Sarat Senapati

Sarat Senapati ଆମେ ଅଛୁ ଆପଣଙ୍କ ସାଥିରେ 24×7 Hour

12/10/2023

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପିରହାଟସ୍ଥିତ ଚାରିବାଟିଆରେ ଥିବା ଗାନ୍ଧୀମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଭାରତକୁ ଏକ ଆତ୍ମନିର୍ଭରଶୀଳ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପରେ ମୋ ଦେଶ ମୋ ମାଟି ସଂଗ୍ରହ କଲେ !

Manmohan Samal

09/10/2023

ଦିନ ଦୁଇପହରେ ଚାଲିଛି ଡ଼କାୟତି ଆଜ୍ଞା ହିଁ ଥରେ ଏ ବିଡ଼ିଓ ଦେଖିଲେ ଜାଣି ପାରିବେ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଂଚାୟତ ରେ ବ୍ୟାପକ ଅନିୟମିତତା ଓ ଟଙ୍କା ଆତ୍ମସାତ କରିଥିଲେ ବୋଲି ଆମେ ମାନ୍ୟବର ଲୋକାୟୁକ୍ତଙ୍କ , ଖଣ୍ଡ ପୀଠରେ ଅଭିଯୋଗ କରିଥିଲୁ ଆମର କେଶ ମଧ୍ଯ ଚାଲିଛି ! କିନ୍ତୁ ଆଜି ତା:-୦୭.୧୦.୨୦୨୩ ରିଖ ସମୟ ପାଖାପାଖି ୩.୩୦ ସମୟରେ କିଛି ଅସ୍ଥାୟୀ ସଂସ୍ଥା ବା ବେସରକାରୀ ସଂସ୍ଥା ଆସି ଆମ ବାଲିପଦା ଗ୍ରାମରେ ପହଞ୍ଚି ଥିଲେ ଆମ ଗାଁ ରେ ପୂର୍ବରୁ ପାର୍କ କେନାଲ ପୋଖରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନ'କରି ଟଙ୍କା ଉଠେଇ ନେଇଥିଲେ , ଆମେ ବିଭିନ୍ନ କୋର୍ଟ ରେ କେଶ କରିଥିଲୁ। କିନ୍ତୁ ଜଣେ ବ୍ୟକ୍ତି ଯାହାଙ୍କ ନାମ - ସଦାନନ୍ଦ ବେହେରା ନାମକ ଜଣେ ବ୍ୟକ୍ତି ଆସି ଆମ ଗାଁ ନାଳ ପୋଖରୀ ପାର୍କ ମାପ କରୁଥିଲେ ଆମେ ଖବର ପାଇ ପହଞ୍ଚି ଥିଲୁ , ପହଞ୍ଚି ତାଙ୍କୁ ଆମେ ପଚାରି ଥିଲୁ ଆପଣେ କେଉଁ ରୁ ଆସିଛନ୍ତି , ଆଉ ଏଠି କି ମାପ କରୁଛନ୍ତି ସେ ଆମକୁ ପ୍ରଥମେ ଉତ୍ତର ଦେଇଥିଲେ ମତେ ପଠେଇଚନ୍ତି ମୁଁ ମାପ କରିବି ଆମେ ପଚାରିଲୁ କଣ କଣ ମାପ କରିବ ସେ କହିଲେ ନାଳ ଆଉ ପାର୍କ କେନାଲ ପୋଖରୀ , ଆମେ ପଚାରିଲୁ ଆପଣେ ସରକାରୀ କର୍ମଚାରୀ କି ସେ କହିଲେ ନାହିଁ ଆମେ କହିଲୁ କଣ ଆପଣେ ରୁ ଆସିଛ କି ସେଉଠୁ ସେ ହିଁ' ମାରିଲେ ପରେ ଆମେ ତାଙ୍କୁ ସବୁ ବିଷୟରେ ପଚାରିବାରୁ ସେ ସତ କଥା କହିଲେ ଆପଣେ ମାନେ ଏହି ସବୁ ଭିଡିଓ ଥରେ ଶୁଣନ୍ତୁ , ସେ କହିଲେ ମୁଁ ପୂର୍ବରୁ ଆସି ହଳଦୀଆ ଗ୍ରାମ ରେ ମାପ କରିଥିଲି ମୋ ମାପ ଉପରେ କନିଷ୍ଠ ଯନ୍ତ୍ରୀ ବିଲ୍ ପାସ୍ କରନ୍ତି ମୋର ଏହିଟା ହେଲା ବୃତ୍ତି , ସେ କହିଲେ ସମସ୍ତେ ଦୁର୍ନୀତି କରୁଛନ୍ତି। ନହେଲେ ମୁଁ କଲି ଆମେ ସବୁ ବିଷୟରେ ଜାଣିବା ପରେ ଆମେ ସଙ୍ଗେ ସଙ୍ଗେ call କରି ପୋଲିସ୍ କୁ ଜଣେଇବା ପରେ ପୋଲିସ ଆସି ତାଙ୍କ ଯନ୍ତ୍ରପାତି Seized କରିବା ସହିତ ପ୍ରଥମେ ଘଂଟେଶ୍ୱର ଫାଣ୍ଡିକୁ ଆଣିଲେ ପରେ ବାଂଶଡ଼ା ଥାନା କୁ ନେଇ ଗଲେ ଥାନାରେ ପୋଲିସ୍ ପଚରା ଉଚରା କରି ଯନ୍ତ୍ରପାତି ଦେଇ ଦେଇଛନ୍ତି ବୋଲି ସୁଚନା ମିଳୁଛି ଲାଗୁଛି ବାବୁଙ୍କୁ ଉପରୁ ପଡ଼ିଛି ପେସର ଆମେ ନ୍ୟାୟ ମାଗିବା କାହାକୁ ? ରକ୍ଷକ ଯଦି ଭକ୍ଷକ ସାଜେ ।

ମୁଁ ଏଠି କହିବାକୁ ଚାହେଁ GRS JE AE ଏମାନେ ଏସି ରୁମ୍ ରେ ବସି ଏହିଭଳି ଅସ୍ଥାୟୀ ସଂସ୍ଥାକୁ ଚାରିଆଡ଼େ ପଠେଇ ପାଞ୍ଚ ହଜାର ଦଶ ହଜାର ଦେଇ ପାଞ୍ଚ ଲକ୍ଷ ଦଶ ଲକ୍ଷ ମିଛ ବିଲ୍ କରି ପାସ୍ କରୁଛନ୍ତି ! ମିଛ କରି ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି !
ଏ ମହାନ ବେକ୍ତି ବିଷୟରେ ଟିକିଏ ଜାଣିବା ଏ" ବାବୁ ଜଣଙ୍କ ହେଲେ କପ୍ତିପଦା ଥାନା ଅଧୀନ ବାସିନ୍ଦା ନାମ- ସଦାନନ୍ଦ ବେହେରା , ପି:- ଗୌରଚନ୍ଦ୍ର ବେହେରା ଜିଲ୍ଲା ମୟୂରଭଞ୍ଜ ବାବୁ ଦୁର୍ନୀତିକୁ କେମିତି ବାଟ ମାରଣା କରା ଯିବ ସେଥିରେ ସଦାନନ୍ଦ ବେହେରା PHD କରିଛନ୍ତି ଆସନ୍ତୁ ତାଙ୍କ ଠାରୁ ଶିଖନ୍ତୁ !

ଜୟ ଶ୍ରୀ ରାମ 🚩🙏
03/10/2023

ଜୟ ଶ୍ରୀ ରାମ 🚩🙏

Address

Balipada Ghanteswar
Bhadrak

Website

Alerts

Be the first to know and let us send you an email when Sarat Senapati posts news and promotions. Your email address will not be used for any other purpose, and you can unsubscribe at any time.

Share