Dinesh News Odisha

Directions Website

Dinesh News Odisha Contact information, map and directions, contact form, opening hours, services, ratings, photos, videos and announcements from Dinesh News Odisha, Media/News Company, Odisha, Bhadrak.

14/04/2026
14/04/2026

#ଆମ୍ବେଦକର_ଜୟନ୍ତୀରେ_ଭଦ୍ରକରେ_ନୂଆ_ପଦକ୍ଷେପ_ମାଗଣା_ଶିକ୍ଷା_ପାଇଁ_ଆମ୍ବେଦକର_ଏକାଡେମୀ_ଉଦଘାଟନ
ଆଜି B. R. Ambedkar ଙ୍କ ଜନ୍ମଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାଲିଗାଁ ଛକ ଠାରେ ଏକ ନୂଆ ପଦକ୍ଷେପ ଦେଖିବାକୁ ମିଳିଛି। “ଆମ୍ବେଦକର ଏକାଡେମୀ” ନାମରେ ଏକ କୋଚିଂ ସେଣ୍ଟରର ଉଦଘାଟନ କରାଯାଇଛି।
ଏହି ଏକାଡେମୀଟି ସମାଜର ପଛୁଆ ଓ ଅର୍ଥନୈତିକ ଭାବେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏଠାରେ ସଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଶିକ୍ଷା ପାଇବେ। ସେହିପରି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହାର ସୁବିଧା ମିଳିବ।
ଏହି ଉଦ୍ୟମଟି ପ୍ରକାଶ ନାୟକ ଓ ପିଏମ୍ ଆଲାମଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହା ପ୍ରତି ବେଶ ଉତ୍ସାହ ଦେଖାଯାଇଛି।
🎯 ମୂଖ୍ୟ ଉଦ୍ଦେଶ୍ୟ:
ଶିକ୍ଷା ମାଧ୍ୟମରେ ସମାଜର ଅବହେଳିତ ବର୍ଗକୁ ଆଗକୁ ଆଣିବା ଓ ଡ଼ଃ ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରିବା।
👉 ସମଗ୍ର ଅଞ୍ଚଳରେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଛି ଓ ଆଗାମୀଦିନରେ ଏହା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଉପକାରୀ ହେବ ବୋଲି ଆଶା

11/04/2026

📢 #ଭଦ୍ରକରେ_ପ୍ଲାଷ୍ଟିକ_ବିରୋଧୀ_ଜାଗୃତି_ପାଟୁଳି_ବିଦ୍ୟାଳୟରୁ_ବଡ଼_ସନ୍ଦେଶ 🌱
ଭଦ୍ରକ: ପ୍ଲାଷ୍ଟିକ ଦୂଷଣକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଆରମ୍ଭ ହୋଇଛି ଏକ ସଚେତନତାର ଅଭିଯାନ। ଚାନ୍ଦବାଲି ବ୍ଲକର ପାଟୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି “ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ”।

Address

Odisha
Bhadrak
756133

Alerts

Be the first to know and let us send you an email when Dinesh News Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share