SSP MEDIA

SSP MEDIA The Official page Of Ssp Media
Mo-8917237218

30/07/2026

୨୪ ଘଣ୍ଟା ଗଛ ଉପରେ ll ମୃତ୍ୟୁ ମୁହଁରୁ ଫେରିଲେ ଚାଷୀ ll
ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୋଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇ ବନ୍ୟା ପାଣିରେ ଫସି ଯାଇଥିଲେ। ପ୍ରାଣ ବଞ୍ଚାଇବା ପାଇଁ ସେ ଏକ ତାଳଗଛ ଉପରେ ୨୪ ଘଣ୍ଟା ଧରି ଆଶ୍ରୟ ନେଇଥିଲେ। ପୁଅର ସୂଚନା ପାଇବା ପରେ ଓଡ୍ରାଫ ଟିମ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

29/07/2026

#ଧାମନଗରରୁ ଦୋବଲକୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ୨ ଫୁଟରେ ଉଚ୍ଚତା ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଧାମନଗର ରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ଦୋବଲ ବଜାରରେ ପାଖାପାଖି ୭୦ ରୁ ଉର୍ଦ୍ଧ ଦୋକାନ ରେ ବନ୍ୟା ଜଳ ପ୍ରବେଶ କରିଛି ।

29/07/2026

@
#ବୁଡ଼ିଲା କୁଚିଳା ନଦୀ ବନ୍ଧ ll
ବୋଇତରଣୀ ନଦୀରେ ବନ୍ୟା! ଯୋଗୁଁ ସଖା ନଦୀ କୋଚିଳା ଗେଣ୍ଡୁଟି ରେ ବନ୍ୟା ଯୋଗୁଁ ଅର୍ଜୁନପୁର ପଂଚାୟତ ନଦୀଗାଁ ଭଟସାହି ହସନାବାଦ୍ , ଧୁଷୁରୀ ଆଦୀ ଅନେକ ଗାଁ ପାଣି ଘେରରେ ll

29/07/2026

@
#ହଟାତ ମାଡିଆସିଲା ବନ୍ୟା ପାଣି ll ବିଲ ମଝିରେ ଫସିଗଲେ ଜଣେ ଯୁବକ ll ଧାମନଗର ବ୍ଲକ ରାମରାକୁଳ ଅଂଚଳର ଦୃଶ୍ୟ ll

29/07/2026

@
#ଧାମନଗରରେ ବନ୍ୟା ll ବୁଡ଼ିଲା କୁଚିଳା ନଦୀ ବନ୍ଧ ll

28/07/2026

ଭଦ୍ରକ ରେ ଲାଗିରହିଛି ଲଘୁଚାପ ଜନିତ ବର୍ଷା ll ସହରର ପ୍ରମୁଖ ରାସ୍ତା ଉପରେ ଜମିରହିଛି ପ୍ରାୟ ଦୁଇ ଫୁଟର ବର୍ଷା ପାଣି....

20/07/2026

#ମାଲକାନଗିରି ବିମାନବନ୍ଦରରୁ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ll
ଆସନ୍ତା ୨୨ ତାରିଖରେ ବିମାନର ଟ୍ରାଏଲ ରନ୍‌ ହେବାକୁ ଥିବାବେଳେ, ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗର ସୁରକ୍ଷା ଅଧିକାରୀମାନେ ମାଲକାନଗିରି ଗସ୍ତ କରି ବିମାନବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ll

20/07/2026

#ଆଡ଼ପମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ll
ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ଜାରି ରହିଥିବା ବେଳେ ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ମା' ମହାଲକ୍ଷ୍ମୀଙ୍କ ଦ୍ବାରା ନନ୍ଦିଘୋଷ ରଥର କାଠ ଭଙ୍ଗା ନୀତି ସମ୍ପାଦନ ହେବ ll

20/07/2026

#ନାଳରୁ_ଅଚିହ୍ନା_ବ୍ୟକ୍ତିଙ୍କ_ଶବ_ଉଦ୍ଧାର ll ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ll
ସକାଳୁ ନାଳରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଧୁଷୁରୀ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ୫ରୁ ୬ ଦିନ ହେବ ମୃତୁ ହୋଇଥିବା ସନ୍ଧେହ କରାଯାଉଛି। ମୃତ୍ୟୁକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରାଥମିକ ତଦନ୍ତରୁ କେହି ଦୁର୍ବୃତ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଓ ମୃତକଙ୍କ ପରିଚୟ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଘଟଣାର ଖବର ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Address

Bhadrak

Alerts

Be the first to know and let us send you an email when SSP MEDIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to SSP MEDIA:

Shortcuts

Share