Mandira TV

Mandira TV MandiraTV is odisha's no-1 news channel gives perfect and trusted news to people of odisha.
(1)

10/09/2026

ଆଜିର ରାଷ୍ଟ୍ରପତି ସେତେବେଳେ MMDR ବିଲକୁ ବିରୋଧ କରିଥିଲେ ହେଲେ ଆଜି କିଛି କହୁନାହାନ୍ତି

10/09/2026

ସରକାରଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ

10/09/2026

ନୀତିନ ନବୀନ କହିଦେଇ ଗଲେ ଓଡ଼ିଶାରେ ବିଜେପିର ସ୍ଥିତି କେମିତି ଅଛି.

09/09/2026

ହୃଷିକେଶ ବେହେରାଙ୍କ ନେତୃତ୍ୱରେ ୨୭ ବର୍ଷରେ ପହଞ୍ଚିଲା ଜନ୍ମାଷ୍ଟମୀ ପୂଜା

09/09/2026

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

09/09/2026

ପରୀକ୍ଷାରେ ସ୍ବଛତା ରହୁନି ସମସ୍ତ ସରକାରୀ ପରୀକ୍ଷା ଅଫଲାଇନରେ କରିବାକୁ ଛାତ୍ରମାନଙ୍କ ଦାବୀ

09/09/2026

ଜୀବଜନ୍ତୁ ଚାଲାଣ ହେଉଛି ବନ ବିଭାଗ ଏବଂ ମନ୍ତ୍ରୀ କଣ କରୁଛନ୍ତି

ଓଡ଼ିଶାରେ ଶିଳ୍ପ ଓ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଅବୁଧାବୀରେ ପହଞ୍ଚିଛନ୍ତି। -ସଂଯୁକ୍ତ ଅରବ ଏମିରେଟ୍ସ (ୟୁ...
08/09/2026

ଓଡ଼ିଶାରେ ଶିଳ୍ପ ଓ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଅବୁଧାବୀରେ ପହଞ୍ଚିଛନ୍ତି।
-ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନକୁ ଆଗେଇ ନେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

08/09/2026

MMDR ବିଲ୍ ବିପକ୍ଷରେ ସେପ୍ଟେମ୍ବର ୯ ରେ ବଡ଼ ଆନ୍ଦୋଳନ

08/09/2026

ରିଅଲଟ୍ୟୁନ ଦ୍ୱାରା ତୃତୀୟ ବର୍ଷାଉତ୍ସଵ ଅନୁଷ୍ଠିତ

Address

Bhubaneswar

Alerts

Be the first to know and let us send you an email when Mandira TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share