Stq Media

Stq Media STQ MEDIA is a MSME (UDYAM- OD-05-0013874) registered Digital Media. Maintained by PCI & MIB Guidelines.

09/08/2026

ବାଲିଚନ୍ଦ୍ରପୁର ଥାନା ସାଉଡିଆ ପଞ୍ଚାୟତ ତାଳୁଆ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଏକ ବାଘ ଆଖୁ ବିଲରେ ବୁଲୁଥିବାର ଫୋଟୋ ଭାଇରଲ କରାଯାଇ ପ୍ରଚାର ହେଲା ବାଘ ଆଖୁ ବିଲରେ ବୁଲୁଛି। ଏହି ଖବର ପ୍ରସାର ପରେ ଆଖ ପାଖ ଅଂଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଖବର ପାଇ ବୈରୀ ବନାଞ୍ଚଳ ଅଧିକାରୀ, ଯାଜପୁର ରୋଡ ଏସଡିପିଓ ଶରତ ଚନ୍ଦ୍ର ପାତ୍ର, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ପ୍ରମୁଖଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ପହଂଚି ଘଟଣା ବିଷୟରେ ଅନୁସନ୍ଧାନ କରିଥିଲେ। ଶେଷରେ ସେହି ତାଳୁଆ ଗ୍ରାମର ଶ୍ରୀକାନ୍ତ କୁମାର ଧୀଣ୍ଡା ଏ ଆଇ ଫୋଟୋ ପ୍ରସ୍ତୁତ କରି ମିଛ ପ୍ରଚାର କରି ଏପରି ଆତଙ୍କ ସୃଷ୍ଟି କରିଥିବା ପ୍ରଶାସନିକ ଅଧିକାରୀଙ୍କ ଆଗରେ ସ୍ୱୀକାର କରିଥିଲା। ଏହି ଘଟଣାରେ ଯୁବକ ଜଣଙ୍କ ଥାନାରେ ଅଟକ ରଖିଛି ପୋଲିସ,

09/08/2026

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଯୁବ ଛାତ୍ର ସମାବେଶ କରାଯାଇଥିଲା।
CMO Odisha Odisha Police Organisation

09/08/2026

ପୂରା ଓଡ଼ିଶାରୁ ଛାତ୍ରଛାତ୍ରୀଙ୍କ ଗର୍ଜନ—ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତିଫା ଦିଅ!
ଲୋୟର ପିଏମ୍‌ଜି, ଭୁବନେଶ୍ୱରରୁ ଗୋଟିଏ ଦାବି—ଗାଦି ଛାଡ଼!
CMO Odisha Odisha Police Organisation

08/08/2026

ମିଥ୍ୟା ଅଭିଯୋଗ ଓ ମାନସିକ ନିର୍ଯାତନା ବନ୍ଦ ହେଉ — ସତ୍ୟ ସାମ୍ନାକୁ ଆସୁ।
ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଥିବା ଲୋକଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ହେଉ।
CMO Odisha Odisha Police Organisation District Administration,Bhadrak

08/08/2026

ବନ୍ୟା ଜଳ ବୋହିଗଲା କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ରହିଗଲା,
ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ବନ୍ୟା ଛାଡ଼ି ଯାଇଛି। ସତ କିନ୍ତୁ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହୋଉଥିବା ବେଳେ ଏବେବି 19 ନମ୍ବର ଓ୍ବାଡର ଲୋକ ମାନେ ଅନେକ ଅସୁବିଧା ସମୟରେ ଥିବା ବେଳେ ତାଙ୍କ ପାଖରେ ପହଞ୍ଚିଲେ ଭଦ୍ରକ ଜିଲ୍ଲା କଂଗ୍ରେସ ଦଳର ଯୁବ ନେତା ନଳନୀକାନ୍ତ ମହାନ୍ତି ଙ୍କ ସହିତ 19 ନମ୍ବର ଓ୍ବାଡର କାଉନସିଲର ଓ ଯୁବ ଲାଲୁ ଭାଇ ଉପସ୍ଥିତରେ ଏକ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

04/08/2026

ବିଜେପି ଉପମଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଉପସ୍ଥିତି ରେ ଜନତା ଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବନ୍ୟା ଅଞ୍ଚଳ ରେ ଯାହାକି ଚର୍ଚ୍ଚା ର ବିଷୟ ହୋଇଛି..
ଲୋକେ ପୂର୍ବ ସରକାର ନବୀନ ପଟ୍ଟନାୟକ ଙ୍କୁ ଖୋଜିଲେ ଏବଂ ବିଜେଡି ଜିନ୍ଦାବାଦ୍ ସ୍ଲୋଗାନ ଲଗେଇଲେ,
CMO Odisha Odisha Police Organisation
Naveen Patnaik Biju Janata Dal Odisha Prabhati Parida

02/08/2026

ନିଜକୁ ସାମ୍ବାଦିକ ପରିଚୟ ଦେଇ ଦୋକାନୀଙ୍କୁ ଆକ୍ରମଣ କରିବା କେତେ ଦୂର ଠିକ୍? କଟକ ମହାନଦୀ ବିହାର ଅଞ୍ଚଳର ଜଣେ ଇଲେକ୍ଟ୍ରିକାଲ ଦୋକାନ କର୍ମଚାରୀଙ୍କୁ ଥାପଡ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାର ଭିଡିଓ ଭାଇରାଲ୍ ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହିତ ଅନ୍ୟ ସାମ୍ବାଦିକ ମାନଙ୍କ ସମ୍ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
CMO Odisha Odisha Police Organisation

02/08/2026

ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିବାରୁ ବରି ବ୍ଳକ ବାଙ୍କସାହି ନିକଟରେ ଘାଇ ସୃଷ୍ଟି।

01/08/2026

ବନ୍ୟା ଜଳ ବୋହିଗଲା କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ରହିଗଲା ।
ସହାୟତା ପାଇଁ ପହଞ୍ଚିଲେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ।

District Administration,Bhadrak CMO Odisha Suryabanshi Suraj

31/07/2026

କମୁଛି ବନ୍ୟା ପାଣି, କିନ୍ତୁ କମୁନାହିଁ ବନ୍ୟାରେ କ୍ଷୟ କ୍ଷତି ସହିଥିବା ଲୋକଙ୍କ ଦୁଃଖ । ବନ୍ୟାଞ୍ଚଳ ବୁଲି ଦେଖିଲେ ପୌରାଧ୍ୟକ୍ଷା ଗୁଲ୍ଲମକ୍କୀ ହବିବ।


Gulmaki Habib District Administration,Bhadrak

Address

Odisha
Bhadrak

Telephone

+919437636842

Website

Alerts

Be the first to know and let us send you an email when Stq Media posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Stq Media:

Shortcuts

Share