21/07/2025
ଅର୍ଚନା ନାଗ କେଶ ର ସହଯୋଗୀ, ଖଗେଶ୍ୱର ପାତ୍ର, ମୋ dzire ଗାଡି ford କରିକି ନେଇ ପଇସା ନ ଦେଇ, ସିଏ ଆଉ ତାର 5 ଜଣ ଲୋକ ମତେ ବନ୍ଧୀକି ମାରିକି ଏ ପରି କରିଛନ୍ତି, ମଞ୍ଚେଶ୍ୱର ଥାନା କୁ ସେ କିଣି ଦେଇଛି, ତାକୁ ଆଉ ତାର staff କୁ ପୋଲିସ ଗିରଫ କରୁନି bailble tafha ଲଗେଇକି, 318(4)115( 2) 3(5)