Odia Film Critics

Odia Film Critics It's all about our love for odia cinema ❤️
Let's explore the Golden Era of odia cinema together

ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ସହ ଫେରୁଛନ୍ତି ଅନୁପମ ପଟନାୟକ (ନିର୍ବାହ ୨୧-୩୧ ଜୁଲାଇ)
28/07/2025

ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ସହ ଫେରୁଛନ୍ତି ଅନୁପମ ପଟନାୟକ (ନିର୍ବାହ ୨୧-୩୧ ଜୁଲାଇ)

ସ୍ମୃତି ଏକ ରୂପାଜହ୍ନ ~ ଅଶ୍ରୁମୋଚନ ମହାନ୍ତି (ସମ୍ବାଦ ୨୭ ଜୁଲାଇ)
27/07/2025

ସ୍ମୃତି ଏକ ରୂପାଜହ୍ନ ~ ଅଶ୍ରୁମୋଚନ ମହାନ୍ତି (ସମ୍ବାଦ ୨୭ ଜୁଲାଇ)

~ 'ଚାରିଧାମ'ରେ ପ୍ରଥମ ଥର ପାଇଁ ଅନୁଭବ-ଅନୁରାଧା ଯୋଡ଼ି~ 'ଶମ୍ଭୁ'ରେ ତମନ୍ନା ~ ପ୍ରିତମଙ୍କ ଫିଲ୍ମରେ ପ୍ରେମ ପରିଜା (ସମ୍ବାଦ ୨୭ ଜୁଲାଇ)
27/07/2025

~ 'ଚାରିଧାମ'ରେ ପ୍ରଥମ ଥର ପାଇଁ ଅନୁଭବ-ଅନୁରାଧା ଯୋଡ଼ି
~ 'ଶମ୍ଭୁ'ରେ ତମନ୍ନା
~ ପ୍ରିତମଙ୍କ ଫିଲ୍ମରେ ପ୍ରେମ ପରିଜା
(ସମ୍ବାଦ ୨୭ ଜୁଲାଇ)

~ ନିଆରା ପ୍ରେମ କାହାଣୀ 'ଛି ରେ ନନୀ'~ 'ବିନ୍ଦୁସାଗର'ରେ ପ୍ରକୃତି~ ପ୍ରମୋଦଙ୍କ ଛବିରେ ଅମ୍ଲାନ-ତୃପ୍ତି ମୀରମ୍ବିକା~ ଦିବ୍ୟା ଅଭିନୀତ 'ଫାର୍ଷ୍...
27/07/2025

~ ନିଆରା ପ୍ରେମ କାହାଣୀ 'ଛି ରେ ନନୀ'
~ 'ବିନ୍ଦୁସାଗର'ରେ ପ୍ରକୃତି
~ ପ୍ରମୋଦଙ୍କ ଛବିରେ ଅମ୍ଲାନ-ତୃପ୍ତି ମୀରମ୍ବିକା
~ ଦିବ୍ୟା ଅଭିନୀତ 'ଫାର୍ଷ୍ଟ ଲଭ' ଆଜି ଜୀ ସାର୍ଥକରେ
(ସମାଜ ୨୭ ଜୁଲାଇ)

'ଜୟହିନ୍ଦ'ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜଙ୍କ ସହ ସାକ୍ଷାତକାର (ନିତିଦିନ ୨୭ ଜୁଲାଇ)
27/07/2025

'ଜୟହିନ୍ଦ'ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜଙ୍କ ସହ ସାକ୍ଷାତକାର (ନିତିଦିନ ୨୭ ଜୁଲାଇ)

~ ଆସୁଛି ପ୍ରଯୋଜକ ଶିଳାଦିତ୍ୟଙ୍କ 'ବିନ୍ଦୁସାଗର'~ ଓଟିଟିରେ 'ତୃଷ୍ଣା'~ ମୁକ୍ତିଲାଭ କରିବ 'ଛି ରେ ନନୀ'~ ଚର୍ଚ୍ଚାରେ 'ଚାରିକାନ୍ଧ'(ନିତିଦିନ ୨...
27/07/2025

~ ଆସୁଛି ପ୍ରଯୋଜକ ଶିଳାଦିତ୍ୟଙ୍କ 'ବିନ୍ଦୁସାଗର'
~ ଓଟିଟିରେ 'ତୃଷ୍ଣା'
~ ମୁକ୍ତିଲାଭ କରିବ 'ଛି ରେ ନନୀ'
~ ଚର୍ଚ୍ଚାରେ 'ଚାରିକାନ୍ଧ'
(ନିତିଦିନ ୨୭ ଜୁଲାଇ)

~ ଅଗଷ୍ଟ ୧ରେ 'ଛି ରେ ନନୀ' (ଧରିତ୍ରୀ ୨୭ ଜୁଲାଇ)~ 'Chhi Re Nani' to release on Aug 1 (Orissa Post 27 July)~ ମୁମ୍ବାଇ ପ୍ରଯୋଜକଙ୍କ...
27/07/2025

~ ଅଗଷ୍ଟ ୧ରେ 'ଛି ରେ ନନୀ' (ଧରିତ୍ରୀ ୨୭ ଜୁଲାଇ)
~ 'Chhi Re Nani' to release on Aug 1 (Orissa Post 27 July)
~ ମୁମ୍ବାଇ ପ୍ରଯୋଜକଙ୍କ ଓଡ଼ିଆ ଫିଲ୍ମ 'ବିନ୍ଦୁସାଗର' (ପ୍ରମେୟ ୨୭ ଜୁଲାଇ)
~ ମେଲବର୍ନ ଚଳଚ୍ଚିତ୍ର ମହୋତ୍ସବ ଯିବ 'ଲହରୀ' (ପ୍ରମେୟ ୨୭ ଜୁଲାଇ)

~ ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ ନୂଆ ସିନେମା 'ଛି ରେ ନନୀ'~ 'ନିମ୍‌କି' ପରେ 'ଜୟହିନ୍ଦ୍'~ ଅରୁଣ ମନ୍ତ୍ରୀଙ୍କ ଦ୍ୱିଶତକ(ସମ୍ବାଦ ୨୬ ଜୁଲ...
26/07/2025

~ ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ ନୂଆ ସିନେମା 'ଛି ରେ ନନୀ'
~ 'ନିମ୍‌କି' ପରେ 'ଜୟହିନ୍ଦ୍'
~ ଅରୁଣ ମନ୍ତ୍ରୀଙ୍କ ଦ୍ୱିଶତକ
(ସମ୍ବାଦ ୨୬ ଜୁଲାଇ)

~ ଅଗଷ୍ଟ ୧ରେ 'ଛିରେ ନନୀ'~ 'ବିନ୍ଦୁସାଗର'ରେ ଦୀପନ୍ବିତ-ପ୍ରକୃତି ଏକାଠି ~ ଜୀ ସାର୍ଥକରେ 'ଫାର୍ଷ୍ଟ ଲଭ'(ସକାଳ ୨୪ ଜୁଲାଇ)
24/07/2025

~ ଅଗଷ୍ଟ ୧ରେ 'ଛିରେ ନନୀ'
~ 'ବିନ୍ଦୁସାଗର'ରେ ଦୀପନ୍ବିତ-ପ୍ରକୃତି ଏକାଠି
~ ଜୀ ସାର୍ଥକରେ 'ଫାର୍ଷ୍ଟ ଲଭ'
(ସକାଳ ୨୪ ଜୁଲାଇ)

~ ନୂଆ ସିନେମା 'ବିନ୍ଦୁସାଗର'~ କ୍ଷୁଦ୍ର ଚଳଚ୍ଚିତ୍ର 'ଚାରିକାନ୍ଧ' ପୁରସ୍କୃତ (ଧରିତ୍ରୀ ୨୪ ଜୁଲାଇ)
24/07/2025

~ ନୂଆ ସିନେମା 'ବିନ୍ଦୁସାଗର'
~ କ୍ଷୁଦ୍ର ଚଳଚ୍ଚିତ୍ର 'ଚାରିକାନ୍ଧ' ପୁରସ୍କୃତ
(ଧରିତ୍ରୀ ୨୪ ଜୁଲାଇ)

~ ଅଗଷ୍ଟ ୧ରେ ଆସୁଛି 'ଛି ରେ ନନୀ'~ ୨୭ ଜୁଲାଇରେ 'ଫାର୍ଷ୍ଟ ଲଭ'ର ଟିଭି ପ୍ରିମିୟର (ପ୍ରମେୟ ୨୩ ଜୁଲାଇ)
23/07/2025

~ ଅଗଷ୍ଟ ୧ରେ ଆସୁଛି 'ଛି ରେ ନନୀ'
~ ୨୭ ଜୁଲାଇରେ 'ଫାର୍ଷ୍ଟ ଲଭ'ର ଟିଭି ପ୍ରିମିୟର
(ପ୍ରମେୟ ୨୩ ଜୁଲାଇ)

~ 'ଚ୍ୟାଲେଞ୍ଜ'ରେ ପୁପିନ୍ଦର~ ଶୀତଲଙ୍କ ନୂଆ ସିନେମା 'ସ୍ପଟବୟ'~ ଅରୁଣ ମହାନ୍ତିଙ୍କ ଗୋଟିଏ ଫିଲ୍ମରେ ବର୍ଷା (ନିର୍ଭୟ 21 ଜୁଲାଇ)
21/07/2025

~ 'ଚ୍ୟାଲେଞ୍ଜ'ରେ ପୁପିନ୍ଦର
~ ଶୀତଲଙ୍କ ନୂଆ ସିନେମା 'ସ୍ପଟବୟ'
~ ଅରୁଣ ମହାନ୍ତିଙ୍କ ଗୋଟିଏ ଫିଲ୍ମରେ ବର୍ଷା
(ନିର୍ଭୟ 21 ଜୁଲାଇ)

Address

Bhubanes

Website

Alerts

Be the first to know and let us send you an email when Odia Film Critics posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Film Critics:

Share