Odia Viral Mirchi

Odia Viral Mirchi Contact information, map and directions, contact form, opening hours, services, ratings, photos, videos and announcements from Odia Viral Mirchi, News & Media Website, Chandrasekharpur, Bhubaneswar.

30/08/2026

ଟ୍ରେନ ଟ୍ରାକରେ ବନ୍ୟା ପାଣି
ଚିତ୍ରୋକୋଟରେ ଜଳବନ୍ଦୀ

30/08/2026

ନେପାଳ ଜଳ ପ୍ରଳୟ
ଜୀବନ ବଞ୍ଚାଇଲ ମଇଁଷି

27/08/2026

ଟ୍ରେନ ଟ୍ରାକରେ ଦୌଡ଼ିଲା ଚିତା ବାଘ
ବାଘକୁ ଦେଖି ଟ୍ରେନ ପାଇଲଟ ଧୀରେ ଧୀରେ ଚଳାଇଲେ ଟ୍ରେନ
ଛତିଶଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏ ଘଟଣ

27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ବନ୍ଧନ ସମସ୍ତ ଭାଇ ଓ ଭଉଣୀର ସମ୍ପର୍କକୁ ସାରାଜୀବନ ଅତୁଟ ନିବିଡ଼ ରଖିବା ସହ ଜୀବନରେ ଖୁସି ଭରି ଦେଉ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

27/08/2026

ନେପାଳରେ ଫ୍ଲାସ ଫ୍ଲଡ଼

27/08/2026

ନେପାଳରେ ମାଡି ଆସିଲା ବନ୍ୟା
ଜୀବନ ବଞ୍ଚାଇ ଦୌଡ଼ଲେ ଲୋକେ

25/08/2026

ଭୁବନେଶ୍ୱରରେ ପ୍ରବଳ ବର୍ଷା

22/08/2026

ଲଷ୍ମୀ ଏକ୍ସପ୍ରେସ ଟ୍ରେନ ଭିତରେ ମାଙ୍କଡ଼। ସୋସିଆଲ ମିଡିଆରେ ଭାଇରଲ। ଏ ଘଟଣାଟି Chipiyana ,Ghaziabad-Dadri region, Uttar Pradesh ବୋଲି ଜଣା ପଡ଼ିଛି।

22/08/2026

ଭୁବନେଶ୍ୱର unit1 ହାଟରେ ଅଗ୍ନିକାଣ୍ଡ
ଜଳିଗଲା ତେଜରାତି ଦୋକାନ

21/08/2026

ଭିଡ଼ିଓକୁ ଶେଷ ପଯ୍ୟନ୍ତ ଦେଖନ୍ତୁ। କେଉଁଥିରେ ବୁହା ହେଉଛି ସ୍କୁଟର
କମେଣ୍ଟ ବକ୍ସରେ ଦେବେ ଉତ୍ତର ।

Address

Chandrasekharpur
Bhubaneswar

Website

Alerts

Be the first to know and let us send you an email when Odia Viral Mirchi posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share