Suchana Sarat tv

Directions

Suchana Sarat tv ସୂଚନା ଶରତ ଟିଭି ଆପଣ ମାନ ଙ୍କ ପାଇଁ8260843891

17/09/2026

#ହଜାର_ହଜାର_ଭକ୍ତଙ୍କ_ମେଳରେ_ମା_ଭଦ୍ରକାଳୀଙ୍କ_ପୀଠରେ ଦୀପ_ଜାଳିଲେ_ବିଧାୟକ_ସୀତାଂଶୁ_ଶେଖର_ମହାପାତ୍ର।
# #
# #
# .

17/09/2026

ପୂର୍ବତନ ଭଦ୍ରକ ବେନ୍ତାଳ ପଞ୍ଚାୟତ ସରପଞ୍ଚ ପୁଅ ର ପ୍ରେମ ସମ୍ପର୍କକୁ ନେଇ ମାମଲା, ଯୁବକଙ୍କ ଉପରେ ଗୁରୁତର ଅଭିଯୋଗ।
#
# # # # # #
ଚାରି କାନ୍ଥ ଭିତରେ କଟିବ ଜୀବନ ଚିନ୍ତା ରେ *****।

 #ଆଜି_ରାଜ୍_କିଶୋର_ଙ୍କ_ଶୁଭ_ଜନ୍ମ_ଦିନ_ଅବସର_ରେ_ ଶୁଭେଚ୍ଛା_ଶୁଭ_କାମନା।ଆପଣ ଙ୍କ ଜନ୍ମ ଦିନ ବ୍ରତ ଘର ବିବାଘର ର ରେ ଶୁଭେଚ୍ଛା ପୋଷ୍ଟର୍ ଦେବା...
17/09/2026

#ଆଜି_ରାଜ୍_କିଶୋର_ଙ୍କ_ଶୁଭ_ଜନ୍ମ_ଦିନ_ଅବସର_ରେ_ ଶୁଭେଚ୍ଛା_ଶୁଭ_କାମନା।
ଆପଣ ଙ୍କ ଜନ୍ମ ଦିନ ବ୍ରତ ଘର ବିବାଘର ର ରେ ଶୁଭେଚ୍ଛା ପୋଷ୍ଟର୍ ଦେବାକୁ ଚାହୁଁଥିଲେ ଆମ କୁ ଯୋଗା ଯୋଗ କରନ୍ତୁ8260843891।

16/09/2026

ଅନୁଗୋଳରେ ସେକ୍ସ ରାକେଟ୍ ଠାବ, ୨ ଯୁବତୀଙ୍କ ସହ ୨ ଗ୍ରାହକ ଧରାପଡ଼ିଲେ।ଆଜି ୧୬ ସେପ୍ଟେମ୍ବର ୨୦୨୬ ଅନୁଗୋଳରେ ଏକ ରାକେଟ୍ ଠାବ ହୋଇଥିବା ନେଇ ଖବର ପ୍ରକାଶିତ ହୋଇଛି। ପୋଲିସ ଅମଲାପଡ଼ା ଅଞ୍ଚଳର ଏକ ଘରେ ଚଢ଼ାଉ କରି ୨ ଜଣ ବାହାର ରାଜ୍ୟର ଯୁବତୀ ଓ ୨ ଜଣ ଗ୍ରାହକଙ୍କୁ ଧରିଥିବା ରିପୋର୍ଟ ହୋଇଛି। ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। #
# # .

 #ପୁରୀର_ସ୍ୱାଭିମାନ_ସେବା_ସଂସ୍ଥା_ପକ୍ଷରୁ_ଭଦ୍ରକ_ଜିଲ୍ଲାର  # #ସାମ୍ବାଦିକ_ତଥା_ସୂଚନା_ଶରତ_ଟିଭିର_ସମ୍ପାଦକ_ଶରତନାଥଙ୍କୁ_ସ୍ୱାଭିମାନ_ସାମ୍ବା...
16/09/2026

#ପୁରୀର_ସ୍ୱାଭିମାନ_ସେବା_ସଂସ୍ଥା_ପକ୍ଷରୁ_ଭଦ୍ରକ_ଜିଲ୍ଲାର # #ସାମ୍ବାଦିକ_ତଥା_ସୂଚନା_ଶରତ_ଟିଭିର_ସମ୍ପାଦକ_ଶରତନାଥଙ୍କୁ_ସ୍ୱାଭିମାନ_ସାମ୍ବାଦିକ_ପଦରେ_ସମ୍ମାନିତ_କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଓ ସମାଜ ପ୍ରତି ଅବଦାନକୁ ସମ୍ମାନ ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ସ୍ୱାଭିମାନ ସଂସ୍ଥା ଆଗକୁ ଆଗକୁ ମାଡ଼ି ଚାଲୁ ଆମ ସୂଚନା ଶରତ ଟିଭି ପରିବାର ତରଫରୁ ଜଗନ୍ନାଥ ଙ୍କ ପାଖରେ କାମନା।
# # #
# .

16/09/2026

#କୁଜଙ୍ଗ ଏନ୍‌ଏସି ଦାବିକୁ ନେଇ ତେଜିଲା ଆନ୍ଦୋଳନ, ୨୨ରେ ତହସିଲ ସମ୍ମୁଖରେ ବିକ୍ଷୋଭ।
ସୁମିତ୍ରା ସେନାପତି ଙ୍କ ରିପୋର୍ଟ୍ ସୂଚନା ଶରତ ଟିଭି।
# #ପାରାଦ୍ଵୀପ_ଖବର_ଆପଣ_ସୂଚନା ଶରତ ଟିଭି ରେ ଦେଖିବା କୁ
କୁ ଆମ news କୁ follow କରନ୍ତୁ।

 ାହାକୁ_ସିଟ୍_ଦେବେ?ଆପଣ ଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ ଆଉ କାହିଁକି ସିଟ୍ ତାଙ୍କୁ ଦେବେ ଲେଖନ୍ତୁ ଠିକ୍ ଉତ୍ତର ଦେଇଥିବା ଦର୍ଶକ ପାଖରେ ଆମ ସ...
16/09/2026

ାହାକୁ_ସିଟ୍_ଦେବେ?
ଆପଣ ଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ ଆଉ କାହିଁକି ସିଟ୍ ତାଙ୍କୁ ଦେବେ ଲେଖନ୍ତୁ ଠିକ୍ ଉତ୍ତର ଦେଇଥିବା ଦର୍ଶକ ପାଖରେ ଆମ ସୂଚନା ଶରତ ଟିଭି ପରିବାର ତରଫରୁ ଗିଫ୍ଟ ଯାଇ ଆପଣ ଙ୍କ ପାଖରେ ପହଁଚିବ।

16/09/2026

# #ସରକାରି_ଅନୁଦାନ_ରେ_ତିଆରି_ହୋଇଥିବା ରାସ୍ତା_କୁ
ଖୋଳିବା କୁ କିଏ ଅନୁମତି ଦେଲା?
ସେଦିନ ଗ୍ରାମ ବାସୀ ଅନୁରୋଧ କରିଥିଲେ ରାସ୍ତା ଭାଙ୍ଗ ନାହିଁ
ବିଦ୍ୟାଳୟ ମେଡିକାଲ କେମିତି ଯିବେ ଗ୍ରାମବାସୀ
# #
# .
କେବେ ହେବ କାର୍ଯ୍ୟନୁଷ୍ଠାନ ? # #
# #
ସରକାରୀ ଅନୁଦାନ ତିଆରି ହୋଇଥିବା କୌଣସି ଅନୁଷ୍ଠାନ କୁ ଭଙ୍ଗ କଲେ ଦଣ୍ଡନୀୟ ଅପରାଧ ତା ହେଲେ କେବେ ହେବ କାର୍ଯ୍ୟନୁଷ୍ଠାନ
ନୀରବ_ଦ୍ରଷ୍ଟା_କାହିଁକି_ପ୍ରସାଶନ
ଚର୍ଚ୍ଚା କରୁଛନ୍ତି ବୁଦ୍ଧିଜୀବି।

16/09/2026

#ମୁଣ୍ଡ_ନୁଆଁଇ_ବଞ୍ଚିବା_ନୁହେଁ,
ସତ୍ୟ ପାଇଁ ଲଢ଼ିବା ନାମ ସ୍ୱାଭିମାନ।
ଝଡ଼ ଆସିଲେ ଭାଙ୍ଗି ନଯାଇ,
ଦୃଢ଼ ହୋଇ ଠିଆ ହେବାର ନାମ ସ୍ୱାଭିମାନ।କାହା ଦୟାରେ ନୁହେଁ ଆମ ପରିଚୟ,
ନିଜ କର୍ମରେ ହେଉ ନିଜର ମାନ।
ସତ୍ୟ, ସାହସ ଓ ନିଷ୍ଠା ସହ,
ଜୀଇଁବାର ନାମ— ସ୍ୱାଭିମାନ। ପୁରୀ ଜିଲ୍ଲା ରେ ଖୋଲିଲା ସୁନ୍ଦର୍ ଅନୁଷ୍ଠାନ ଯାହାର ନାମ ସ୍ୱାଭିମାନ ରାଜ୍ୟ ର ସବୁ ଜିଲ୍ଲା ରୁ ଜଣେ ଲେଖାଏଁ ସ୍ୱାଭିମାନ ଯୁବକ ଓ ଯୁବତୀଙ୍କୁ ସମ୍ମାନିତ କରାଗଲା ।
ଏହି କାର୍ଯ୍ୟକର୍ମ ଆଗକୁ ଆଗକୁ ମାଡ଼ି ଚାଲୁ ଆମ ସୂଚନା ଶରତ ଟିଭି ରୁ ଏତିକି କାମନା। # # #ସ୍ୱାଭିମାନ_ଖବର #
# # .
# #ସାମ୍ୱାଦିକ_ଶରତ_ନାଥ_ଙ୍କୁ_ସ୍ୱାଭିମାନ_କାର୍ଯ୍ୟକର୍ମ_ରେ
# #ସମ୍ମାନିତ_କରାଗଲା.

16/09/2026

# #ସରକାରୀ_ଅନୁଦାନ_ରେ_ତିଆରି_ହୋଇଥିବା_ରାସ୍ତା
ଖୋଳିବା କୁ ଅନୁମତି ଦେଲା କିଏ?
ସର୍ବ ସମ୍ମୁଖ ରେ ପୋଲିସ କୁ ଅସମ୍ମାନ କରିବା କୁ ଅନୁମତି ଦେଲା କିଏ? ଏହି ଘଟଣା ର ପ୍ରଛବ ପଟ ରେ କିଏ ଅଛି ? ବିନା ଅନୁମତି ରେ ସରକାରୀ ଅନୁଦାନ ରେ କୌଣସି ଅନୁଷ୍ଠାନ କୁ କ୍ଷତି କରିବା ଆଇନ ଗତ ଦଣ୍ଡନୀୟ ଅପରାଧ ? ସାବରଙ୍ଗ ଥାନା କେବେ ନେବ କାର୍ଯ୍ୟାନୁଷ୍ଠାନ ଜନ ସାଧାରଣ ଚାହିଁ ରହିଛନ୍ତି ଅପର ପକ୍ଷ ର ବାଇଟ ନେବା କୁ ଆମ ଟିମ୍ ଚେଷ୍ଟା କରୁ ଅଛି। #
# # #ଯିଏ ନିଜ ପରିବାବର୍ଗ ଙ୍କୁ ଛାଡି ଆମ କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟରତ ପୋଲିସ କୁ ଅସମ୍ମାନ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି କେବେ ବାନ୍ଧିବ ପୋଲିସ ।ଆଜ୍ଞା ଏତଲା ତ ଅନେକ ଆସିବ କିନ୍ତୁ ଏତଲା ର ସତ୍ୟତା କେତେ ପୋଲିସ ତଦନ୍ତ କରିବା ଏକ ସଚ୍ଚୋଟ ଅଫିସର୍ ର ମୁଖ୍ୟ କର୍ତ୍ତବ୍ୟ ଅଟେ କେହି ଆମର ଶତ୍ରୁ ନୁହନ୍ତି ଆମେ ଦେଖାଇବୁ ସତ୍ୟ ଖବର । ବିଡ଼ିଓ ଏହା ପ୍ରତି କେବେ ଦୃଷ୍ଟି ଦେବେ ବଡ଼ ପ୍ରଶ୍ନ ବାଚୀ ଉଙ୍କି ମାରୁଛି ଜନ ସାଧାରଣ ଙ୍କ ମନ ରେ ******* # #
# # #ଅପର ପକ୍ଷ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରୁଛୁ 8260843891।

Address

Bhadrak
Bhadrak

Website

Alerts

Be the first to know and let us send you an email when Suchana Sarat tv posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share