Utkal Bulletin

Utkal Bulletin Utkal bulletin is a news and information related platform for inform update news and information to people

06/05/2025

Anikesh's birthday celebration at Satya Mahima Ashram in Bhubaneswar

06/05/2025
19/04/2025

ଯାତ୍ରା ବିବାଦର ଅନ୍ତ କେବେ ? ସବୁ କହିଦେଲେ ମଂଚ ଅଭିନେତା ତଥା ନିଦେ୍ର୍ଦଶକ ସୁବାସ ପଣ୍ଡା

17/04/2025

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଞ୍ଚ ଓ ନମାମି ମନ୍ଦାକିନୀ ପରିଷଦ ପକ୍ଷରୁ ନବବର୍ଷ,ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ପୌରହିତ୍ୟ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା ଓ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶୀ ସହିତ ସାଂସ୍କୃତିକ ସଂଗୀତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ହୋଇ ଯାଇଛି l ଉଦଘାଟକ ଭାବେ ଓଡିଶା ବିଧାନ ସଭା ବାଚସ୍ପତି ମାନ୍ୟବର ସୁରମା ପାଢ଼ୀ,ବରେନ୍ୟ ଅତିଥି ଭାବେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ କାର୍ଯ୍ୟକ୍ରମର ସଭାପତି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ବିଶିଷ୍ଟ ଅତିଥି ଭାବେ ସ୍ୱାମୀ ବ୍ରମ୍ହାନନ୍ଦ ସରସ୍ବତୀ,ସମ୍ମାନିତ ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚ ର ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ଭାଷାପ୍ରାଣ ରାଜେନ୍ଦ୍ର ସାମନ୍ତରାୟ ଯୋଗ ଦେବା ସହିତ ସହିତ ଉତ୍କଳ ର ମହାନ ସଂସ୍କୃତି, ପରମ୍ପରା,ଐତିହ୍ୟ, ବୀରତ୍ୱ ତଥା ଓଡିଆ ମାନଙ୍କ ସାମଗ୍ରିକ କୃତି, କୀର୍ତ୍ତି ସମ୍ପର୍କରେ ଆଲୋଚନା କରିଥିଲେ l

ବିକାଶ ର ଦିଗ ହରାରେ ଘଣ୍ଟବାହାଲି :ଗାଁ ରାସ୍ତା ପାଲଟିଛି ସାତସପନ କଳାହାଣ୍ଡି,୨୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆମ ଓଡିଶା ରାଜ୍ୟରେ କଳ...
24/03/2025

ବିକାଶ ର ଦିଗ ହରାରେ ଘଣ୍ଟବାହାଲି :ଗାଁ ରାସ୍ତା ପାଲଟିଛି ସାତସପନ

କଳାହାଣ୍ଡି,୨୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆମ ଓଡିଶା ରାଜ୍ୟରେ କଳାହାଣ୍ଡି ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । କଳାହାଣ୍ଡି ମାଟି ହେଉଛି ଜଗତର ମା-ମାଣିକେଶ୍ବରୀର ମାଟି | ଏହି ମାଟି ହଉଛି ମାଁ ଲଙ୍କେଶ୍ୱରୀର ମାଟି |ବୀର ରେଣ୍ଡୋ ମାଝୀର ମାଟି । ଗୋଟେ ପଟେ କଳାହାଣ୍ଡି ଜିଲ୍ଲା ର ଘୁମୁରା ବାଦ୍ୟ ବିଶ୍ଵଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ଅପରପକ୍ଷେ ଜିଲ୍ଲାର ସଦର ମହକୁମା-
ଭବାନୀପାଟଣା ଠାରୁ ମାତ୍ର ୨୫ କିଲୋମିଟର ଦୁରରେ ଅବସ୍ଥିତ ଚଗାଁ ପଞ୍ଚାୟତର ଘଣ୍ଟବାହାଲି ଗ୍ରାମ ସ୍ୱାଧୀନତାକୁ ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବିକାଶରୁ ବଞ୍ଚିତ ହୋଇଅଛି । ଘଣ୍ଟବାହାଲି ଗ୍ରାମକୁ ଯିବା ପାଇଁ ଆଜି ମଧ୍ୟ ଭଲ ରାସ୍ତାଟେ ନାହିଁ | ଭବାନୀପାଟଣା - ରାୟପୁର କୁ ସଂଯୋଗ କରୁଥିବା ଏସ. ଏଚ-୧୬ ମୁଖ୍ୟ ସଡକଠାରୁ କିଛି ଦୂରରେ ଅବସ୍ଥିତ ଘଣ୍ଟବାହାଲି ଗ୍ରାମ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଠାରୁ ଅଳ୍ପ ଦୂରରେ ଥାଇ ମଧ୍ୟ ଆଜି ଏହି ଗ୍ରାମର ଜନସଧାରଣ ରାସ୍ତା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ବର୍ଷାର ଆଗମନରେ ଗାଁ ରାସ୍ତା ପାଲଟିଯାଏ ମରଣଯନ୍ତା ସଦୃଶ୍ୟ । ରୋଗୀ ପାଇଁ ଆମ୍ବୁଲାନ୍ସ ଆସିବାରେ ଅନେକ ବିଳମ୍ବ ହୋଇଥାଏ ଏହି ଖରାପ ରାସ୍ତା ପାଇଁ । ବାରମ୍ବାର ବିଭାଗୀୟ କତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ୟାର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇଁ ପାରି ନାହାନ୍ତି ଘଣ୍ଟବାହାଲି ଗ୍ରାମବାସି । ସବୁ ସରକାରୀ ଯୋଜନା ଯେମିତି ମୁହଁ ଆଡେଇ ଦେଇଛି ଏହି ଗାଁ ପାଇଁ। ଆଜିର ଦୁନିଆ ହଉଛି ସ୍ମାର୍ଟ ଫୋନ ଆଉ ସ୍ମାର୍ଟ ଲୋକଙ୍କ ଦୁନିଆ | ବର୍ତମାନ ଏହି ଗ୍ରାମର ଯୁବପିଢ଼ି କିନ୍ତୁ ପ୍ରଶ୍ନ କରୁଛି ସରକାରକୁ,ଆମର ଭୁଲ କଣ ? କାହିଁକି ଗୋଟେ ଭଲ ରାସ୍ତାରୁ ଦୁରେଇ ରଖାହେଇଛି ଘଣ୍ଟବାହାଲି ଗ୍ରାମବାସୀଙ୍କୁ ? ବର୍ତମାନ କିନ୍ତୁ ଓଡିଶା ରାଜ୍ୟରେ ନୂତନ ସରକାର । ଘଣ୍ଟବାହାଲି ଗ୍ରାମବାସି ମଧ୍ୟ ନୂତନ ସରକାରଙ୍କଠୁ ନୂତନ ଆଶା କରିଛନ୍ତି। ଏହି ସରକାର ପୂରଣ କରିବେ ତାଙ୍କର ସ୍ବପ୍ନ ଆଉ ସେମାନେ ପାଇପାରିବେ ସେମାନେ ତାଙ୍କର ହକ । ଆଜି ସମସ୍ତ ଗ୍ରାମବାସୀ ସରକାର ଆଉ ସ୍ଥାନୀୟ ନେତୃତ୍ୱକୁ ଉନ୍ନତମାନର ରାସ୍ତା ଯଥାଶୀଘ୍ର ନିର୍ମାଣ ପାଇଁ ଅନୁରୋଧ କରୁଛନ୍ତି। ଦେଖିବାକୁ ବାକି ରହିଲା ସରକାର ଆଉ ବିଭାଗୀୟ ଅଧିକାରୀ କେତେ ଶୀଘ୍ର ଘଣ୍ଟବାହାଲି ଗାଁରେ ନୂତନ ରାସ୍ତା ନିର୍ମାଣ କରିବେ ।

21/03/2025

Good news for Cuttack residents I The much-awaited Bhubaneswar Metro Rail project is set to get a major expansion. The Odisha government is planning to extend the proposed train service from Bhubaneswar to Trishulia to Cuttack. Giving this information, Odisha Urban Development Minister Krishna Chandra Mohapatra on Tuesday said that a new Detailed Project Report (DPR) for the metro rail project will be prepared soon. A high-level technical committee is currently reviewing the feasibility of the previous DPR. The previous proposal extended the metro only up to Trishulia. The minister said that a metro service is more needed to reach Cuttack, as stopping only at Trishulia may not be beneficial for the passengers. The expert committee has already conducted a survey and will soon finalise the most efficient route for the project, he said.

20/03/2025

ମହା ଆଡମ୍ବରରେ ମହିମା ଧର୍ମର ସାଧୁସନ୍ଥଙ୍କ ଗହଣରେ ମହିମା ଧର୍ମରେ ଦିକ୍ଷିତ ହେଲେ ଚୈତନ୍ୟ ଦାସ

19/03/2025

Sunita Williams // ସୁନୀତା ୱିଲୟମଙ୍କ ଫେରିବାର ଅପୂର୍ବ ଦୃଶ୍ୟ
williams return
Indian-origin astronaut Sunita Williams and her partner Butch Wilmore have returned safely to Earth after nine months in space. Sunita and Butch, along with two other members of the 'Crew 9' mission, American astronaut Nick Hugh and Russian cosmonaut Alexander Gorbunov, also successfully landed on Earth in SpaceX's Dragon capsule.
★★★★★★★★★★★★★★★★★★★★★★★★★★★★★★★
Utkal Bulletin is one of Odisha's leading Digital Media covering the latest news, current affairs, sports, entertainment, and much more.

★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Utkal Bulletin Web Channel | Utkal Bulletin | Odia News | ଉତ୍କଳ ବୁଲେଟିନ୍

Utkal Bulletin Web Channel:
ଉତ୍କଳ ବୁଲେଟିନ୍ ହେଉଛି ଓଡ଼ିଶାର ପ୍ରମୁଖ ଡିଜିଟାଲ ମିଡିଆମାନଙ୍କ ମଧ୍ୟରୁ ଅନ୍ୟତମ । ଯାହାକି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ ଚାଲିଆସୁଅଛି । ଆମର ଉତ୍କଳ ବୁଲେଟିନ୍ ଏବଂ ୱେବସାଇଟ୍ utkalbulletin.com ମାଧ୍ୟମରେ ଆଙ୍ଗୁଠି ଟିପ ଉପରେ ଦିନର ସମସ୍ତ ତାଜା ଖବର ମିଳିପାରୁଥିବାବେଳେ ଏହି ନୁ୍ୟଜ୍ ୱେବସାଇଟ୍ ଯୁକ୍ତିଯୁକ୍ତ ଏବଂ ସତ୍ୟ ଆଧାରିତ ନୁ୍ୟଜ୍କୁ ସର୍ବଦା ପରିବେଶଣ କରିଥାଏ ।

UTKAL BULLETIN is one of the leading digital media in Odisha, which is running in Odisha's capital Bhubaneswar. While all the latest news of the day can be found at finger tips through our online bulletin and website utkalbulletin.com, this news site always revolves around logical and fact-based news.
#ଉତ୍କଳବୁଲେଟିନ୍ #ୱେବମିଡ଼ିଆ

Utkal Bulletin has been working continuously for almost 3 years, it has always been trying to convey the detailed news of Odisha and all over the country to the people.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
ଏହା ପ୍ରାୟ ୩ ବର୍ଷ ଧରି ଅବିରତ କାର୍ଯ୍ୟ କରି ଆସୁଥିବାବେଳେ ଏହା ସର୍ବଦା ଓଡ଼ିଶା ତଥା ସାରା ଦେଶ ବିଦେଶର ସବିଶେଷ ଖବର ଲୋକମାନଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ ଚାଲୁରଖିଆସିଛି ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Utkal Bulletin Social Link:
➠Visit Our Website: utkalbulletin.com
➠YouTube: https://www.youtube.com/channel/UCBF2GCN9PgYII64oY2e-Qag
➠Facebook: https://www.facebook.com/Utkal-Bulletin-101612515623413/

18/03/2025

ପୁଣି ମାତିଲେ ସାରଥୀ ଚେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କଲେ

17/03/2025

ରାଜା ଚକ୍ର ପରେ କାହାକୁ ଧରିବ ଇଡି

Address

Bhubanes

Alerts

Be the first to know and let us send you an email when Utkal Bulletin posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal Bulletin:

Share