
08/07/2024
https://youtu.be/6lyrKpZdjvY
ପ୍ରିୟ ଆତ୍ମନ ଜୟ ଜଗନ୍ନାଥ 🙏🏻,
ଗତ କାଲି ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ କୋକସରା ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତଥାପି ବର୍ଷା ଯୋଗୁଁ କିଛି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ସେଥିପାଇଁ ଘୁମୁରା ଟିଭି ଶ୍ରୀ ଜୀଉଙ୍କ କୃପାରୁ ଏବଂ ଆପଣ ମାନଙ୍କ ଭଲପାଇବା ଯୋଗୁଁ ବର୍ଷାକୁ ଖାତିର ନ କରି ଶ୍ରୀ ଗୁଣ୍ଡିଚା ଯାତ୍ରା ର ସମ୍ପୂର୍ଣ୍ଣ ଉପସ୍ଥାପନା କରିବାରେ ସଫଳ ହୋଇଛି । ସୌଭାଗ୍ୟ ବଶତଃ ସମସ୍ତ ଉପସ୍ଥିତ ଭକ୍ତ କୌଣସି ପ୍ରକାର ଅସୁବିଧା ସମ୍ମୁଖୀନ ହୋଇନଥିବା ଜଣାପଡିଛି । ଆଶା ରଖୁଛୁ ଏହି ଭିଡ଼ିଓ ସମସ୍ତଙ୍କ ପାଖକୁ ପହଞ୍ଚାଇ ଭକ୍ତଙ୍କୁ କୃପାଲାଭ କରିବାରେ ସହାୟକ ହେବେ ।
ଆପଣଙ୍କ ନିଜର ଚ୍ୟାନେଲ
ଘୁମୁରା ଟିଭି
ମାଉସୀ ଘର୍ କେ ଗଲେ କୋକସରା ଆରାଧ୍ୟ ଶ୍ରୀ କୁଞ୍ଜବିହାରୀ ମହାପ୍ରଭୁ || Koksara rathyatra ||. ...