସ୍ୱର ମୋର ପ୍ରଚାର ।।
(1)

14/08/2026

#ଭଣ୍ଡାରିପୋଖରୀ_ରେ_ହର୍_ଘର୍_ତ୍ରିରଙ୍ଗା_ଘର୍_ଘର୍ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା।।।।

12/08/2026

#ବନ୍ୟା_ପାଣିରେ_ବୁଲୁଛି_ମଣିଷ_ଖିଆ_କୁମ୍ଭୀର ..

#ବନ୍ୟା_ପାଣିରେ_ନଦୀ_ଭିତରକୁ ଯାଉଛନ୍ତି କି ହୋଇଯାଆନ୍ତୁ ସାବଧାନ ବୁଲୁଛି କୁମ୍ଭୀର।।।

12/08/2026

#ବାବା_ଆଖଣ୍ଡଳମଣୀଙ୍କ_ନୂତନ_ବେଶ_ଦର୍ଶନ କରନ୍ତୁ।।।

12/08/2026

#ଚରମ୍ପାରେ_ସଡକ_ଦୁର୍ଘଟଣା_ଚାଲିଗଲା_ସ୍କୁଟି ଚାଳକଙ୍କ ଜୀବନ।।।।

11/08/2026

#ପୋଲ_ଫାଟିଥିବାର_କିଛି_ଦୃଶ୍ୟ

ଭଦ୍ରକ::ଗୋବିନ୍ଦପୁର ପୋଲରେ ଦେଖିବାକୁ ମିଳିଛି ଫାଟ ଲୋକେ ଭୟଭୀତ।।।।

11/08/2026

#ବିଡିଓଙ୍କ_କାର୍ଯ୍ୟାଳୟ_ସମ୍ମୁଖରେ_ଆନ୍ଦୋଳନ

ଭଦ୍ରକ::ବିଭିନ୍ନ ଦାବି ନେଇ BDOଙ୍କୁ ଭେଟିଲେ ମ୍ୟୁନିସିପାଲିଟି SHG ଗ୍ରୁପର ମହିଳା ମାନେ।।।

11/08/2026

#ଗୋପବନ୍ଧୁ_ସାମ୍ବାଦିକ_ସ୍ୱାସ୍ଥ୍ୟବୀମା_ଯୋଜନା_କୁ_ଆୟୁଷ୍ମାନ ଯୋଜନାରେ ପରିବର୍ତ୍ତନ କରା ନ ଯିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘ ର ଦାବି।।
ଭଦ୍ରକ = ୧୦ / ୦୮= ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରିବାକୁ ଯାଉଥିବା ରୁ ଏହା କରା ନ ଯିବା ପାଇଁ ଆଜି ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ କମିଟି ର ନିର୍ଦେଶ ଆନୁଯାୟୀ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ସଂଘ ର ଭଦ୍ରକ ଜିଲ୍ଲା ସଭାପତି ଜ୍ଞାନ ପ୍ରକାଶ ପାଣି ଙ୍କ ନେତୃତୁ ରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପାଖକୁ ପ୍ରେରଣ କରାଯାଇଛି l ଏହାଛଡ଼ା ସ୍ୱାସ୍ଥ୍ୟ ବୀମା ର ଅର୍ଥରାଶି କୁ ବୃଦ୍ଧି କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି l ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଙ୍କ ସମେତ ସମ୍ପାଦକ ଉଦ୍ଧବ ଚରଣ ମିଶ୍ର, ବରିଷ୍ଟ ସଭ୍ୟ ବରିଷ୍ଟ ସାମ୍ବାଦିକ ବୈଲୋଚନ ସାହୁ, ଲକ୍ଷ୍ମୀକାନ୍ତ ନାଥ, ପ୍ରତାପ କୁମାର ପାଢ଼ୀ, ପ୍ରଭାତ ବିଜୟ, ଉଦୟ କୁମାର ଜେନା,ସତ୍ୟାନନ୍ଦ ରାଉତ, ସୂର୍ଯ୍ୟଦୟ ବିଶ୍ୱାଳ,ତପନ କୁମାର ବାରିକ,ଗୌତମ କୁମାର ଦେ,ମୋହନ ମହାକୁଡ଼, ରଞ୍ଜନ କୁମାର ମଲ୍ଲିକ,ଶ୍ୟାମ ସୁନ୍ଦର ଜେନା, ପ୍ରଶାନ୍ତ କୁମାର ଦାସ,ସୁବାସ ଚନ୍ଦ୍ର ସନ୍ଦୀବିଗ୍ରହ,କାଲିପଦ ରାୟ, ପ୍ରମୋଦ ରାଉତ,,ସେକ ସହିଦ ପ୍ରମୁଖ ସାମିଲ ହୋଇଥିଲେ l।।।

10/08/2026

#ଜଳାଭିଷେକ_ପାଇଁ_କାଉଡିଆଙ୍କ_ଭିଡ

ଭଦ୍ରକ::ଶ୍ରାବଣ ମାସର ଚତୃଥ ସୋମବାରରେ ଜଳାଭିଷେକ ପାଇଁ ବାବା ଆଖଣ୍ଡଳଣୀଙ୍କ ପୀଠରେ ୪୦,୦୦୦ରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି।।।

10/08/2026

#ପାଣି_ପାଉଚ୍_ଭିତରେ_ସାପ

#ପକେଟ୍_ପାଣି_ପିଉଛନ୍ତି_କି ହୋଇଯାଆନ୍ତୁ ସାବଧାନ।।।

 #ନୟାଗଡ଼_ମୁଖ୍ୟ_ଚିକିତ୍ସାଳୟରେ_ସର୍ଜରୀ_ପାଇଁ ₹୪,୫୦୦ ଦାବି ଅଭିଯୋଗନୟାଗଡ଼:  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ କରାଇବା ପାଇଁ ରୋଗୀଙ୍କଠ...
10/08/2026

#ନୟାଗଡ଼_ମୁଖ୍ୟ_ଚିକିତ୍ସାଳୟରେ_ସର୍ଜରୀ_ପାଇଁ ₹୪,୫୦୦ ଦାବି ଅଭିଯୋଗ

ନୟାଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ କରାଇବା ପାଇଁ ରୋଗୀଙ୍କଠାରୁ ଟଙ୍କା ଦାବି କରାଯାଉଥିବା ନେଇ ଅଭିଯୋଗ ଉଠିଛି। ସର୍ଜରୀରେ ବ୍ୟବହୃତ ସୂତା କିଣିବା ପାଇଁ ମଧ୍ୟ ରୋଗୀଙ୍କୁ ଟଙ୍କା ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଫୋନ୍ ପେ’ ମାଧ୍ୟମରେ ₹୪,୫୦୦ ଟଙ୍କା ନିଆଯାଇଥିବା ଦାବି କରାଯାଇଛି। ଏହାର ଏକ ଟ୍ରାଞ୍ଜାକ୍ସନ୍ ସ୍କ୍ରିନ୍‌ସଟ୍ ମଧ୍ୟ ସାମ୍ନାକୁ ଆସିଛି।
ସରକାରୀ ଚିକିତ୍ସାଳୟରେ ସର୍ଜରୀ ପାଇଁ ଏଭଳି ଟଙ୍କା ନେବାର ନିୟମ ରହିଛି କି ନାହିଁ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ କରାଯାଇ ଅଭିଯୋଗର ସତ୍ୟତା ସ୍ପଷ୍ଟ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
ଅଭିଯୋଗ ସତ ନା ମିଛ? ତଦନ୍ତ ପରେ ହିଁ ହେବ ସ୍ପଷ୍ଟ।।।

Address

Bhadrak

Alerts

Be the first to know and let us send you an email when SP News Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share