Pratidin-TV

Pratidin-TV News Media and Entertainment Which has Been Operated under Gayatri Industries . Pratidin TV Broadcast Odisha News , India National News And International News .

Pratidin TV is Fastest Growing Digital News And Entertainment Channel Of Odisha where one connects with common people issues, events , happenings and culture with humor & colour. Pratidin TV Digital Platform Also Associated With Pratidin News Paper And Odisha Nijuki Khabar (Odisha Embayment News ) which are Producing daily odisha News . Pratidin Tv Digital Platform has been acquiring Trust Of

Million People Odisha . Pratidin Tv Believe On Clear Concise And Unbiased News Publishing . Pratidin Tv Aslo Cover different segments News like Odia Comedy , Carton ,Odisha Politics , Odisha Sports ,Odisha Culture and and many more . Get Connected With Pratidin Tv Digital News Platform

24/07/2025

#ମତେ_ଗର୍ଭବତୀ_କରିଛନ୍ତି
#ବାଇଁଆ_ଜେନା !
ଅମରେଶ ଜେନା ପୁରୀ ନେଇ ମତେ ଗର୍ଭବତୀ କରିଛନ୍ତି ! BJD leader Amaresh Jena girlfriend brings allegations.

24/07/2025

CMC ର ନୂଆ କମିଶନର କିରଣ ଦୀପ , ବୁଲି ଦେଖିଲେ ନିର୍ମାଣାଧିନ ପ୍ରକଳ୍ପ ଓ ଜଳବନ୍ଦୀ ଅଞ୍ଚଳ । Commissioner, Kirandeep Kaur Sahota

24/07/2025

ଟାଟା ପଞ୍ଚ କାରରେ ନେଉଥିଲେ ଗଞ୍ଜେଇ, ଓଲଟିବା ପରେ ବାହାରିଲା ବାବାଙ୍କ ପ୍ରସାଦ ! G***a seized in Jajpur.

24/07/2025

ଝିଅ କରିଥିଲା ପ୍ରେମ ବିବାହ, ଆଜି ତା ନିଷ୍ପତ୍ତି ଭୁଲ ହେଇଗଲା ! Wife found dead, husband apprehended, Pipili.

24/07/2025

ରାସ୍ତା ଆଲୋକୀକରଣ ପ୍ରକଳ୍ପ ନାମରେ ୧୦ ଲକ୍ଷ ଟଙ୍କା ହଡ଼ପ । ରାସ୍ତା ଆଲୋକୀକରଣ ପ୍ରକଳ୍ପ ନାମରେ ୧୦ ଲକ୍ଷ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର କନିଷ୍ଠ ଯନ୍ତ୍ରୀ ରତ୍ନେଶ ପାଣ୍ଡେ ଙ୍କ ନାମରେ ଆସିଛି ଅଭିଯୋଗ | ଏହି କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଲମ୍ବି ଚାଲିଛି ଦୁର୍ନୀତି ଅଭିଯୋଗର ଲମ୍ବା ଫର୍ଦ୍ଦ। ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ-ରାଜନଗର ନଦୀବନ୍ଧ ରାସ୍ତାର ନିମପୁରଠାରୁ ଦିଆନପପୁର ଓ ଶାସନଠାରୁ ମାଳିପୁର ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ଲାଇଟ ଲଗାଇ ଆଲୋକୀକରଣ ପାଇଁ ପଞ୍ଚାୟତ ସମିତି ପକ୍ଷରୁ ଦୁଇଟି ଯୋଜନା ପ୍ରସ୍ତୁତ କରାଯାଇଥିଲା।

24/07/2025

ମେଡିକାଲ ରୁ ସାଇକେଲ ଚୋରି ଧରା ପଡ଼ିଲେ ଲୁଟେରା l ଲୁଟ ପାଇଁ ଭିନ୍ନ ସ୍ଥାନ ବାଛିଥିଲେ, ମେଡିକାଲରେ ପହଞ୍ଚି ଲୁଟେରା ରୋଗୀଙ୍କ ସମ୍ପର୍କୀୟଙ୍କ ସାଇକେଲ ଚୋରି କରୁଥିଲେ। ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଭିଡିଓ। ଆଜି ଉଦଳା ମେଡିକାଲରେ ଜଣେ ଲୁଟେରା ପହଞ୍ଚି ସ୍ପଷ୍ଟ ଦିବାଲୋକରେ ଡାକ୍ତରଖାନା ପରିସରରେ ଥିବା ଏକ ସାଇକେଲ ଅତି ବେଫିକର ଭାବେ ଲୁଟିନେଇ ଚାଲିଗଲା। Cycle lootera caught by Hospital Security guard in Mayurbhanj

24/07/2025

ଭାରତମାଳା କ୍ୟାମ୍ପରୁ ଡକାୟତି ଘଟଣାରେ ୩ ଜଣ ଗିରଫ । ଭାରତମାଳା କ୍ୟାମ୍ପରୁ ଡକାୟତି ଘଟଣାରେ ୩ ଜଣ ଗିରଫ । କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମରା ଅଞ୍ଚଳରେ ଭାରତ ମାଳା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଶ୍ରମିକ ଏବଂ ସୁପ୍ରଭାଇଜର ଏକ କ୍ୟାମ୍ପରେ ରହୁଥିଲେ ୧/୧୦/୨୪ ତାରିଖ ରାତି ତିନିଟା ସମୟରେ ଚାରି ଡକାୟତ କ୍ୟାମ୍ପ ଭିତରେ ପସି ଏକ ହିରୋ ଏଚ ଏଫ ବାଇକ,ତିନୋଟି ମୋବାଇଲ ଫୋନ,ଷ୍ଟିଲ କଟିଂ ମେସିନ, ରୋଡ଼ କଟିଂ ମେସିନ ଏବଂ ନଗଦ ଆଠ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । Bharatmala Camp Loot Case ,3 Arrested ,Koraput .

24/07/2025

ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ,କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ । କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଓ ଭି ଏଲ ଇ ମାନଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ସମସ୍ତ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଓ ଭି ଏଲ ଇ ମାନଙ୍କ ସହ ଏକ ଆଲୋଚନା ଚକ୍ର ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଚଳିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଆୟୁଷମାନ ଆରୋଗ୍ୟମ ମନ୍ଦିର ର ପଦକ୍ଷେପ ଓ ଗାଁ ଗାଁ ରେ ସ୍ୱାସ୍ଥ୍ୟ ସେବା ରେ ବିଭିନ୍ନ ଟେଷ୍ଟ ଓ ମେଡିସିନ ଯେପରି ପହଞ୍ଚି ପାରିବ ସେ ସମ୍ପର୍କ ରେ ସୂଚନା ଦେବା ସାଙ୍ଗକୁ ଏଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଅଧିକାରୀ ମାନଂକୁ ସେମାନେ କାର୍ଯ୍ୟ କରୁଥିବା କମ୍ୟୁନିଟି ସେଣ୍ଟର ସାମଗ୍ରୀକ କାର୍ଯ୍ୟକଳାପ ଓ ସୁବିଧା ଅସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ l

24/07/2025

ହସ୍ପିଟାଲରେ ନାହିଁ ଶିଶୁ ବିଭାଗ , ଯିବାକୁ ପଡୁଛି ବହୁ ଦୂର l କେନ୍ଦୁଝରରେ ୭ ଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟିର ସ୍ୱାସ୍ଥସେବା ଯାଞ୍ଚ । କେନ୍ଦୁଝର ଜିଲ୍ଲାରେ ୭ ଜଣିଆ ବିଧାନସଭା ଷ୍ଟାଡିଙ୍ଗ କମିଟିର ସ୍ୱାସ୍ଥ ସେବା ଯାଞ୍ଚ । ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନଙ୍କ ଅଧକ୍ଷାତାରେ ୭ ଜଣିଆ ବିଧାନସଭା ଷ୍ଟାଡିଂ କମିଟି ଏକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ଧରଣୀଧର ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତେଲକୋଇ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ ସେବା ନେଇ ଜିଲ୍ଲା ପ୍ରଶାସନ ଓ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ।

24/07/2025

ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସଭାଗୃହରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 79 ତମ ସ୍ୱାଧୀନତା ଦିବସର କାଯ୍ୟକ୍ରମ କୁ ନେଇ ବୈଠକ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଆସିଷ୍ଟାଣ୍ଡ କଲେକ୍ଟର ତପନ କୁମାର ପ୍ରଧାନ ସ୍ୱାଧୀନତା ଦିବସର ବିବରଣୀ ପାଠ କରିଥିଲେ।

24/07/2025

ଜଗନ୍ନାଥ ପଟ୍ଟନାୟକ ଗିରଫ ହେଲେ ଭିଜିଲାନ୍ସ ହାତରେ ! BMC Executive Engineer Jagannath Patnaik Arrested, bbsr

24/07/2025

ସଚିବାଳୟ ରେ ଲୁଚିକରି ପଶୁଥିବା ବେଳେ ଧରାପଡିଲେ ଯୁବକ ! Youth held for entering secretariat with fake Id.bbsr

Address

Bhubanes

Alerts

Be the first to know and let us send you an email when Pratidin-TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pratidin-TV:

Share