Durniti LIVE

Durniti LIVE https://www.facebook.com/DURNITILIVE

ଆଉ ସହି ହେବ ନାହିଁ ...
(1)

14/01/2026

ଲଙ୍ଗଳା ହେଲା ନିଶା ମହାରଣା, କିଳା ନେଲେ ସବ-କଲେକ୍ଟର ଙ୍କ ସହିତ ପୋଲିସ କର୍ମଚାରୀ ଓ଼ ଆୟୋଜକ

13/01/2026

ଦେବୀନଦୀ ଶାଖା ବିଲୁଆ ଖାଇ ନଦୀ ଘଡିମୂଳ ନାରାୟଣୀ କଡ଼ରୁ ସହ ସହ ଟ୍ରିପ ବାଲି,ମାଟି ତାଡିନେଲେ ମାଫିଆ |

11/01/2026

ମଣ୍ଡି ରେ ଚାଷୀଙ୍କୁ ଶୋଷଣ। ଲୁଟ୍ ର ଶିକାର ହେଇଛନ୍ତି ଚାଷୀ।

11/01/2026

ବିଦ୍ୟାଳୟ ରେ କବାଡି ଖେଳୁଥିବା ବେଳେ ଆହତ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ।

11/01/2026

କେନ୍ଦୁଝର ସ୍ଥିତ ସାଇ ବାବା ମନ୍ଦିର ରେ କଳା କନା ବୁଲାଇଲେ ଚୋର

05/01/2026

ଛାତ୍ର ଛାତ୍ରୀ ଙ୍କୁ ଖରାପ ଖାଦ୍ୟ ଦେଇ ଶିକ୍ଷକ ଖାଉଛନ୍ତି ଭଲ ଖାଦ୍ୟ। ବିଦ୍ୟାଳୟ ରେ ତାଲା ପକାଇଲେ ଛାତ୍ର ଛାତ୍ରୀ।

05/01/2026

ଧାନ କିଣା ବନ୍ଦ ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ।

03/01/2026

ସିସିଟିଭିରେ କଳା ରଙ୍ଗ ବୋଳି ଗହଣା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ |

03/01/2026

ମାଟି ଚୋରି କରିନେଇଯାଉଥିବା ବେଳେ ନମ୍ବର ବିହୀନ ଟ୍ରାକ୍ଟର ଜବତ |

31/12/2025

ଝାଡ଼ଗାଁ ନିକଟରୁ ଅଜଣା ମୃତ୍ୟୁ ଦେହ ଉଦ୍ଧାର ଘଟଣା ର ପର୍ଦ୍ଦାଫାଶ, ଦୁଇ ଜଣକୁ ଗିରଫ କଲା ପୋଲିସ୍।

30/12/2025

ବାଂଲାଦେଶ ରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ମଶାଲ ଶୋଭାଯାତ୍ରା କଲେ ବଡ଼ବିଲ ବାସୀ

30/12/2025

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟଳୟ ଘେରାଉ ସମୟରେ ପୋଲିସ ସହିତ ଧସ୍ତାଧସ୍ତି l

Address

Bhubaneswar
751002

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 2pm

Telephone

+919938883859

Alerts

Be the first to know and let us send you an email when Durniti LIVE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Durniti LIVE:

Share