AspnNews

AspnNews Advance System for Public News Odisha's most Growing Web news portal

28/01/2023

ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ର ଜେଲ୍‌ରୁ ମୁକ୍ତ ହେଲେ ୧୮୯ ଜଣ କଏଦୀ ।

28/01/2023

କ୍ୟାପଟେନ୍ ଅମରିନ୍ଦର ସିଂ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ।

28/01/2023

ହଠାତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ହଟାଇ ଦିଆଯିବାରୁ କଶ୍ମୀରରେ ଅଧାରେ ଅଟକିଲା ଭାରତ ଯୋଡୋ ଯାତ୍ରା ।

28/01/2023

ସୁପ୍ରିମକୋର୍ଟ ଦ୍ୱାରା ବରଖାସ୍ତ ହେଲେ ନେପାଳ ଉପ ପ୍ରଧାନମନ୍ତ୍ରୀ ରବି ଲାମିଛାନେ, ହାତରୁ ଗଲା ଗୃହମନ୍ତ୍ରାଳୟ ଓ ପାର୍ଟି ଅଧ୍ୟକ୍ଷ ପଦ l

28/01/2023

ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁ କପୁର ହସପିଟାଲରେ ହେଲେ ଭର୍ତ୍ତି l

28/01/2023

ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଗତକାଲି କଲେ ଶେଷ ନିଶ୍ବାସ ତ୍ୟାଗ l ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବେଶ୍ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ l

28/01/2023

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ସହିତ କଲେ ମତ ବିନିମୟ l

28/01/2023

ମହିମା ଗୋସାଇଁ ଏକ୍ସପ୍ରେସ” ଭାବେ ନାମିତ ହେଲା ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ l ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l

28/01/2023

ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ ଭାରତରେ ହେଲା ଲଞ୍ଚ । ବର୍ତ୍ତମାନ କେବଳ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ଏହି ଭ୍ୟାକ୍ସିନ ନେଇପାରିବେ।

28/01/2023

ମାଘରେ ମାଡିଆସିଲାଣି ଟାଣ ଖରା। ଜାନୁଆରୀ ଶେଷରୁ ଟାଣ ଖରା, ଭୁବନେଶ୍ୱରରେ ୩୪ ଡିଗ୍ରୀ ଟପିଲା ତାପମାତ୍ରା।

28/01/2023

ପୁଣି ଥରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଡ୍ ଅଫ୍ ନେସନ ସର୍ଭେରେ ଏକ ନମ୍ବର ଆସନ ଅଳଙ୍କୃତ କଲେ ନବୀନ l

Address

Bhubaneswar
751003

Alerts

Be the first to know and let us send you an email when AspnNews posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to AspnNews:

Share