Utkal news live

Utkal news live ଅନ୍ୟାୟ ଅନୀତି ବିରୁଦ୍ଧ ରେ ସତ୍ୟର ସ୍ୱର...।
(2)

19/08/2026

ଜାତୀୟ ରାଜପଥ ଧସିବା ପଛରେ କମ୍ପାନୀ କୁ ଦାୟୀ କରି କମ୍ପାନୀ କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି...l

16/08/2026

୫୦ ଫୁଟ ରୁ ଉର୍ଦ୍ଧ୍ୱ ତଳକୁ ଧସିଲା ୫୩ ନଂ ଜାତୀୟ ରାଜପଥ...। #ମହାକାଳପଡ଼ା #କେନ୍ଦ୍ରାପଡ଼ା

12/08/2026

କ୍ଷୟ କ୍ଷତି ଆକଳନ ପାଇଁ ଚାଷୀ ଙ୍କ ଦାବି, ନିଦା ବିଷ୍ଣୁ ସାଜିଛି କୃଷିବିଭାଗ..।

11/08/2026

୪ ଜଣ ମୋବାଇଲ ଲୁଟେରା ଗିରଫ,୧୦ ମୋବାଇଲ ଜବତ...।

08/08/2026

ଗାଁ ପୋଖରୀ ପୁନଃଉଦ୍ଧାର ପାଇଁ ଗ୍ରାମ ବାସୀ ଙ୍କ ଜଳ ସତ୍ୟାଗ୍ରହ..।

07/08/2026

ଦାବି ପୂରଣ ପାଇଁ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଙ୍କ ଧାରଣା..।

05/08/2026

ସମୟ ବଢୁଛି କାର୍ଯ୍ୟ ସରୁନାହିଁ//ନଦୀବନ୍ଧ ରାସ୍ତା ପାଇଁ ଖର୍ଚ ହେଉଛି କୋଟି କୋଟି ଟଙ୍କା..।

30/07/2026

ବୈତରଣୀ ନଦୀ ରେ ପ୍ରବାହିତ ହେଲା ବନ୍ୟାଜଳ, ବନ୍ୟା ଜଳ ଦେଖିବା ପାଇଁ ଲୋକଙ୍କ ଭିଡ...l

28/07/2026

ଲାଗୁ ହେଉନାହିଁ ବଦଳୀ ବ୍ୟବସ୍ତା, ଚେର ଲମ୍ବେଇ ବସିଛି ଦେବେନ୍ଦ୍ର ବଳ..।

24/07/2026

ତୁଳସୀକ୍ଷେତ୍ର ରେ ଜନ୍ମବେଦୀ ରୁ ଝୁଲି ଝୁଲି ରଥରେ ବିଜେ କଲେ ତିନି ଠାକୁର..।

Address

Bhubaneswar

Telephone

+919583002628

Website

Alerts

Be the first to know and let us send you an email when Utkal news live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share