Odisha Today

Odisha Today hi

04/02/2024

ଯଦି ସାରା ପୃଥିବୀରେ ଗୋଟିଏ ଧର୍ମ ଥାଆନ୍ତା ଏବଂ ସଭିଏଁ ସେହି ଧର୍ମ କୁ ମାନିଥାନ୍ତେ। ତେବେ ଧର୍ମ ଧର୍ମ କୁ ନେଇ ଏତେ ସମସ୍ୟା ନଥାନ୍ତା। କେହି ମୋ ଧର୍ମ ବଡ଼ ବୋଲି କୁହନ୍ତେ ନାହିଁ। ଧର୍ମ ପ୍ରଚାର ପାଇଁ ଏତେ ଶବ୍ଦ ପ୍ରଦୂଷଣ କିମ୍ବା ଏତେ ଶ୍ରମ ଦିବସ ନଷ୍ଟ ହୁଅନ୍ତା ନାହିଁ। କିମ୍ବା କାହାରି ଧର୍ମ ବିପଦ ରେ ଅଛି ବୋଲି କେହି କୁହନ୍ତେ ନାହିଁ।

04/02/2024

କାହାକୁ ମିଳିଲା ସବସିଡି, କାହାକୁ ମିଳିଲା ରିବେଟ୍...
ଆମେ ମଧ୍ୟବିତ୍ତ ବାଲା, ଆସନ୍ତୁ ଦେଖିବା ଡିବେଟ..!! 😂

#ବଜେଟ୍_୨୦୨୪

25/01/2024

ଯାହାର କୌଣସି ଗ୍ୟାରେଣ୍ଟି ନାହିଁ, ତା'ର ନାମ ଜୀବନ !
ଆଉ ଯାହାର ଗ୍ୟାରେଣ୍ଟି ଅଛି, ତା'ର ନାମ ମୃତ୍ୟୁ !

20/01/2024

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଥାଏ, ମୂର୍ଖତାପୂର୍ଣ୍ଣ କଥା ଠାରୁ ଦୂରେଇ ରୁହନ୍ତୁ।

04/01/2024

"କୁକୁର ଆତ୍ମାକୁ ଦେଖିପାରନ୍ତି"

ଏ ଭ୍ରମ କେଉଁ କୁକୁରମାନେ ମଣିଷମାନଙ୍କ ମଧ୍ୟରେ ବିସ୍ତାର କରିଛନ୍ତି?
🤔

16/12/2023

ଯଦି ବୈଜ୍ଞାନିକ ମାନେ ପ୍ରମାଣ କରି ନଥାନ୍ତେ ତେବେ
🌏ପୃଥିବୀ ଆଜି ବି
🐍ଶେଶନାଗ ର ଫଣା ଉପରେ ସେମିତି ଥାଆନ୍ତା...
😂

13/12/2023

ଯଦି ମନ୍ଦିର ଯାଇ ମୂର୍ତ୍ତି ପୂଜା କରିବ, ତେବେ ସରକାର ମଧ୍ୟ ମନ୍ଦିର ମୂର୍ତ୍ତି ତିଆରି କରିବେ!
AIIMS କିମ୍ବା IIT ନୁହେଁ!

10/12/2023

ଗରିବମାନଙ୍କୁ ଏହା କହି ମଧ୍ୟ ବୋକା ବନାଯାଉଛି ଯେ
👇
ଧନୀମାନଙ୍କ ପାଖରେ ସିନା ଧନସମ୍ପତ୍ତି ଅଛି କିନ୍ତୁ ଶାନ୍ତି ନାହିଁ 🙏😂🙏

26/10/2023

ପରମ୍ପରା ହଁ ଆପଣଙ୍କର ସବୁଠାରୁ ବଡ ଶତ୍ରୁ, କାରଣ ଏହା ନୂଆ ଚିନ୍ତାଧାରାରେ ତାଲା ପକାଇଥାଏ!

19/10/2023

ନୀୟୁଜ ଚ୍ୟାନେଲ ଦେଖିଲେ ଏମିତି ଲାଗୁଛି ,
ଯେମିତି ଇସ୍ରାଏଲ ଭାରତ ରେ ଅବସ୍ଥିତ ଆଉ ମଣିପୁର ଇସ୍ରାଏଲ ରେ ଅବସ୍ଥିତ 😂

14/10/2023

Address

Bhadrak

Website

Alerts

Be the first to know and let us send you an email when Odisha Today posts news and promotions. Your email address will not be used for any other purpose, and you can unsubscribe at any time.

Share