Dharitri Odia News

Dharitri Odia News Get Worldwide Latest and Breaking News Updates on Dharitri Odia News.

27/07/2025

#ଓଡ଼ିଶା_ଚାଷୀଙ୍କ_ଭରସା_ଆନ୍ଧ୍ର_ସାର

ଗଜପତି ଜିଲ୍ଲାରେ ଚାଷୀଙ୍କୁ ମିଳିପାରୁନି ସାର । ଚଢା ଦରରେ ଆନ୍ଧ୍ରରୁ ସାର ଆଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

27/07/2025

#ଗାଁରେ_ପହଞ୍ଚିପାରିଲାନି_ଆମ୍ବୁଲାନ୍ସ #ଗର୍ଭ_ଯନ୍ତ୍ରଣାରେ_ଛଟପଟ_ଗର୍ଭବତୀ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତ୍ରର୍ଗତ ମହାକୂପା ଗାଁର ରଶ୍ମିତା ଶବରଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫୋନ୍ ପାଇ ଗାଁରେ ପହଁଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଷ୍ଟ୍ରେଚରରେ ବୁହା ହୋଇଥିଲେ ଗର୍ଭବତୀ ।

27/07/2025

ିଏ_ଛାଡ଼ିବେ_ଚିରାଗ_ପାସଓ୍ବାନ୍

ନିଜ ସରକାରଙ୍କ ବିରୋଧରେ ସ୍ବର ଉଠାଇଲେ LJP ମୁଖ୍ୟ ଚିରାଗ ପାସୱାନ। ଶନିବାର ପୁଣି ଥରେ ବିହାରରେ ନିଜ ଏନଡିଏ ସରକାର ଉପରେ ହିଁ ସେ ଉଠାଇଛନ୍ତି ପ୍ରଶ୍ନ । ସେ ବିହାର ପୋଲିସ ଏବଂ ପ୍ରଶାସନକୁ ଅଯୋଗ୍ୟ ବୋଲି କହିଛନ୍ତି ।

27/07/2025

#କାଲି_ସହଯୋଗୀ_ଆଜି_ଅମରେଶ୍_ଗିରଫ

ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଇତ୍ୟାଦି ଅଭିଯୋଗରେ ଅମରେଶଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ।
27/07/2025

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ।

27/07/2025

#ଚୋରା_ବନ୍ଧୁକ_କାରଵାରରେ_କମିଶନରେଟ_ପୋଲିସକୁ_ଵଡ_ସଫଳତା

କଟକ ମାଲଗୋଦାମ ଥାନା ଅଞ୍ଚଳରେ ଚଢାଉ କରି ପୋଲିସ ପାଞ୍ଚଟି ଵନ୍ଧୁକ,୧୩ରାଉଣ୍ଡ ଗୁଳି ଜବତ କରିଵା ସହ ଏହି ମାମଲାରେ ମୋଟ୍ ୬ଜଣଙ୍କୁ ଗିରଫ କରିଛି। ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିଵ ପୋଲିସ ।

27/07/2025

#ଗୋଟିଏ_ଛାତ_ତଳେ_ପୁଳା_ପୁଳା_ଚାକିରି

ବେରୋଜଗାର ହଟାଇବା ପାଇଁ ନୂଆ ପ୍ରୟାସ । ମିଳିବ ନିଜ ମନ ମୁତାବକ ଚାକିରି । ହଜାର ହଜାର ପିଲାଙ୍କ ଚାକିରି ଦେବାକୁ ନୂଆ ପ୍ଲାଟଫର୍ମ ଆରମ୍ଭ କରିଛି ଆରସିଏମ କଲେଜ ।

ଧରିତ୍ରୀ କାର୍ଟୁନ
27/07/2025

ଧରିତ୍ରୀ କାର୍ଟୁନ

26/07/2025

#ଉତ୍କଳ_ବିଶ୍ୱବିଦ୍ୟାଳୟରେ_କାର୍ଗିଲ୍_ବିଜୟ_ଦିବସ_ପାଳିତ

ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଗିଲ୍ ବିଜୟ ଦିବସ ପାଳିତ । ଏହି ଅବସରରେ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା ।

26/07/2025

#କାର୍ଗିଲ୍_କାହାଣୀ_କହିଲେ_ରି_ଓ୍ବିଙ୍ଗ୍_କମାଣ୍ଡର_ଡ_ରାଜେଶ_ନିଗମ୍

ଆଜି ହେଉଛି କାର୍ଗିଲ୍ ବିଜୟ ଦିବସ । ଆଜିର ଦିନକୁ ମନେ ପକାଇ ଭାରତୀୟ ଏୟାରଫୋର୍ସର ବୀରତ୍ବ ବଖାଣିଲେ ଓ୍ବିଙ୍ଗ୍ କମାଣ୍ଡର ଡ. ରାଜେଶ ନିଗମ୍ ।

26/07/2025

#କାର୍ଗିଲ୍_ଯୁଦ୍ଧରେ_ସ୍ୱାମୀଙ୍କୁ_ହରାଇ_ଚୁପ୍_ହୋଇଯାଇଥିଲି #ସହିଦଙ୍କ_ଧର୍ମପତ୍ନୀ

ଆଜି ହେଉଛି କାର୍ଗିଲ୍ ବିଜୟ ଦିବସ। ଆଜିର ଦିନକୁ ମନେ ପକାଇଲେ ଭାବବିହ୍ବଳ ହେଲେ ସହିଦଙ୍କ ଧର୍ମପତ୍ନୀ ନିବେଦିତା ମଲ୍ଲିକ।

Address

Bhubanes

Alerts

Be the first to know and let us send you an email when Dharitri Odia News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dharitri Odia News:

Share