29/10/2022
ଏଇଠୁ ଆରମ୍ଭ ହେଇଥିଲା କେନ୍ଦ୍ରାପଡା ପ୍ରସିଦ୍ଧ ରସାବଳୀ |
୧୯୬୬ ମସିହାରୁ ଏଠାରେ ତିଆରି ହେଉଛି ରସାବଳୀ
ଦିନକୁ ବିକ୍ରି ୮୦ କେଜି ଛେନାର ରସାବଳୀ
ମୂଲ୍ୟ : ମାତ୍ର ୫ ଟଙ୍କା
Address : baishnab nana Rasabali shop Shantsahi bridge , kendrapada