News SN

News SN Newssnodia is the most popular & top rated news Channel in Odisha . Get all the latest news and updates on newssnodia.com

18/07/2025

Sakalaraanuchinta newssnodia # Shortsvideo

ଅନଗୁଳ ଜିଲ୍ଲା ବିଜେପି ଯୁବ ନେତା ଚିତ୍ତ ରଞ୍ଜନ ଦାଶ ଙ୍କ କଡା ମନ୍ତବ୍ୟ.Newssnodia
16/07/2025

ଅନଗୁଳ ଜିଲ୍ଲା ବିଜେପି ଯୁବ ନେତା ଚିତ୍ତ ରଞ୍ଜନ ଦାଶ ଙ୍କ କଡା ମନ୍ତବ୍ୟ.
Newssnodia

ଭଉଣୀ ତୁମେ ସିନା ଚାଲି ଗଲ , ହେଲେ ଏ ଦୁନିଆକୁ ଗୋଟେ ମହାନ୍ ଶିକ୍ଷା ଦେଇ ଗଲ। ମରିଯିବ ପଛେ  ହେଲେ ଭୟରେ କେଉଁ ନର ରୁପି ରାକ୍ଷସ ଆଗରେ ନିଜକୁ କ...
16/07/2025

ଭଉଣୀ ତୁମେ ସିନା ଚାଲି ଗଲ , ହେଲେ ଏ ଦୁନିଆକୁ ଗୋଟେ ମହାନ୍ ଶିକ୍ଷା ଦେଇ ଗଲ। ମରିଯିବ ପଛେ ହେଲେ ଭୟରେ କେଉଁ ନର ରୁପି ରାକ୍ଷସ ଆଗରେ ନିଜକୁ କେବେବି ସମର୍ପି ଦିଅ ନାହିଁ .....

ତୁମର ଏ ବଳିଦାନ ବ୍ୟର୍ଥ ଯିବନି , କିନ୍ତୁ ତୁମକୁ ଏ ଦୁନିଆରେ କେଉଁ ମଣିଷ ନ୍ୟାୟ ଦେବ ନାହିଁ , ସେହି ଭଗଵାନ ନ୍ୟାୟ ଦେବେ , ଯେତେ ବେଳେ ସେ ନ୍ୟାୟ କରନ୍ତି ସେ ଦଣ୍ଡ ଦିଅନ୍ତି କେହି ତାଙ୍କ ଦଣ୍ଡରୁ ବଞ୍ଚିତ ହୁଅନ୍ତି ନାହିଁ , ସେ ଠିକ୍ ସମୟ ରେ ଦେବେ ସେ ରାକ୍ଷସକୁ ଆଉ ଯେଉଁ ମାନେ ସେ ରାକ୍ଷସକୁ ସମର୍ଥନ କରିଥିଲେ ଆଉ ଯେଉଁ ମାନେ ସବୁ ଜାଣି ଚୁପ୍ ରହି ଥିଲେ ........

ତୁମେ ସତରେ ମହାନ୍, ତୁମେ ଯେଉଁଠି ଥାଅ ଖୁସିରେ ରୁହ , ତୁମ ଆତ୍ମା ସଦଗତି କାମନା କରୁଛି 🙏🏻

Sanjukta behera



ଆସନ୍ତା କାଲି ଓଡ଼ିଶା ବନ୍ଦ୍  odisha bandh
16/07/2025

ଆସନ୍ତା କାଲି ଓଡ଼ିଶା ବନ୍ଦ୍
odisha bandh

 #ଆହୁରି ୪ ଦିନ ବର୍ଷା  #୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
16/07/2025

#ଆହୁରି ୪ ଦିନ ବର୍ଷା
#୧୯ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି


16/07/2025

ହାତ ଗୋଡ ବେଳେବେଳେ ଝିମଝିମ୍ କାହିଁକି ହୋଇଥାଏ
ଜାଣିବା


15/07/2025

Sakalaraanuchinta newssnodia

14/07/2025

ହନୁମାନ ଚାଳିଶା ପାଠ କଲେ କଣ ଫଳ ମିଳେ

chalisa patha

14/07/2025

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର




ଶ୍ରାବଣ ମାସର ପ୍ରଥମ ସୋମବାର.. ମହାଦେବ ସମସ୍ତଙ୍କର ମଙ୍ଗଳ କରନ୍ତୁ
14/07/2025

ଶ୍ରାବଣ ମାସର ପ୍ରଥମ ସୋମବାର.. ମହାଦେବ ସମସ୍ତଙ୍କର ମଙ୍ଗଳ କରନ୍ତୁ


13/07/2025

ବୋଲବମ୍ ଯାତ୍ରା ର
କାରଣ ଜାଣନ୍ତୁ


13/07/2025

ଭଲ ନୁହେଁ
ପେନ୍ କିଲର୍


Address

Bhubanes

Alerts

Be the first to know and let us send you an email when News SN posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News SN:

Share