SYO Social Youth Organization | Bhubaneswar

31/01/2022

ଜୟ ସାଇ

05/12/2021
05/12/2021

Social Youth Organization ||...
କିଡ଼ନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି କୁ ସାହାଯ୍ଯର ହାତ ବଢ଼ାଇଲା ସାମାଜିକ ଯୁବ ସଂଗଠନ ||...

ନୟାଗଡ଼ |- ଗଣିଆ ବ୍ଳକ ଅନ୍ତର୍ଗତ ରାଉତ ପଡା ଗ୍ରାମ ରେ ବାସ କରନ୍ତି ବିଘ୍ନ ରାଜ ରଣା l ମୁଣ୍ଡ ଗୁଞ୍ଜିବାକୁ ସାହା ନାହିଁ l ଦୀର୍ଘ ଆଠ ବର୍ଷ ହେଲା କିଡନି ରୋଗ ରେ ଆକ୍ରାନ୍ତ ହୋଇ ଆଖି ଦୁଇଟି କୁ ମଧ୍ଯ ଆଉ ଭଲ ରେ ଦେଖା ଯାଉନାହିଁ l ପରିବାର କହିଲେ ସ୍ତ୍ରୀ ସହିତ ଗୋଟିଏ ପୁତ୍ର ଓ ଗୋଟିଏ କନ୍ଯା l ତେବେ ଏହାରି ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଙ୍ଗା ଚାଳ ଘର ହିଁ ସାହା ଭରଷା l ଏହି ବ୍ୟକ୍ତି ପାଇଁ ପାଇଁ ଇନ୍ଦିରା ଆବାସ ହେଉ କିମ୍ବା ବିଜୁ ପକାଘର ସତେ ଯେପରି ସାତ ସପନ l ତେବେ ଏହି ପରିପ୍ରେକ୍ଷୀରେ ସାମାଜିକ ଯୁବ ସଂଗଠନ, ଖଣ୍ଡଗିରି ପରିବାର ପକ୍ଷରୁ ମିଳିତ ସହାୟତାରେ, ତିନି ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସାମାଜିକ ଯୁବ ସଂଗଠନ ର ସଭାପତି ଚିତ୍ତ ରଞ୍ଜନ ଦାସ ଙ୍କ ସହିତ,କାର୍ଯ୍ୟ କାରୀତା ସଭାପତି, ଶିବ ପ୍ରସାଦ ସେଣ,କୋଷାଧ୍ୟକ୍ଷ, ରଞ୍ଜନ କୁମାର ପ୍ରଧାନ, ପୁରୁଷୋତ୍ତମ ବାରିକ, ଶିବ ରାମ ସାହୁ ଙ୍କ ସମେତ ଦିଶା ନ୍ୟୁଜ ସାମ୍ବାଦିକ ଶ୍ରୀଧର ସାହୁ ଉପସ୍ଥିତ ଥିଲେ l
ବନ୍ଦେ ଉତ୍କଳ ଜନନୀ

Social Youth Organization{SYO}
Khandagiri | Bhubaneswar

ଜୟ ହିନ୍ଦ

13/11/2021

କୁନି ବାଳକ ରାଜକୁ ଉଦ୍ଧାର କରି ନିଜ ଘରେ ଛାଡିଲା ସାମାଜିକ ଯୁବ ସଂଗଠନ |

ଭୁବନେଶ୍ୱର | ନୟାଗଡ଼ ଓଡ଼ଗାଁ ଅଞ୍ଚଳର ଗୋଟେ ଗରିବ ପରିବାର କୁନି ବାଳକକୁ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ବ୍ୟକ୍ତି ପାଠ ପଢ଼ାଇବା ସହ ମଣିଷ କରିବା ପାଇଁ ଆଣି ତାକୁ ଘରେଇ କାମରେ ଖଟାଉ ଥିଲା | ତାକୁ ସାମାଜିକ ଯୁବ ସଂଗଠନ ଠାବ କରି ଉକ୍ତ ବାଳକଙ୍କ ଘରେ ଛାଡିବା ସହ ତାଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ଦେଇ ରାଜାର ସମ୍ପୂର୍ଣ୍ଣ ପାଠପଢା ର ଭାର ନେଇଛି ଓ ଉକ୍ତ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ରାଜାର ଭଙ୍ଗା ଘର ପାଇଁ ସରକାରୀ ଯୋଜନାରେ ଏକ ମୋ କୁଡ଼ିଆ କିମ୍ବା ବିଜୁ ପକ୍କାଘର ଦେବାପାଇଁ ଏକ ଦାବିପତ୍ର ପ୍ରଦାନ କରିଛି । ସରପଞ୍ଚ ମଧ୍ୟ କଥା ଦେଇଛନ୍ତି ରାଜାର ପରିବାର କୁ ଯଥାଶୀଘ୍ର ଏହା ପ୍ରଦାନ କରିବେ ବୋଲି ||...
ବନ୍ଦେ ଉତ୍କଳ ଜନନୀ


Khandagiri , Bhubaneswar |
ଜୟ ହିନ୍ଦ

Jay Maa Durga
16/10/2021

Jay Maa Durga

01/10/2021

ସାମାଜିକ ଯୁବ ସଂଗଠନ ର ସଭାପତି ଯୁବ ସାମ୍ବାଦିକ ଚିତ୍ତରଂଜନ ଦାଶ ସମ୍ବର୍ଦ୍ଧିତ ||...
ରାଜ୍ୟ ସମାଜମଙ୍ଗଳ ହୁଣ୍ଡିର ବନ୍ଧୁମିଲନ କାର୍ଯ୍ୟକ୍ରମ ଅବସରରେ ||...
Social_Youth Organization | Khandagiri |Bhubaneswar ...

୮୬ତମ ଉତ୍କଳ ଦିବସରେ ରାଜ୍ୟ ସାମାଜିକ ଯୁବ ସଂଗଠନ ପକ୍ଷରୁ ପକ୍ଷରୁ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |...ବନ୍ଦେ ଉତ୍କଳ ଜନନୀଜୟ ହିନ୍ଦ | ... #...
01/04/2021

୮୬ତମ ଉତ୍କଳ ଦିବସରେ ରାଜ୍ୟ ସାମାଜିକ ଯୁବ ସଂଗଠନ ପକ୍ଷରୁ ପକ୍ଷରୁ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |...
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ | ...

#ସାମାଜିକଯୁବସଂଗଠନ
#ଖଣ୍ଡଗିରିସମାଜମଙ୍ଗଳହୁଣ୍ଡି

ଶୁଭଜନ୍ମ ଦିବସରେ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |ମାନସ ରଞ୍ଜନ ସାହୁଯୁବ ସମାଜସେବୀ | ଓଡିଶାସାମାଜିକ ଯୁବ ସଂଗଠନ | ଖଣ୍ଡଗିରତା | ୧୭ | ୦୩ |...
17/03/2021

ଶୁଭଜନ୍ମ ଦିବସରେ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା |
ମାନସ ରଞ୍ଜନ ସାହୁ
ଯୁବ ସମାଜସେବୀ | ଓଡିଶା

ସାମାଜିକ ଯୁବ ସଂଗଠନ | ଖଣ୍ଡଗିର
ତା | ୧୭ | ୦୩ | ୨୦୨୧ ଭୁବନେଶ୍ୱର

ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ |

ପବିତ୍ର ମହାଶିବରାତ୍ରି ର ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା | ...ମହାଦେବ ସମସ୍ତଙ୍କର ଦୁଃଖ ଦୂର କରନ୍ତୁ |ଓଁ ନମଃ ଶିବାୟ ସାମାଜିକ ଯୁବ ସଂଗଠନଖ...
10/03/2021

ପବିତ୍ର ମହାଶିବରାତ୍ରି ର ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା | ...
ମହାଦେବ ସମସ୍ତଙ୍କର ଦୁଃଖ ଦୂର କରନ୍ତୁ |

ଓଁ ନମଃ ଶିବାୟ

ସାମାଜିକ ଯୁବ ସଂଗଠନ
ଖଣ୍ଡଗିରୀ | ଭୁବନେଶ୍ୱର
ଓଡିଶା |

Address

Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,
Bhubaneswar
751022

Website

Alerts

Be the first to know and let us send you an email when SYO posts news and promotions. Your email address will not be used for any other purpose, and you can unsubscribe at any time.

Share