Sambad Group

Sambad  Group We are Odisha’s No 1 media house established way back in 1984. Besides print, Sambad Group has sig

‘ସମ୍ବାଦ’ ଆୟୋଜିତ ୧୫ ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ଭୁବନେଶ୍ବର ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ସାରା ଓଡି...
03/03/2025

‘ସମ୍ବାଦ’ ଆୟୋଜିତ ୧୫ ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ଭୁବନେଶ୍ବର ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ସାରା ଓଡିଶାର ବିଭିନ୍ନ ପିଢି ଓ ବିଭାଗର ଲେଖକ, ଲେଖିକାମାନଙ୍କର ଏହା ଏକ ମହାକୁମ୍ଭ ।

୨୦୨୪ ମସିହାର ଚର୍ଚ୍ଚିତ ବ୍ଯକ୍ତି ଓ ଖବରକୁ ନେଇ କନକ ନ୍ଯୁଜ ଆୟୋଜନ କରିଥିଲା ‘ନ୍ଯୁଜ ମେକର-୨୦୨୪’ । ଏଥିରେ ଅତିଥି ଭାବେ ଏନଡିଟିଭି ଇଣ୍ଡିଆର ପ...
31/12/2024

୨୦୨୪ ମସିହାର ଚର୍ଚ୍ଚିତ ବ୍ଯକ୍ତି ଓ ଖବରକୁ ନେଇ କନକ ନ୍ଯୁଜ ଆୟୋଜନ କରିଥିଲା ‘ନ୍ଯୁଜ ମେକର-୨୦୨୪’ ।
ଏଥିରେ ଅତିଥି ଭାବେ ଏନଡିଟିଭି ଇଣ୍ଡିଆର ପରିଚାଳନା ସମ୍ପାଦକ ପ୍ରବୀଣା ସାମ୍ବାଦିକା ନିଧି କୁଳପତି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଇଷ୍ଟର୍ଣ୍ଣ ମେଡ଼ିଆ ଲିମିଟେଡର ଅଧ୍ୟକ୍ଷ Soumya Ranjan Patnaik ।
‘ବିକାଶର ସ୍ବପ୍ନ ଓ ବାସ୍ତବତା’ ବିତର୍କରେ ଭାଗ ନେଇଥିଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ମନମୋହନ ସାମଲ, ପଞ୍ଚାନନ କାନୁନଗୋ ଓ ଦେବୀପ୍ରସାଦ ମିଶ୍ର ।
‘ଦୁର୍ନୀତି ପାଇଁ ଦାୟୀ କିଏ?’ ଆଲୋଚନାରେ ଅତିଥି ବକ୍ତା ଭାବେ ଅବସରପ୍ରାପ୍ତ ଆଇଏଏସ ସଂଜୀବ ଚନ୍ଦ୍ର ହୋତା , ପୂର୍ବତନ ଡିଜିପି ଅମିୟ ଭୂଷଣ ତ୍ରିପାଠୀ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନିଜ ନିଜର ମତ ରଖିଥିଲେ ।
ଏହି ଅବସରରେ ଉପମୁଖ୍ୟମତ୍ରୀ ଶ୍ରୀମତୀ Prabhati Parida ଙ୍କୁ ସମ୍ମାନିତ କରାଯାଇଥିଲା ।
ସମ୍ବାଦ ଓ କନକ ନ୍ଯୁଜର ସମ୍ପାଦିକା Tanaya Patnaik ନିଜର ମତ ରଖି କହିଲେ "୨୦୨୫ରେ ନୂଆ ରୂପରେ ନୂଆ ଢଙ୍ଗରେ କନକ ନ୍ଯୁଜ ପ୍ରତିଘରର ବିଶ୍ଵସନୀୟ ଚ୍ୟାନେଲ ଭାବେ ଉଭା ହେବ ।“


ଓଡ଼ିଶାର ଉଦ୍ଯୋଗ ଓ ଉଦ୍ୟୋଗୀମାନଙ୍କୁ ସ୍ୱୀକୃତି ପ୍ରଦାନ ତଥା ଉତ୍ସାହିତ କରିବା ପାଇଁ ‘ସମ୍ବାଦ’ ଦ୍ବାରା ପ୍ରତିବର୍ଷ ‘ସମ୍ବାଦ କର୍ପୋରେଟ୍ ଏକ୍ସଲ...
19/12/2024

ଓଡ଼ିଶାର ଉଦ୍ଯୋଗ ଓ ଉଦ୍ୟୋଗୀମାନଙ୍କୁ ସ୍ୱୀକୃତି ପ୍ରଦାନ ତଥା ଉତ୍ସାହିତ କରିବା ପାଇଁ ‘ସମ୍ବାଦ’ ଦ୍ବାରା ପ୍ରତିବର୍ଷ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ: ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ ନାମରେ ଏକ ଅଭିଯାନ ଆୟୋଜନ କରିଆସୁଛି । ଏହି କ୍ରମରେ ୨୦୨୫ ବର୍ଷ ପାଇଁ ଆୟୋଜିତ ହେବାକୁ ଥିବା ଏହି ଅଭିଯାନର ଲୋଗୋ ଉନ୍ମୋଚନ ଗତକାଲି ଏକ ସ୍ବତନ୍ତ୍ର ସମାରୋହରେ ସମ୍ବାଦ ଭବନ ପରିସରରେ ଅନୁଷ୍ଟିତ ହୋଇଯାଇଛି ।





#2025

14/11/2024
11/11/2024
11/11/2024

"Sambad - Odisha50"ରେ ଯୋଗଦେବା ଅବସରରେ କେନ୍ଦ୍ରାପଡା ଜିଲ୍ଲା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁ'ର ୬୪ ବର୍ଷୀୟା ମହିଳା ଶ୍ରୀମତୀ କମଳା ମହାରଣାଙ୍କୁ ସମ୍ମାନିତ କରିଥିଲି l

କମଳା ଦେବୀ ବର୍ଜ୍ୟବସ୍ତୁରୁ ଗାଲିଚା ସମେତ ବିଭିନ୍ନ ସୁନ୍ଦର ଘରୋଇ ଉପକରଣ ମାନ ପ୍ରସ୍ତୁତ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଯୋଗାଇ ଆସିଛନ୍ତି l

ସମାଜ ପ୍ରତି ତାଙ୍କର ଏହି ବିଶେଷ ଅବଦାନକୁ ପ୍ରଧାନମନ୍ତ୍ରୀଜୀ 'ମନ୍ କି ବାତ୍'ରେ ପ୍ରଶଂସା କରିଥିଲେ ଏବଂ ଗତ ରକ୍ଷାବନ୍ଧନରେ କମଳା ଦେବୀଙ୍କ ଦ୍ୱାରା ପ୍ରସ୍ତୁତ ରାଖୀ ମଧ୍ୟ ପିନ୍ଧିଥିଲେ l

୨୦୧୬ ମସିହାରେ କେତେଜଣ ମହିଳାଙ୍କୁ ନେଇ ଆରମ୍ଭ କରିଥିବା ଏହି କାର୍ଯ୍ୟକୁ ସେ ଆଜି ବ୍ୟାପକ କରିପାରିବା ସହ ସମଗ୍ର ଦେଶରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି l ତାଙ୍କର ଏହି କାର୍ଯ୍ୟ ରାଜ୍ୟର ଗ୍ରାମାଞ୍ଚଳ ସମେତ ସମଗ୍ର ନାରୀସମାଜ ପାଇଁ ପ୍ରେରଣାଦାୟୀ l

ଶୁଭ ଦୀପାବଳି
31/10/2024

ଶୁଭ ଦୀପାବଳି

ଶାରଦୀୟ ଦୁର୍ଗାପୂଜା ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
10/10/2024

ଶାରଦୀୟ ଦୁର୍ଗାପୂଜା ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

Address

Bhubanes

Alerts

Be the first to know and let us send you an email when Sambad Group posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambad Group:

Share