Odisha Politics

Odisha Politics Official Page of Odisha Politics.

02/09/2024

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା।

ଓଡ଼ିଆ ଅସ୍ମିତା
26/08/2024

ଓଡ଼ିଆ ଅସ୍ମିତା

24/08/2024

ସରକାରୀ ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ, ମୁହଁ ଖୋଲିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ||

24/08/2024
23/08/2024

23/08/2024

ସସ୍ମିତ ପାତ୍ରଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କୁ ଏତେ ପ୍ରଶଂସା!
୧. ପାଣ୍ଡିଆନ ବାବୁଙ୍କ ନିର୍ଦେଶ
୨. ବିଜେପି ଅଭିମୁଖେ
ଉତ୍ତର ଆପଣଙ୍କର ?



Narendra Modi
Naveen Patnaik
Bharatiya Janata Party (BJP)
Biju Janata Dal Odisha

23/08/2024


ବିଜେଡି_ଦଖଲରେ_ରହିଲା_ନିମାପଡ଼ା_ଅଧ୍ୟକ୍ଷ_ପଦନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ...
20/08/2024

ବିଜେଡି_ଦଖଲରେ_ରହିଲା_ନିମାପଡ଼ା_ଅଧ୍ୟକ୍ଷ_ପଦ
ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ
ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ
ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ
ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପରେ ଯୋଡ଼ିହେବ ଆଉ ୬୩ଟି ସ୍କୁଲ । ଆର୍ଥିକ ବର୍ଷ ୨୦୨୨-୨୩ରେ ରାଜ୍ୟର ଆଉ ୧୭ଟ...
10/12/2021

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପରେ ଯୋଡ଼ିହେବ ଆଉ ୬୩ଟି ସ୍କୁଲ । ଆର୍ଥିକ ବର୍ଷ ୨୦୨୨-୨୩ରେ ରାଜ୍ୟର ଆଉ ୧୭ଟି ଜିଲ୍ଲାରେ ୬୩ଟି ଆଦର୍ଶ ବିଦ୍ୟାଳୟ ଖୋଲିବ।

‘ଅର୍ଥାଭାବରୁ କେହି ଚିକିତ୍ସାରୁ ବଞ୍ଚିତ ନ ହେଉ’ର  ଦୃଢ ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି BSKY କାର୍ଡ। ଏହି କାର୍ଡ ମାଧ୍ୟମର...
08/12/2021

‘ଅର୍ଥାଭାବରୁ କେହି ଚିକିତ୍ସାରୁ ବଞ୍ଚିତ ନ ହେଉ’ର ଦୃଢ ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି BSKY କାର୍ଡ। ଏହି କାର୍ଡ ମାଧ୍ୟମରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଥିବା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଣ୍ଠଶିଳ୍ପୀ ସୁନିତୀ ।

ବିଜ୍ଞାନକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ରାଜ୍ୟ ସରକାର, ସାଧାରଣ ଜୀବନରେ ବିଜ୍ଞାନର ଉପଯୋଗ ସହ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍...
08/12/2021

ବିଜ୍ଞାନକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ରାଜ୍ୟ ସରକାର, ସାଧାରଣ ଜୀବନରେ ବିଜ୍ଞାନର ଉପଯୋଗ ସହ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ନେଇଛନ୍ତି ଅନନ୍ୟ ପଦକ୍ଷେପ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର।

Address

Bhubanes

Telephone

9438097041

Website

Alerts

Be the first to know and let us send you an email when Odisha Politics posts news and promotions. Your email address will not be used for any other purpose, and you can unsubscribe at any time.

Share