Political Survey Bhadrak

Political Survey Bhadrak Official Page of Political Survey of Odisha for Bhadrak

10/07/2025

କାଲି ଓଡ଼ିଶା ଆସିବେ ମେସିନ୍ ରେ ଆଳୁ ପୁରାଇ ସୁନା କାଢ଼ିବାର ନିର୍ମାତା 😁😁😁

18/06/2025

ଭଦ୍ରକ ଜନସାଧାରଣଙ୍କୁ ନମସ୍କାର 🙏
ଭଦ୍ରକର ପୂର୍ବତନ ବିଧାୟକ ଓ ଭଣ୍ଡାରପୋଖରୀର ବର୍ତ୍ତମାନ ବିଧାୟକ ସଂଜୀବ ବାବୁଙ୍କ ସମର୍ଥକ କହୁଛନ୍ତି "ବିଧାୟକ ଆମ ବାପା" ଓ କହୁଛନ୍ତି ସଞ୍ଜୀବ ବାବୁଙ୍କୁ ଯିଏ କିଛି କହିବ ଶଳାଙ୍କୁ ଆଣ୍ଟିଏ ପାଣିରେ ବୁଡ଼ାଇକି ମାରିବେ.

ଏମିତି ଭାଷା ପ୍ରୟୋଗ ସମୟରେ ସଞ୍ଜୀବ ବାବୁ ମୁଚୁକୁନ୍ଦି ହସ ହେଉଛନ୍ତି, ସମସ୍ତଙ୍କ ଅନୁରୋଧ ନିଜ ମତାମତ ରଖିବାକୁ ✅

16/01/2024

ଆଗାମୀ ନିର୍ବାଚନରେ ଭଦ୍ରକ ଜନସାଧାରଣ କାହା ଉପରେ ଭରସା କରିବେ, କିଏ ଧରିବେ ମଙ୍ଗ??

27/12/2023

ବିନାଶ ର ଅନ୍ୟ ନାମ ସଞ୍ଜୀବ କୁମାର ମଲ୍ଲିକ
ଭଦ୍ରକ ପରି ସୁନା କୁ ପଥର କରି ନିଜେ ସୁନା ବିର୍କି କରିବାରେ ବ୍ୟସ୍ତ ।
ଭଦ୍ରକ ର ମୌଳିକ ସମସ୍ୟା ମଧ୍ୟ ୫ ବର୍ଷ ରେ ସମାଧାନ ହୋଇ ପାରି ନାହିଁ।
ନିର୍ବାଚନ ବେଳେ ସଞ୍ଜୀବ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଙ୍କୁ, ଯେଉ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପ୍ରତାରଣା ।

ଭଦ୍ରକ ବିକାଶ ର ବାଧକ ସଞ୍ଜୀବ ।

27/12/2023

ଭିଡିଓ କହୁଛି ବିକାଶ ନା ବିନାଶ ?
Source -: ସାମାଜିକ ଗଣମାଧ୍ୟମରୁ ଏହା ପାଇଲି
i.e-: ନେହେରୁ ଷ୍ଟାଡିୟମ ଠାରେ ହୋଇଥିବା ଆଜିର କାର୍ଯ୍ୟକ୍ରମ
ଟଙ୍କା ଦେଇ ଅଣା ହେଲା ପରେ ମଧ୍ୟ କେବଳ ସ୍ଲୋଗାନ କଣ ଦିଆଯିବ ତାହା ପାଇଁ ଟଙ୍କା ଦେବାର ଆବଶ୍ୟକତା ପଡୁଛି ।
ପି.ସି ରୁ ଆସୁଥିବା ଅଗାଦ ପଇସାର ବ୍ୟବହାବ ଲୋକଙ୍କୁ ପଇସା ଦେଇ କାର୍ଯ୍ୟକ୍ରମରେ ଆଣିବା ପାଇଁ କରାଯାଉଛି ।
କେବଳ ପଇସା ବଳରେ ନେତା ହେଲେ ପାଖରେ କେବଳ ପଇସା ହିଁ ରହିଯିବ କିନ୍ତୁ ଲୋକଙ୍କ ଭଲ ପାଇବା ସେ ନେତା ପ୍ରତି ରହିବ ନାହିଁ ତତ୍ ସହିତ ସେ ନେତା ପାଇଁ ଦଳ ମଧ୍ୟ ଦୁର୍ବଳ ହୋଇଥିବାର ସମ୍ଭାବନା ରହିବ।
BJP Odisha Argus News BJP Odisha

କେତେଜଣ ଏ ଫୋଟଟିକୁ ପସନ୍ଦ କରୁଛନ୍ତି??
21/12/2023

କେତେଜଣ ଏ ଫୋଟଟିକୁ ପସନ୍ଦ କରୁଛନ୍ତି??

16/12/2023

ମନେ ପକାନ୍ତୁ ଭଦ୍ରକରେ ବିଗତ ଦିନରେ କଣ ସବୁ ଘଟି ଯାଇଛି
ଏବେ ମଧ୍ୟ ବିଧାୟକ ସମର୍ଥକ କହି ଠିକ୍ ସେହି ପରି ଅଶାନ୍ତି ସୃଷ୍ଟି କରିବାରେ ଲାଗପଡିଛନ୍ତି।
ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଖୋଲା ଖୋଲି ଭାବରେ ବିଧାୟକ ନାଁ ନେଇ କରୁଛନ୍ତି ଆକ୍ରମଣ ଯଦି ସେମାନେ ବିଧାୟକ ସମର୍ଥକ ନାହାନ୍ତି ତେବେ ବିଧାୟକ ଏହାର ପୃଷ୍ଟି କରନ୍ତୁ ନଚେତ୍ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ରହିବେ । ଏବେ ମଧ୍ୟ ସାଧାରଣ ଖଟି ଖିଆ ଲୋକ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୂର୍ବରୁ ଆମେ ଭୁଜାଲି ମାଡ଼ କଥା ଶୁଣିଛୁ ଏବେ ଏମିତି ସବୁ ଦେଖିବାକୁ ମିଳୁଛି ଦିନକୁ ଦିନ ଭଦ୍ରକରେ ଅରାଜକତା ଓ ଅଶାନ୍ତି ବଢିବାରେ ଲାଗିଛି ।
ଜିଲ୍ଲା ପ୍ରଶାସନ କୁ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍ ।

କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଦିବସରେ ତାଙ୍କ ପ୍ରତିମୂର୍ତ୍ତି ପାଖରେ କେମିତି ଚପଲ ନେଇ ତାଙ୍କୁ ସମ୍ମାନ ଜଣାଇଛନ୍ତି ଆମ ନେତା ...
09/12/2023

କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଦିବସରେ ତାଙ୍କ ପ୍ରତିମୂର୍ତ୍ତି ପାଖରେ କେମିତି ଚପଲ ନେଇ ତାଙ୍କୁ ସମ୍ମାନ ଜଣାଇଛନ୍ତି ଆମ ନେତା ମାନେ ଦେଖନ୍ତୁ ।
Shame

ଅପର୍ତିବିନ୍ଧାରେ ଏକ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇଥିଲେ,ଦୁଃଖଦ ପରିବାରକୁ ଶାନ୍ତନା ଦେବା ବଦଳରେ, ଯେପରି ବିବାହ ଉତ୍ସବରେ ଯୋଗ ଦେଲାଭଳି ...
08/12/2023

ଅପର୍ତିବିନ୍ଧାରେ ଏକ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇଥିଲେ,ଦୁଃଖଦ ପରିବାରକୁ ଶାନ୍ତନା ଦେବା ବଦଳରେ, ଯେପରି ବିବାହ ଉତ୍ସବରେ ଯୋଗ ଦେଲାଭଳି ହଂସୁଛନ୍ତି ମାନ୍ୟବର ସ୍ମାର୍ଟ ବିଧାୟକ...
Sanjay Kumar Das Burma Naveen Patnaik Pranab Prakash Das

ପୂର୍ବରୁ ଘଟିଥିବା ଦୁଇ ଦୁଇଟି ଭୁଜାଲି ମାଡ଼ ଘଟଣାରେ କିଛି ଏମିତି ସମାନ ନେତାଙ୍କ ସହିତ ସେମାନଙ୍କ ଫଟୋ ସାମନାକୁ ଆସିଥିଲା ଏବେ କାଠ ମାଫିଆ ର ମ...
18/11/2023

ପୂର୍ବରୁ ଘଟିଥିବା ଦୁଇ ଦୁଇଟି ଭୁଜାଲି ମାଡ଼ ଘଟଣାରେ କିଛି ଏମିତି ସମାନ ନେତାଙ୍କ ସହିତ ସେମାନଙ୍କ ଫଟୋ ସାମନାକୁ ଆସିଥିଲା ଏବେ କାଠ ମାଫିଆ ର ମଧ୍ୟ ସମାନ ନେତା ସହିତ ନେଇ ଫଟୋ ରହିଛି ସୂଚନା ମୁତାବକ କାଠ ମାଫିଆ ଅପୂର୍ବ ବେହେରା ସହିତ ନେତା ର ଘନିଷ୍ଠ ବନ୍ଧୁତା ରହିଛି, ନେତା ରାଜନୈତିକ ଶକ୍ତିର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଚୋରା ସାମ୍ରାଜ୍ୟ ବଢ଼ାଇଛି ଅପୂର୍ବ । ଏହା ପୂର୍ବରୁ ଗୋରୁ ଗାଡିରୁ ମଧ୍ୟ ଚାନ୍ଦା ଆଦାୟ ଓ ଗୁଣ୍ଡାଗର୍ଦି ପାଇଁ ପୋଲିସ ହାଜତ୍ କୁ ପଠେଇଛି।
ଏମିତି ଛଦ୍ମ ବେଶୀ ସମାଜସେବୀ , ସାମ୍ବାଦିକ ଠୁ ଭଦ୍ରକ ଯୁବ ଗୋଷ୍ଠୀ ଦୂରତା ବଜାୟ ରଖିବା ଉଚିତ୍।

ଭଦ୍ରକରେ ଚାଲିଥିବା ଚୋରା କାଠ ଚାଲାଣ ପଛେରେ କିଏ?କାହା ଇଙ୍ଗିତରେ ଚାଲିଛି ଚୋରା କାଠ ବେପାର? କେଉ ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଛି ଚୋରା କାଠ କ...
15/11/2023

ଭଦ୍ରକରେ ଚାଲିଥିବା ଚୋରା କାଠ ଚାଲାଣ ପଛେରେ କିଏ?
କାହା ଇଙ୍ଗିତରେ ଚାଲିଛି ଚୋରା କାଠ ବେପାର? କେଉ ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଛି ଚୋରା କାଠ କାରବାର କରିବା ପାଇଁ ?

Address

Bhadrak
756100

Website

Alerts

Be the first to know and let us send you an email when Political Survey Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Share