Kamyab TV

Kamyab TV good
(3)

22/11/2025

ଓଡିଶା ମାଟିରେ ପ୍ରବାସୀ ଓଡ଼ିଆଙ୍କ - ସୃଜନୀ ସୁହୃଦ୍ ସମାବେଶ ।।
====================
ସୃଜନୀ ପରିବାର (ଚେନ୍ନାଇ) ଆନୁକୁଲ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କ ସୃଜନୀ ସୁହୃଦ୍ ସମାବେଶ ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ସମାବେଶରେ ଆମେରିକାର ପ୍ରବାସୀ ଓଡ଼ିଆ ସାହିତ୍ୟିକା ତଥା ସମାଜସେବି ଶ୍ରୀମତୀ ଚନ୍ଦ୍ରା ମିଶ୍ରଙ୍କୁ "ସୃଜନୀ ସୁହୃଦ୍ ସମ୍ମାନ" ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

21/11/2025

ମା ତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

21/11/2025

ଶିଳ୍ପନଗରୀ ଝାରସୁଗୁଡ଼ା ସହରରେ ରାସ୍ତା ଅବରୋଧ କରିଥିବା ଦୋକାନ ଗୁଡ଼ିକୁ ଉଛେଦ କରା ଯାଉଛି

21/11/2025

ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ବ୍ଲକ ସ୍ଥରୀୟ ମଛ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛି |

21/11/2025

ତାଳଚେର କଣିହାଁ ସ୍ଥିତ NTPC ପାୱାର ପ୍ଲାଣ୍ଟ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

21/11/2025

ମାଟିଆବେଡା ଆଶ୍ରମ ସ୍କୁଲ୍ ରେ ଏକ ଛାତ୍ର ର ମୃତ୍ୟୁ ।.

21/11/2025

-ପୁଲିସର ବଡ଼ ସଫଳତା ଆତଙ୍କ ଖେଳାଉ ଥିଲେ ବାଇକ ଚୋର : ୬ ଅଭିଯୁକ୍ତ ଗିରଫ ୯ ଟି ବାଇକ୍ ଉଦ୍ଧାର

20/11/2025

ସୁଭଦ୍ରା କେନ୍ଦ୍ରୀୟ ବିଦ୍ୟାଳୟ ର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛି ପ୍ରଶାସନ

20/11/2025

ଗାଡ଼ି ଘରେ ଥିଲେ ମଧ୍ୟ ଚାଲାଣ କାଟୁଛନ୍ତି ଅନୁଗୋଳ ଆର୍.ଟି.ଓ

20/11/2025

ବର୍ତ୍ତିନି ଗ୍ରାମର 132 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ।

20/11/2025

ଜାତୀୟ ପ୍ରେସ ଦିବସ ଅବସରରେ ତାଳଚେର ୱାରକିଙ୍ଗ ଜର୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଫୋର୍ଥ ପିଲର ଆୱାର୍ଡ଼ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

20/11/2025

-କୁଷ୍ଠ ଓ ଗୋଦର ନିରାକରଣ ପାଇଁ ଦୁଇ ଦିନିଆ ତାଲିମ ଶିବିର

Address

ODISHA
Bhubaneswar
750010

Alerts

Be the first to know and let us send you an email when Kamyab TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kamyab TV:

Share