Asish Samal Fans

Asish Samal Fans Who Like's Asish Samal

08/08/2025
07/08/2025
21/07/2025

ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକା ଜଣକ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।

18/07/2025
17/07/2025

ପାଓ୍ଵାର ବିକଳିଆ ଅଥୟ ରାଜନେତା,
ମ୍ଯାନେଜମେଣ୍ଚ ଅଭାବି ସରକାରୀ କଳ ଅସହାୟ ଜନତା।
ଧର୍ମକୁ ମାରନ୍ତି ଆଖିଠାର।

17/07/2025

ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।🙏🙏

Address

New Forest Park
Bhubaneswar

Alerts

Be the first to know and let us send you an email when Asish Samal Fans posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Asish Samal Fans:

Share