Dinesh9 Odisha

Dinesh9 Odisha Contact information, map and directions, contact form, opening hours, services, ratings, photos, videos and announcements from Dinesh9 Odisha, Media/News Company, Chandbali, Bhadrak.

Dinesh9 Odisha
Hello Thank You For Liking This Page This Is A News Channel Page Where You Can See All Kinds of Odisha News Please Like This Page Dinesh9 Odisha Thank You Very Much //

14/05/2025
14/05/2025

#ଗୌତମ_ବୁଦ୍ଧଙ୍କ_୨୫୬୯_ତମ_ଜୟନ୍ତୀ_ଉତ୍ସବ_ଭଦ୍ରକରେ_ପାଳିତ_ହେଇ_ଜାଇଛି Dinesh9 Odisha KANAK News Chandbali

13/05/2025
13/05/2025
13/05/2025

#ଭଦ୍ରକ_ଜିଲ୍ଲା_କୁଳିଆଡ଼ିଆ_ଗ୍ରାମର_ବରିଷ୍ଠ_ସାମ୍ବାଦିକ_ସୁକାନ୍ତ_ପଟ୍ଟନାୟକଙ୍କ_ପରଲୋକ Dinesh9 Odisha
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ଯିଏ ମୁନା ପଟ୍ଟନାୟକ ନାମରେ ଅଧିକ ପରିଚିତ,
ଗତ ମେ 10 ତାରିଖ ରାତିରେ ପରଲୋକ ଗମନ କରିଛନ୍ତି।
ସେ ଦୀର୍ଘ ଏକ ବର୍ଷ ଧରି ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।
ଚିକିତ୍ସା ପରେ ସୁସ୍ଥ ହୋଇ ସେ ପୁଣି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇଥିଲେ ।
ଦୁଇ ଦିନ ପୂର୍ବେ ତାଙ୍କର ଶେଷ କେମୋଥେରାପି ମଧ୍ୟ ସମାପ୍ତ ହୋଇଥିଲା।
ମାତ୍ର, ମେ 10 ତାରିଖ ରାତିରେ ସୁକାନ୍ତ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ତୁରନ୍ତ ତାଙ୍କୁ କଟକର ଏକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତାଙ୍କ ଅକାଳ ବିୟୋଗ ସ୍ଥାନୀୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ସୁକାନ୍ତ ତାଙ୍କର ନିଷ୍ଠାପର ଓ ନିରପେକ୍ଷ ସାମ୍ବାଦିକତା ପାଇଁ ଚାନ୍ଦବାଲି ଅଞ୍ଚଳରେ ବେଶ୍ ପରିଚିତ ଥିଲେ ।
ତାଙ୍କ ମୃତ୍ୟୁରେ ସାମ୍ବାଦିକ ସଂଘ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଗଭୀର ଶୋକ ପ୍ରକାଶ କରିଛନ୍ତି

30/04/2025
30/04/2025

#ଆମ୍ବେଦକର_135_ତମ_ଜୟନ୍ତୀ_ପାଳନ_27_04_2025_ରେ_ଭଦ୍ରକ_ଆରଡ଼ି_ଠାରେ Dinesh9 Odisha OTV Nandighosha TV KANAK News Chandbali

29/04/2025
29/04/2025

#ଆମ୍ବେଦକର_ଜୟନ୍ତୀ_କାର୍ଯ୍ୟକ୍ରମ_ଅନୁଷ୍ଠିତ_ହେଇଯାଇଛି_ବାଲିଗାଁ_ଚାନ୍ଦବାଲିରେ_Cover_Dinesh9_Odisha Dinesh9 Odisha

29/04/2025
29/04/2025

#ଆମ୍ବେଦକରଙ୍କ_135_ତମ_ଜୟନ୍ତୀ_ପାଳନ_ବାଲିଗାଁ_Chandbali_News Dinesh9 Odisha

Address

Chandbali
Bhadrak
756133

Website

Alerts

Be the first to know and let us send you an email when Dinesh9 Odisha posts news and promotions. Your email address will not be used for any other purpose, and you can unsubscribe at any time.

Share