ASPN News

ASPN News Advanced System for Public News
Odisha's most Growing web news portal.
(3)

20/08/2026

ଓଡିଶା ଲୋକଙ୍କ ହକ ନେବାକୁ ଦେବୁନି, ଆବଶ୍ୟକ ପଡିଲେ ଘର ଘର ବୁଲିବୁ ଲୁଟେରା ସରକାରକୁ ଗାଦୀରୁ ଫୋପାଡ଼ି ଦେବୁ |

20/08/2026
20/08/2026

#ବିରୋଧୀ_ନେତା_ସାମଧାନର_ବାଟ_ବାହାର_କରନ୍ତୁ_ଭ୍ରମିତ_କରନ୍ତୁ_ନାହିଁ
ବିଜେଡି ନେତାଙ୍କୁ ମନ୍ତ୍ରୀଙ୍କ ଜବାବ
ଓଡିଶା ତିଆରି ବେଳେ ଆମେ ମଧ୍ୟ ସାଥିରେ ଥିଲୁ, ତୁମର ଓଡିଶା ପାଇଁ ଯେତିକି ଚିନ୍ତା ଆମର ମଧ୍ୟ ଅଧିକା ଚିନ୍ତା ଅଛି |


20/08/2026

୧୨ ବର୍ଷ ହେଲା ଘୋଷଣା, କେବେ ହେବ କାର୍ଯ୍ୟକାରୀ?

୧୨ ବର୍ଷ ହେଲା ଖାଲି ଘୋଷଣା ପରେ ଘୋଷଣା ହେଉଛି, କିନ୍ତୁ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠୁଛି। ପ୍ରଥମେ ଘୋଷଣାକୁ କାର୍ଯ୍ୟକାରୀ କରନ୍ତୁ, ତା’ପରେ ହିଁ ଲୋକେ ପ୍ରକୃତ ଲାଭ ପାଇପାରିବେ। ପଇସା ନେଇଗଲା ପରେ ଲାଭ ମିଳିବ କି ନାହିଁ—ଏହା ହିଁ ଏବେ ବଡ଼ ପ୍ରଶ୍ନ।
ଘୋଷଣା ନୁହେଁ, କାର୍ଯ୍ୟକାରୀ ହେଉ—ତେବେ ଲୋକଙ୍କୁ ମିଳିବ ପ୍ରକୃତ ଲାଭ।

#ଓଡ଼ିଶା #ରାଜନୀତି #ଓଡ଼ିଆନ୍ୟୁଜ୍

20/08/2026

କେହି କାହା କଥା ଶୁଣିବା ଅବସ୍ଥାରେ ନାହାନ୍ତି, ଯିଏ ଭୁଲ କରିବ ସିଏ ଦଣ୍ଡ ପାଇବ |

20/08/2026

ସରକାରକୁ ବଦନାମ କରିବା ପାଇଁ ଗୋଟେ ଶକ୍ତି କାମ କରୁଛି |
ଶକ୍ତି ନାରେ ବିଜେଡିକୁ ଟାର୍ଗେଟ |

20/08/2026

ଲକ୍ଷେ କୋଟି ଖାଇକି ଗାଲୁଆମୀ | ASPN News

20/08/2026

#ଭୁଲଭୁଲେୟା_ରାମ_ମନ୍ଦିର_ଚୋରି
କଂଗ୍ରେସର ଅଭିଯୋଗ—ମନ୍ଦିର ନିର୍ମାଣ ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ହୋଇଥିବାରୁ ଚାନ୍ଦା ସମ୍ପର୍କିତ ଅଭିଯୋଗର ନୈତିକ ଦାୟିତ୍ୱ ନେଇ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏଥିସହ ଅଭିଯୁକ୍ତମାନଙ୍କ ବିରୋଧରେ ପୁନଃ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।


19/08/2026

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ନେଇଗଲେ, ନବୀନ ଓ ଭକ୍ତଙ୍କ ଦମ ଅଛି...!!
ଗଣଆନ୍ଦୋଳନ କରିବାକୁ |

Address

Bhubaneswar

Alerts

Be the first to know and let us send you an email when ASPN News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ASPN News:

Shortcuts

Share