31/08/2026
କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ ହେଲେ ପୌର ଅଧିକାରୀ ଓ କର୍ମଚାରୀ
କୋରାପୁଟ ପୌର ପରିଷଦର ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଲା ସମ୍ମାନ। ନିଜ ନିଜ କାର୍ଯ୍ୟରେ ଉତ୍କୃଷ୍ଟ ଦକ୍ଷତା ଓ ଅବଦାନ ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ମଞ୍ଚରେ ସେମାନଙ୍କୁ ସମ୍ମାନିତ କରାଯାଇଛି। ପୌର ପରିଷଦର ବିକାଶ ଓ ସହରବାସୀଙ୍କୁ ଉନ୍ନତ ସେବା ପ୍ରଦାନରେ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ଏହି ଅବସରରେ ପ୍ରଶଂସା କରାଯାଇଛି। 👏
📍 କୋରାପୁଟ | ସ୍ୱାୟତ୍ତ ଶାସନ ଦିବସ