Kendrapara Breaking News

Kendrapara Breaking News Contact information, map and directions, contact form, opening hours, services, ratings, photos, videos and announcements from Kendrapara Breaking News, Media/News Company, Bhubaneswar.

ସମୃଦ୍ଧ ସଂସ୍କୃତି,ଐତିହ୍ୟ,ପର୍ଯ୍ୟଟନ ଓ ଉପକୂଳ ସମ୍ଭାର ସହ ଭିତର କନିକା କୁ ନେଇ ଗର୍ବ କରିବା ଆଜି ଇତିହାସ

ଅବହେଳା,ଦୁର୍ନୀତି ଆଉ ଦାଦନ କଳଙ୍କ ରେ ବନ୍ଧା କେନ୍ଦ୍ରାପଡ଼ା ର ମୁକ୍ତି ପାଇଁ ସମ୍ୟକ ପ୍ରଚେଷ୍ଟା #କେନ୍ଦ୍ରାପଡ଼ା_ବ୍ରେକିଙ୍ଗ_ନିୟୁଜ l
KENDRAPARA BREAKING NEWS


Contact -- 7008440350

11/09/2026
11/09/2026

Presented President Putin with a Russian translation of the Thirukkural, which carries the eternal wisdom of the great Thiruvalluvar across languages and borders.

11/09/2026

କାଗଜ କଲମ ରେ ମୁଁ ବିଜେଡି ରେ ଅଛି

ପାଟକୁରା ର ସେବା ଅର୍ଥାତ ବିକାଶ ମୂଳକ କାର୍ଯ୍ୟ ପାଇଁ ଲାଗିଛି

11/09/2026

ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ । ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ପିଛା କରିଥିଲା । ପରେ ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱର STS ବିଭାଗରେ କାର୍ଯ୍ୟରତ ।

11/09/2026

ଧରାପଡ଼ିବା ପରେ ମୁହଁରେ ରୁମାଲ ବାନ୍ଧି ମୁହଁ ଓ ବୁନିୟାଦୀ ର ଛଳନା କୁ ଲୁଚାଉଛନ୍ତି ଭିଜିଲାସନ୍ସ କବ୍ଜା ରେ ପଡି ଥିବା ବାବୁ

11/09/2026

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇ ଭୁବନେଶ୍ୱର ଏସଟିଏସ ବିଭାଗର ଦୁଇ ଅଡିଟ୍ ଅଫିସର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ଅଟକ ରଖାଯାଇଛି।
ସେମାନଙ୍କ ଗାଡ଼ିରୁ ୫ ଲକ୍ଷ ୨୦ ହଜାର ଏବଂ ବାରିପଦା ସ୍ଥିତ ଏକ ହୋଟେଲ ରୁମ୍‌ରୁ ୯ ଲକ୍ଷ ଟଙ୍କା ସହ ସମୁଦାୟ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍।

11/09/2026

ଭୋଟ ହାତେଇବା ପାଇଁ ଟଙ୍କା ଯାଚିଲେ ଟ୍ରମ୍ପ

10/09/2026

ପଟ୍ଟାମଣ୍ଡାଇ ବ୍ଲକ୍ ବଡ଼ପଡା ପଞ୍ଚାୟତ ରେ ମିନି ଷ୍ଟାଡିୟମ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ ଙ୍କୁ ବିରୋଧ l

ସାଂସଦ ଙ୍କ ଅନୁପସ୍ଥିତ ରେ ହେଉଥିବା ସରକାରୀ କାର୍ଯ୍ୟକ୍ରମ ଓ ଉଦଘାଟନ ଆଦି କାର୍ଯ୍ୟକ୍ରମ ରେ ସାରା ଜିଲ୍ଲାରେ ବିଜେପି ର ଶକ୍ତି, ସାମର୍ଥ୍ୟ ଓ ସରକାରୀ ଦଳ, କଳ ର ଜବରଦସ୍ତ ଉପସ୍ଥିତି ଜାହିର ପାଇଁ ସ୍ଥାନୀୟ ବିଜେପି ନେତା, କର୍ମୀ ଓ କର୍ମକର୍ତ୍ତା କରୁଛନ୍ତି ଶକ୍ତି ପ୍ରଦର୍ଶନ l

ଯେମିତି କି ବିଜେପି ପାଟକୁରା, ଡେରାବିଶ ରେ କରିଥିଲା ଶକ୍ତି ପ୍ରଦର୍ଶନ l

ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ଫିଲଡ଼ ଉପରେ ଜାରୀ ରହିବ ଶକ୍ତି ପ୍ରଦର୍ଶନ l












10/09/2026

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ କୋର୍ଟ ର କିରାଣୀ।
ଦୁଇଟି ଏନ୍ ବି ଡବ୍ଲୁ ମାମଲାରେ ଲାଘବ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ମାଥିଲି JMFC କୋର୍ଟର ବରିଷ୍ଠ କିରାଣୀଙ୍କୁ ଅଚ୍ୟୁତ କୁମାର ପ୍ରଧାନ ଙ୍କୁ ଧରିଲା ଭିଜିଲାନ୍ସ ।

10/09/2026

Odisha Investors’ Meet – UAE 2026 marks a significant step in strengthening Odisha’s global investment partnerships and expanding its presence on the international business landscape.

Ongoing engagements with UAE-based industry leaders are creating new opportunities for investment, trade and industrial growth, while further accelerating infrastructure development across the state. Together, we are building a prosperous, investment-ready and industrially advanced Odisha.

Address

Bhubaneswar

Website

Alerts

Be the first to know and let us send you an email when Kendrapara Breaking News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share