Odisha kendrapara rajangara Bjp supporter

Odisha kendrapara rajangara Bjp supporter ଏକ ବାର ବିଜେପି ଇସଃ ବାର ବିଜେପି....ପରିବର୍ତ୍ତନ ପରିବର୍ତ୍ତନ

ହେ ଅଲାଜୁକ OAS, ORS  ସଙ୍ଘ, ନିମ୍ନୋକ୍ତ ମହିଳା ବି ଜଣେ ପୀଡିତା, ତାଙ୍କୁ ତମରି ଭାଇ ଜଣେ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଇ ତାଙ୍କ ଗର୍ଭସ୍ଥ...
04/07/2025

ହେ ଅଲାଜୁକ OAS, ORS ସଙ୍ଘ, ନିମ୍ନୋକ୍ତ ମହିଳା ବି ଜଣେ ପୀଡିତା, ତାଙ୍କୁ ତମରି ଭାଇ ଜଣେ ଅକଥନୀୟ ମାନସିକ ନିର୍ଯ୍ୟାତନା ଦେଇ ତାଙ୍କ ଗର୍ଭସ୍ଥ ପିଲାକୁ ବି ନଷ୍ଟ କରିବାରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦାୟୀ ତମ ମଉଡମଣୀ ରତ୍ନାକର ସାହୁ, ତେବେ ଏ ମହିଳା ବି ତମ ର ଜଣେ ଭଉଣୀ ବା ସହକାରୀ ଅଫିସର, ତେବେ ୟାଙ୍କୁ ଉଚିତ ନ୍ୟାୟ ଦେବାପାଇଁ ତୁମେମାନେ କଲମ ଛାଡ଼ ଆନ୍ଦୋଳନ କେବେ କରିବ?? ନା କେବଳ କିଛି selected ପାଣ୍ଡିଆନ ସମର୍ଥକ ତଥା ବିଜେଡି ଦଳର କଣ୍ଢେଇ ସାଜିଥିବା ଅଫିସର ମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରିବ?? ଏଥିରୁ ଜଣାପଡୁଛି ତୁମେମାନେ କେବଳ କିଛି ଚୋର, ଭ୍ରଷ୍ଟ, ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କୁ ସୁରକ୍ଷା ଦେବା ପାଇଁ ଏ ସଂଗଠନ ଟି କରିଛ, ତଥାପି ତୁମ ସଙ୍ଘ କୁ ଆୱାହାନ ଅଛି ଏହି ପୀଡିତା OAS ଅଧିକାରିଣୀ ଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉଠୁ, କିନ୍ତୁ ଏହା ବି ସତ୍ୟ ତୁମର ଉଠିବନି.

04/07/2025
04/07/2025
04/07/2025

ନିଜ ଅଧିନସ୍ଥ ମହିଳା କର୍ମଚାରୀ କୁ କର୍ପୋରେଟର ସ୍ବାମୀ ସହିତ ସାଲିସ କରିବା ପାଇଁ ମାନସିକ ନିର୍ଯାତନା ଦେଉଥିବା ରତ୍ନାକର ସାହୁ କୁ ବି ତୁରନ୍ତ ଗିରଫ କରାଯାଉ ।

04/07/2025

ଯେତେ ସବୁ ପୁରୁଣା ଅଫିସର୍ ମାନେ ଯେଉଁ ପଦ ପଦବୀ ରେ ଅଛନ୍ତି ସବୁଗୁଡ଼l ଦୁର୍ନୀତି ଖୋର୍ ଅଫିସର୍ ସମସ୍ତଙ୍କୁ ର ବିଜେଡି ପ୍ରେମ ରହିଛି ସମସ୍ତଙ୍କୁ ଛୋଟେଇ କରି ନୁଆ ନୁଆ ଅଫିସର୍ କୁ ଚାକିରି ରେ ନିଯୁକ୍ତି ଦିଆଗଲେ ଭଲହେବ 25 ବର୍ଷଧରି ଓଡ଼ିଶାରେ ଅଫିସର୍ ମାନେ ଦୁର୍ନୀତି ରେ ବୁଡ଼ିରହି ଏବେବି ପୁରୁଣା ସରକାର୍ ର ଇସlରlରେ କାମ କରୁଛନ୍ତି

03/07/2025

ଦୀର୍ଘ ବର୍ଷ ପରେ ଗଣତନ୍ତ୍ର ଫେରିଲା ଆଉ ବାବୁ ରାଜ୍ ଖତମ୍ ହେଲା। ତେଣୁ ଏମାନେ ସବୁ ଏବେ ଚିନ୍ତାରେ ଏବଂ ମୌକା ପାଇ ଚୌକା ପିଟିବାକୁ ଆରମ୍ଭ କରୁଛନ୍ତି।
ଆଜି ଏମାନେ ବିରୋଧି ଦଳ ଭୂମିକାରେ ରହିଲା ଭଳି ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଏବଂ ଦଳରୁ ଇସ୍ତଫା ଦାବି ରଖୁଛନ୍ତି ।
ଆସନ୍ତା କାଲିକୁ ଏମାନେ ବିରୋଧି ଦଳଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି ରଖିବେ ।
Mohan Charan Majhi Manas Mohanty Jagannath Pradhan Sasanka Sekhar Sethi

03/07/2025

ସରକାରୀ ବାବୁ ନିଜ କାର୍ଯ୍ୟାଳୟ ଭିତରେ ମାଡ଼ ଖାଇଲେ....ମାରିବା ଲୋକ ଦୋଷୀ,
କିନ୍ତୁ କାହିଁକି ମାଡ଼ ଖାଇଲେ ସେ କାରଣ ବି ସମସ୍ତଙ୍କ ଜାଣିବା ଉଚିତ

03/07/2025

ମାଡ଼ ମାରି କି ଭଲ କରିଛନ୍ତି, ସାଧରଣ ଲୋକ ଟୁ ଅଫିସର ହେଇଛନ୍ତି l ଲୋକ ଙ୍କର ଖଥା ଶୁଣିବନି କି କାମରେ ଡେରି କରିବ l ତାହାକୁ କଣ ଅଫିସର୍ ବୋଲି ମୁଣ୍ଡ ପୋତି ଜଗିବେ sir sir କହି l ଯାହା କରିଛନ୍ତି ଭଲ କରିଛନ୍ତି l

15/05/2025
15/05/2025

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ତଥା ଭାରତୀୟ ସେନାର ବୀରତ୍ୱ ଯୋଗୁଁ ଆଜି ସଫଳ ହୋଇଛି ।

15/05/2025

ଏ ହେଉଛି ନୂଆ ଭାରତ, ଆତଙ୍କବାଦୀଙ୍କୁ ଖୋଜି ଖୋଜି ଘରେ ପଶିକି ମାରିବୁ !

ପାକିସ୍ତାନର ୯ ଆତଙ୍କବାଦୀ କ୍ୟାମ୍ପ ଧ୍ଵଂସ କରି ଭାରତ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଛି ।

Address

Bhubaneswar

Alerts

Be the first to know and let us send you an email when Odisha kendrapara rajangara Bjp supporter posts news and promotions. Your email address will not be used for any other purpose, and you can unsubscribe at any time.

Share