Kanak News

Kanak News Kanak News is Odisha's leading 24x7 news and current affairs TV channel from Eastern Media Limited.
(8)

Odisha's largest media house that also publishes the daily 'Sambad'.

06/06/2026

‘ #ମିଛରେ_କରିଥିଲି
#ଯୌନ_ନିର୍ଯାତନା_କେସ୍’
ମହିଳା କାର୍ଡ ଖେଳି ବଦନାମ୍ କଲି, ମିଛରେ ଯୌନ ନିର୍ଯାତନା କେସ୍ କରିଥିଲି । ଏବେ ସତ କହି ଫସିଗଲେ 'ଅଙ୍ଗୁରୀ ଭାବି' ।

06/06/2026

#କାହିଁକି_ଭକ୍ତଙ୍କ_ପ୍ରିୟ_ମହାପ୍ରଭୁ?
ଜଗତର ନାଥ ଜଗନ୍ନାଥ ସାରା ସଂସାରର ନାୟକ । ସେ ଭକ୍ତଭତ୍ସଳ , ସେ ଭାବଗ୍ରାହୀ...ଜାଣନ୍ତୁ କାଳିଆ ସାଆନ୍ତଙ୍କ ସହ ଜଡ଼ିତ କିଛି ଅଜଣା କଥା ।

06/06/2026

୍କାରୁ_କୋଟିପତି!
ଦିନେ ରୋଜଗାର କରୁଥିଲେ ୪୦ ଟଙ୍କା । ଆଜି କୋଟି କୋଟି ସମ୍ପତ୍ତିର ମାଲିକ । କେମିତି ଫୈଜଲ୍ ଖାନ୍ ବନିଲେ ଖାନ୍ ସାର୍?

ବଲାଙ୍ଗୀରରେ ଜଳାଶୟକୁ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ, ମଝିରେ ଫସିଗଲେ ପୁଲିସ ଟିମ୍
06/06/2026

ବଲାଙ୍ଗୀରରେ ଜଳାଶୟକୁ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ, ମଝିରେ ଫସିଗଲେ ପୁଲିସ ଟିମ୍

ନ୍ୟୁଜ୍ Kanak

06/06/2026

ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର

06/06/2026

ିଲା_ରାସ୍ତା_ବନ୍ଦ_ହେଲା
ଢୁ ଢୁ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ଆଚାର୍ଯ୍ୟ ବିହାରରେ ପଡ଼ିଲା ଗଛ, ହେଲା ରାସ୍ତା ଅବରୋଧ

ଆପଣ ବି ବ୍ୟବହାର କରୁଛନ୍ତି କି ନନ୍-ଷ୍ଟିକ୍ ପ୍ରଡକ୍ଟ ? ସାବଧାନ,ଏଭଳି କାମ କରନ୍ତୁ ନାହିଁ ; ଚାଲିଯାଇପାରେ ଜୀବନ
06/06/2026

ଆପଣ ବି ବ୍ୟବହାର କରୁଛନ୍ତି କି ନନ୍-ଷ୍ଟିକ୍ ପ୍ରଡକ୍ଟ ? ସାବଧାନ,ଏଭଳି କାମ କରନ୍ତୁ ନାହିଁ ; ଚାଲିଯାଇପାରେ ଜୀବନ

ଏହି ନନ୍-ଷ୍ଟିକ୍ ପାତ୍ର ରୋଷେଇକୁ ଅଧିକ ସହଜ କରିଥାଏ । ଖାଦ୍ୟ ତଳପଟୁ ଲାଗୁନଥିବା କିମ୍ବା ଜଳୁନଥିବା ଯୋଗୁଁ ଏହା ପ୍ରତିଟି ଗୃହିଣୀଙ୍....

ସଉକିଆ ଯନ୍ତ୍ରୀଙ୍କ କୁବେର ଭଣ୍ଡାର, ସୁନାର ୩ ମୂର୍ତ୍ତି ସହ ଶହ ଶହ କୋଟିର ସମ୍ପତ୍ତି ଠାବ
06/06/2026

ସଉକିଆ ଯନ୍ତ୍ରୀଙ୍କ କୁବେର ଭଣ୍ଡାର, ସୁନାର ୩ ମୂର୍ତ୍ତି ସହ ଶହ ଶହ କୋଟିର ସମ୍ପତ୍ତି ଠାବ

ନ୍ୟୁଜ୍ Kanak

ଘୋଟିଆସିଲା କଳାହାଣ୍ଡିଆ ମେଘ, ଛାରଖାର ହେଲା ଜନତା ମଇଦାନ
06/06/2026

ଘୋଟିଆସିଲା କଳାହାଣ୍ଡିଆ ମେଘ, ଛାରଖାର ହେଲା ଜନତା ମଇଦାନ

ହଠାତ୍‌ ଘୋଟିଆସିଲା କଳାହାଣ୍ଡିଆ ମେଘ । କେଇ ମିନିଟ୍‌ରେ କାଳବୈଶାଖୀ ଛାରଖାର କରିଦେଲା ଜନତା ମଇଦାନକୁ । ଅନ୍ତର୍ଜାତୀୟ ଟ୍ରେଡ଼୍‌ ଫେ...

06/06/2026

ବାପ୍‌ରେ ବାପ୍‌....ଏ ବର୍ଷାରେ ଆଉ କିଛି ଦିଶୁନି

Address

Rasulgarh Industrial Estate, Industrial Area Estate, Rasulgarh, , Odisha
Bhubanes
751010

Alerts

Be the first to know and let us send you an email when Kanak News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kanak News:

Share

Category