Supar Odisha Live

Supar Odisha Live ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କ ଭିଡ ଭିତରେ ସତ ଖୋଜୁଛି ଦର୍ଶକ,

06/07/2023

ଓଡ଼ିଆ ଚଳଚ୍ଚିତ୍ର ରେ ହରିଜନ କହି ଅପମାନିତ କରାଯାଇଥିବା ନେଇ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏଇ ଭିଡ଼ିଓ ରେ ଭାଇ ଜଣକ କ'ଣ କହୁଛନ୍ତି ଶୁଣନ୍ତୁ

01/11/2022

ହିମାଚଳ ରୁ ଶୁଣନ୍ତୁ ପ୍ରିୟଙ୍କା ଗାନ୍ଧୀ ଙ୍କ ଭାଷଣ !! Himachal Pradesh _mandi _Himachal Election

01/11/2022

"ଗୁଜୁରାଟରେ 141 ଜଣଙ୍କର ମୃତ୍ୟୁ ହୋଇଛି, ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ ଅଛନ୍ତି" - Supriya Shrinate

31/10/2022

ଧର୍ମ ଜଗତରୁ ଶେଷ ହେବ କି? ଜାଣନ୍ତୁ Shashank Tyagi ଙ୍କ ଏହି ଏପିସୋଡ ରୁ !

31/10/2022

ରାଜେନ୍ଦ୍ର ପାଲ ଗୌତମ ଙ୍କୁ ହତ୍ୟା ଧମକ, ୟାକୁ ନେଇ ନିଜେ ରାଜେନ୍ଦ୍ର ପାଲ ଗୌତମ କଣ କହିଲେ ଶୁଣନ୍ତୁ,

ସୋସିଆଲ ମିଡିଆରେ dhruv rathee ଙ୍କ ଦ୍ୱାରା ଲିଖିତ ପୋଷ୍ଟ!ଗାଇ ର ଧକ୍କା ହେତୁ ନୂଆ ଟ୍ରେନ୍ ଭାଙ୍ଗିଗଲା।ନଡ଼ିଆ ପଡିଜିବାରୁ ନୂଆ ରାସ୍ତା ଭାଙ୍...
31/10/2022

ସୋସିଆଲ ମିଡିଆରେ dhruv rathee ଙ୍କ ଦ୍ୱାରା ଲିଖିତ ପୋଷ୍ଟ!
ଗାଇ ର ଧକ୍କା ହେତୁ ନୂଆ ଟ୍ରେନ୍ ଭାଙ୍ଗିଗଲା।
ନଡ଼ିଆ ପଡିଜିବାରୁ ନୂଆ ରାସ୍ତା ଭାଙ୍ଗିଗଲା |
ଦୁଇ ଜଣଙ୍କ ଝୁଲିବା କାରଣରୁ ନୁଆ ନବନିର୍ମିତ ବ୍ରିଜ ଭାଙ୍ଗିଗଲା

ଏହା ଦୁର୍ନୀତି ନୁହେଁ ତେବେ କ’ଣ?

29/10/2022

ପବନ ଖେଡା କାଶ୍ମୀର ପଣ୍ଡିତଙ୍କ ଅତ୍ୟାଚାର କୁ ନେଇ ମୋଦି ଓ ବିଜେପି ନେତାଙ୍କ ଉପରେ ଲଗେଇଲେ ବଡ ଆରୋପ !

25/10/2022

ଦେଖନ୍ତୁ "Safari world" ର ମଜାଦାର ସର୍କସ୍ ହସି ହସି ଗଡି ଯିବେ

ସମସ୍ତ ଦେଶବାସୀଙ୍କୁ ଦିୱାଲୀ ଶୁଭେଚ୍ଛା |  ଏହି ପବିତ୍ର ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ |    ...
24/10/2022

ସମସ୍ତ ଦେଶବାସୀଙ୍କୁ ଦିୱାଲୀ ଶୁଭେଚ୍ଛା | ଏହି ପବିତ୍ର ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ |

କେହି କହିବେ କି?75,000 ଯେଉଁମାନେ ନିଯୁକ୍ତି ପତ୍ର ପାଇବେ,ତାଙ୍କର ପରୀକ୍ଷା କେବେ, ଫଳାଫଳ କେବେ ଆସିଲା? ସେମାନଙ୍କୁ ନିଯୁକ୍ତି କରାଯାଇଛି ଏବଂ...
22/10/2022

କେହି କହିବେ କି?75,000 ଯେଉଁମାନେ ନିଯୁକ୍ତି ପତ୍ର ପାଇବେ,ତାଙ୍କର ପରୀକ୍ଷା କେବେ, ଫଳାଫଳ କେବେ ଆସିଲା? ସେମାନଙ୍କୁ ନିଯୁକ୍ତି କରାଯାଇଛି ଏବଂ ପୋଷ୍ଟିଂ କରାଯାଇଛି ନା ଆଜି ସେମାନଙ୍କର ନିଯୁକ୍ତି ପତ୍ର ପାଇବା ପରେ ପୋଷ୍ଟିଂ କରାଯିବ?କେହି ଏହି ପ୍ରଶ୍ନ ପଚାରୁଛନ୍ତି କି?

22/10/2022

16 କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ବର୍ତ୍ତମାନ 75 ହଜାର ମେଳାର ଆୟୋଜନ କରାଯାଉଛି _ ପବନ ଖେଡା _

Address

Bhubaneswar
750017

Alerts

Be the first to know and let us send you an email when Supar Odisha Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Supar Odisha Live:

Share