Odisha subhashri News

Directions

Odisha subhashri News Digital Media Platform
ସାରା ରାଜ୍ୟର ଖବର ପାଇଁ ଆମ ସାହ ଯୋଡ଼ି ହୁଅନ୍ତୁ

24/08/2026

ଦ୍ଵିତୀୟ ପ୍ରୟାସ-
ଆଜି ରାତି ରେ ଭଦ୍ରକ ରାସ୍ତା କଡ଼ରେ ବୁଲୁଥିବା ନନ୍ଦୀ ମହାରାଜ ଙ୍କ ବେକରେ ରେଡିଅମ୍ ବନ୍ଧା ହେଲା FRIENDS GROUP ପରିବାର ତରଫରୁ !!
#ଓଡ଼ିଶା_ଶୁଭଶ୍ରୀ_ନ୍ୟୁଜ

#ଗୌ_ମାତା

20/08/2026

#ସରପଞ୍ଚ_ଙ୍କ_ଦାଦା_ଗିରି......
ଭଦ୍ରକ ବଣିଆ ପଞ୍ଚାୟତ ର ସରପଞ୍ଚ ଅଜୟ କୁମାର ସାମଲ ଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ! ଜଣେ ମହିଳା ଙ୍କୁ ଜାତୀୟନ ଭେଦଭାବ ରଖି ଅଭଦ୍ର ଭାଷାରେ ଗାଳିଦେବା ସହ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି !!
କଣ କହୁଛନ୍ତି ଅଭିଯୋଗ କାରୀ ମହିଳା ଆସନ୍ତୁ ଶୁଣିବା.......
#ଓଡ଼ିଶା_ଶୁଭଶ୍ରୀ_ନ୍ୟୁଜ #ଭଦ୍ରକ

ପୁଣି ଭଦ୍ରକ କୁ ଫେରିଲା ବନ୍ୟା....ପୁଣି ଚର୍ଚ୍ଚା ରେ ଲୋକପ୍ରିୟ କାଉନସିଲର ହେମନ୍ତ ସାହୁ.....ବନ୍ୟା କୁ ସାମ୍ନା କରିବାକୁ ପୁରା ସଜାଗ   !! #...
17/08/2026

ପୁଣି ଭଦ୍ରକ କୁ ଫେରିଲା ବନ୍ୟା....
ପୁଣି ଚର୍ଚ୍ଚା ରେ ଲୋକପ୍ରିୟ କାଉନସିଲର ହେମନ୍ତ ସାହୁ.....
ବନ୍ୟା କୁ ସାମ୍ନା କରିବାକୁ ପୁରା ସଜାଗ !!
#ଓଡ଼ିଶା_ଶୁଭଶ୍ରୀ_ନ୍ୟୁଜ #ଭଦ୍ରକ

13/08/2026

#ପୁଣି_ସକ୍ରିୟ_ହେଲେଣି_ଗୋ_ମାଫିଆ...
ଭଦ୍ରକ : ଚାରିଘରିଆ ନିକଟରେ ଇଣ୍ଡିଗୋ କାରରେ ନେଇଯାଉଥିବା ୬ଟି ଗୋବଂଶ କୁ ଉଦ୍ଧାର କଲେ ଗୋରକ୍ଷକ , ଚାଳକ ଗିରଫ !
#ଓଡ଼ିଶା_ଶୁଭଶ୍ରୀ_ନ୍ୟୁଜ #ଭଦ୍ରକ

10/08/2026

ଭଦ୍ରକ : ଓମେନ୍ସ କଲେଜ ପାଖରୁ ପୋଲିସ ପ୍ରଶାସନ ଓ ଗୋ ରକ୍ଷକ ଙ୍କ ମିଳିତ ଚଢ଼ାଉ ରେ ୧୭ ଟି ଗୋବଂଶ ଉଦ୍ଧାର, ଡ୍ରାଇଭର ଓ ସହଯୋଗୀ ମାନେ ଘଟଣା ସ୍ଥଳରୁ ଚମ୍ପଟ !!
#ଓଡ଼ିଶା_ଶୁଭଶ୍ରୀ_ନ୍ୟୁଜ #ଭଦ୍ରକ

08/08/2026

#କେବେ_ମିଳିବ_ଆଦିବାସୀ_ମାଙ୍କୁ_ନ୍ୟାୟ...
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କରେଇପୁର ରେ ଜଣେ ଆଦିବାସୀ ମା" ପାନ ସଏ ଙ୍କ ସହ ! ନିଜ ପୁଅର ସାଙ୍ଗ କଲେଇ ଗ୍ରାମର ନାଗେଶ୍ୱର ବେଉରା ( ନାଗା ) ନାମକ ଯୁବକ ପାନ ସଏ ଙ୍କୁ ଫୋନପେ ଖୋଲିଦେବୀ କହି ଏକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ହଡପ କରିନେଛି ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି !!

07/08/2026

#ବିଶ୍ୱାସ_ରେ_ବିଷ_ଦେଲା_ପୁଅର_ସାଙ୍ଗ_ନାଗା !
ଏବେ ଝିଅ ବାହାଘର କରିବି କିମିତି ! ଝିଅ ବାହାରେ କାମ କରି ଟଙ୍କା ଦେଉଥିଲା ମା କୁ ବାହାଘର ପାଇଁ ! ଏବେ ଚିନ୍ତାରେ ମା
ଭଦ୍ରକ ବ୍ଲକ ଅଧିନସ୍ତ କରେଇ ପୁର ଗ୍ରାମର ପାନସଏ ର ଫୋନ୍ ପେ ଖୁଲିଦେବୀ କହି ଗୋଟେ ଲକ୍ଷ 42 ହଜାର ଟଙ୍କା ଟ୍ରାସଫର କରିନେଲା ପୁଅର ସାଙ୍ଗ ନାଗା
ଏହାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ପାନସଏ ! ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଛି
ଆସନ୍ତୁ ଶୁଣିବା କଣ କହୁଛନ୍ତି ଅଭିଯୋଗ କାରୀ !!

07/08/2026

ବାର ଦୁଆର ସୁଣ୍ଡିପିଣ୍ଡା ହେଉଛି ବୃଦ୍ଧା ମାଆ...
lସମ୍ପତ୍ତି ଲୋଭରେ ମା'କୁ ମୃତ ଦର୍ଶାଇଦେଲେ ଦୁଇ ପୁଅ l ଶେଷର ନ୍ୟାୟ ଆଶାରେ ଆମରଣ ଅନଶନ ବୃଦ୍ଧା ଜଣକ କରୁଛନ୍ତି ଭଦ୍ରକ ଏସ୍ସି ଅଫିସ ସମ୍ମୁଖରେ l ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଅଧିନ ଜୟନଗର ଅଞ୍ଚଳରେ ଲ

06/08/2026

ଭଦ୍ରକ : ମୋବାଇଲ ଦୋକାନ ରୁ ଚୋରୀ
ଭଦ୍ରକ ଟାଉନ ଥାନାରେ ଏତଲା ଦେଲେ ଦୋକାନୀ...

06/08/2026

ଭଦ୍ରକ : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ପାଣି ଘେରରେ ବରାଳ ପୋଖରୀ ଅଞ୍ଚଳର ୩ ଗୋଟି ଓ୍ବାର୍ଡର ବାସୀନ୍ଦା..
ଜବରଦଖଲ ଉଚ୍ଛେଦ ଓ ପାଣି ନିଷ୍କାସନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ନୂଆ ପୋଖରୀ ଗ୍ରାମର ଶତାଧିକ ବାସିନ୍ଦା...

Address

Bhadrak

Website

Alerts

Be the first to know and let us send you an email when Odisha subhashri News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share