31/05/2026
ଚାଲନ୍ତୁ ହୋ ସମାଜରେ ଶିକ୍ଷାର ସୁଦୃଢ ପରିବର୍ତ୍ତନରେ ସାଥ ଦେବା, ଏବଂ ଆହୁରି ଅଧିକ OAS-Bilasini Hanhaga, Disha Biruli ଏବଂ Sanjay Kumar Purty ତିଆରି ହେବାରେ ଉତ୍ସାହ କରିବା -
ନିକଟରେ କୃତିତ୍ତ୍ୱ ହାସଲ କରିଥିବା ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସାମୂହିକ ଭାବେ ସମ୍ବର୍ଦ୍ଧନା ଦେବା ସହିତ ଉଚିତ ମାର୍ଗଦର୍ଶନ ଦେଇ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ବୋଲି 'Ho Gyan Bati Samman' 2026 ଆୟୋଜନ କରାଯାଉଛି, ଏଥିରେ ଆପଣ ମାନଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଆଶା କରୁଅଛୁ।
ଆମ ହୋ' ସମାଜ ସବୁଥିରେ Invest କରିସାରିଲା - ଚାଲନ୍ତୁ ଏବେ ଶିକ୍ଷା -Education ଉପରେ Invest କରିବା।