Ganjam Khandasala

Ganjam Khandasala Contact information, map and directions, contact form, opening hours, services, ratings, photos, videos and announcements from Ganjam Khandasala, Digital creator, Bhubaneswar.

ଆହେ ମଣିମା, ମହାପୁରୁ ବଡ଼ସିଂହାର ଦ୍ରଶନଟା ଆଜ ବଡ଼ ଭଲ ହେଲା ହେ l ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ🙏
18/04/2026

ଆହେ ମଣିମା, ମହାପୁରୁ ବଡ଼ସିଂହାର ଦ୍ରଶନଟା ଆଜ ବଡ଼ ଭଲ ହେଲା ହେ l ଶୋଭା ବଡ଼ସିଂହାର ବେଶ ହେ ରାଧାଈଶ🙏

କିଏ କେତେ ନବ କୁହ l ଇଲାଗେ ସରିଯିଅ ପ୍ରାୟ l ଗୋବର୍ଦ୍ଧନ ଝଟା l ବିଶା ତିନି କୋଡ଼ି-ଧାଇଁ ଆସ ମାଡ଼ି😀( ଗୋବର୍ଦ୍ଧନ ଝଟା ବୋଇଲେ କିଅଣ କାଇଁ କଇଲେ ...
18/04/2026

କିଏ କେତେ ନବ କୁହ l ଇଲାଗେ ସରିଯିଅ ପ୍ରାୟ l
ଗୋବର୍ଦ୍ଧନ ଝଟା l ବିଶା ତିନି କୋଡ଼ି-ଧାଇଁ ଆସ ମାଡ଼ି😀

( ଗୋବର୍ଦ୍ଧନ ଝଟା ବୋଇଲେ କିଅଣ କାଇଁ କଇଲେ ଦେଖିଆ l ରାଇଟୁ କଇଲେ ଆହିଁରୁ ପାଉଟେ ମାହାଳିଆ👍)

18/04/2026

ଅତି ସରଳ ହେଲେ ବିଶ୍ବେ ବିରଳ ଏହି ସ୍ବାଦ l ଆହା😍

17/04/2026

ଚଲହା...😍

14/04/2026

ଜୀବନରେ କେବଳ ଉଦରର କ୍ଷୁଧା ନାହିଁ, ଚକ୍ଷୁର ମଧ୍ୟ କ୍ଷୁଧା ଅଛି l ଚକ୍ଷୁର କ୍ଷୁଧା ପ୍ରାଣକୁ ସ୍ପନ୍ଦିତ କରେ, ହୃଦୟକୁ ତଲ୍ଲୀନ କରେ, ଆପ୍ଲୁତ କରେ l

ଆଉ ଆମ ବାସୀଙ୍କ ପାଇଁ ଦଣ୍ଡନାଟ ବେଳର ଏ ଦୃଶ୍ୟ ପାଇଁ ଯେଉଁ ବ୍ୟାକୁଳତା, ତାହା ଅନୁଭବୀର ଅନୁଭବ କେବଳ l

ଶ୍ରୀ ଶ୍ରୀ କଳାରୁଦ୍ରମଣିଙ୍କି ଭଜ ହେ🙏

ନମସ୍କାର । ପବିତ୍ର ମେରୁ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ଶୁଭାଭିବାଦନ 🙏
14/04/2026

ନମସ୍କାର । ପବିତ୍ର ମେରୁ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ଶୁଭାଭିବାଦନ 🙏

13/04/2026

ଦଣ୍ଡନାଟ ପ୍ରସାଦର ତାତ୍ବିକ ମହତ୍ତ୍ବ🙏

12/04/2026

ଜଗତର ମଙ୍ଗଳ ହେଉ, ପାପ-ତାପ ନାଶ ଯାଉ, ରୋଗ-ଶୋକ ଦୂର ହଉ, ଶ୍ରୀ ଶ୍ରୀ କଳାରୁଦ୍ରମଣିଙ୍କି ଭଜ ହେ🙏

ମୋବାଇଲି ଦରାଣ୍ଡୁ ଦରାଣ୍ଡୁ ଏ ପୁରୁଣା ପେଏପର କାଟିଂ (Paper cutting)ଟା ପାଇଲି ତ, ଦେଇ ପକେଇଲି😀
11/04/2026

ମୋବାଇଲି ଦରାଣ୍ଡୁ ଦରାଣ୍ଡୁ ଏ ପୁରୁଣା ପେଏପର କାଟିଂ (Paper cutting)ଟା ପାଇଲି ତ, ଦେଇ ପକେଇଲି😀

ଉତ୍କଳ ଦିବସେ ଉତ୍ତମ ଭୋଜନ ସନ୍ଦର୍ଶନେ ମନ ଉଚ୍ଛନ୍ନ😀
01/04/2026

ଉତ୍କଳ ଦିବସେ ଉତ୍ତମ ଭୋଜନ ସନ୍ଦର୍ଶନେ ମନ ଉଚ୍ଛନ୍ନ😀

Address

Bhubaneswar

Website

Alerts

Be the first to know and let us send you an email when Ganjam Khandasala posts news and promotions. Your email address will not be used for any other purpose, and you can unsubscribe at any time.

Share