Odia Khabar

Odia Khabar Odia khabar updates you every minute for 24 hours, 365days with current and trending news and viral contents on your finger tips.

Like and follow our page to keep in touch with us for for any queries. Feel free to contact us
�WhatsApp no-7750008740

ସୁନ୍ଦର୍ ଓଡିଆ  କଥା👉🇮🇳ଯଦି ଭଲ ଲାଗିଲା share କରନ୍ତୁ👍
27/02/2021

ସୁନ୍ଦର୍ ଓଡିଆ କଥା👉
🇮🇳ଯଦି ଭଲ ଲାଗିଲା share କରନ୍ତୁ👍

05/02/2021

*ସକାଳର ଖବର*
*ତାରିଖ ୦୫/୦୨/୨୦୨୧,ଶୁକ୍ରବାର*

➡️୧-ପିଜି ପାଇଁ ଆଉଥରେ ସ୍ପଟ୍‌ ନାମଲେଖା,ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ। ୧୨ ତାରିଖ ଅପରାହ୍ଣ ୫ଟାରେ ସାମ୍‌ସ ପୋର୍ଟାଲ୍‌ରେ ନାମ ଲେଖା ସମ୍ପର୍କିତ ତଥ୍ୟ ଅପଡେଟ୍‌ କରାଯିବ।

➡️୨-ଏବର୍ଷ ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ବୁଡ଼ ଉତ୍ସବ। ଶୋଭାଯାତ୍ରାରେ ମିଳିବ କେବଳ ୫୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି ।

➡️୩-ପୁଣି ଆରମ୍ଭ ହେଲା ଶୀତର ଲୁଚକାଳି ଖେଳ : ଦୁଇ ଦିନ ବଢ଼ିବ, ୮ରୁ କମିବ ।

➡️୪-ଓଡ଼ିଶାର ସୀମାନ୍ତ ଗାଁରେ ନିର୍ବାଚନ କରିବ ଆନ୍ଧ୍ର । ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଗ୍ରାମବାସୀଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହେବେ। ଏହାସହିତ ସୀମାନ୍ତ ଗ୍ରାମବାସୀଙ୍କ ବିକାଶ ପାଇଁ ଘୋଷଣା କରିବେ ନୂଆ ଯୋଜନା। କୋଟିଆରେ ନାମାଙ୍କନ ଦାଖଲ କଲେ ୨ ପ୍ରାର୍ଥୀ ।

➡️୫-ସିବିଆଇର ଅତିରିକ୍ତ କାର୍ଯ୍ୟକାରୀ ମୁଖ୍ୟ ହେଲେ ପ୍ରବୀଣ ସିହ୍ନା ।

➡️୬-ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ପ୍ରତିଟି ଓଡ଼ିଆର ଘରେ ଘରେ ପରଷା ଯାଉଥିବା ଖାଦ୍ୟର ପାକ୍‌ ପ୍ରଣାଳୀକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’। ପ୍ରତି ଶୁକ୍ର ଓ ଶନିବାର ସକାଳ ୯ ଟା ୩୦ ଓ ସନ୍ଧ୍ୟା ୫ ଟା ୩୦ରେ ପ୍ରସାରିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ ସିନେ କଳାକାର, କ୍ରୀଡ଼ାବିତ୍ ଓ କଣ୍ଠଶିଳ୍ପୀମାନେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତିରେ ଭାଗ ନେବେ।

➡️୭-ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା : ଜାରିହେଲା ‘ଟୁରିଷ୍ଟ ହେଲ୍ପଲାଇନ୍‌’ ।

➡️୮-ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକଯୁବତୀଙ୍କୁ ମିଳିବ ମାଗଣା କୋଚିଂ ।

➡️୯-ଏଣିକି ନୂଆଦିଲ୍ଲୀ ରେ ଇଲେକ୍ଟ୍ରିକ ଗାଡି କିଣିଲେ ସବସିଡି ସହ ରୋଡ଼ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଫି ଛାଡ କରିବେ କେଜ୍ରିୱାଲ ସରକାର ।

➡️୧୦-ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।

➡️୧୧-ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।

➡️୧୨-ଭାରତ ତିଆରି କରୁଛି ୬୫ ହଜାର ଫୁଟ ଉପରେ ୯୦ ଦିନ ରହିପାରୁଥିବା ଡ୍ରୋନ ।

➡️୧୩-ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ବଜାଜ ଫାଇନାନ୍ସ ।

➡️୧୪-ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଜିଡିପିଠୁ ବଡ଼, ୨୦୦ ଲକ୍ଷ କୋଟି ଟଙ୍କା କ୍ଲବ୍‌ରେ ସାମିଲ ।

➡️୧୫-ଆଜିଠାରୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ।ଚେନ୍ନାଇର ଏମ୍‍.ଏ. ଚିଦାମ୍ବରମ୍‍ ଷ୍ଟାଡିୟମରେ ଆରମ୍ଭ ହେବ। କ୍ରିକେଟ୍‍ ପ୍ରେମୀ ତଥା ଦର୍ଶକମାନଙ୍କ ବିନା ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍‍ ଆରମ୍ଭ ହେବାକୁ ଯାଉଛି।

ସାବଧାନ! ମ୍ୟାଗି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ହୋଇପାରେ ଏହି ସମସ୍ୟା😵😵ଆପଣ ମାନେ ଜାଣି ଥିବେ ଆମ ଦେଶ ହେଉଛି ଶସ୍ୟ ଶ୍ୟାମଳ ର ଦେଶ।...
01/02/2021

ସାବଧାନ! ମ୍ୟାଗି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ହୋଇପାରେ ଏହି ସମସ୍ୟା😵😵

ଆପଣ ମାନେ ଜାଣି ଥିବେ ଆମ ଦେଶ ହେଉଛି ଶସ୍ୟ ଶ୍ୟାମଳ ର ଦେଶ। ଆମ ଦେଶ ରେ ଅନେକ ଲୋକ ଚାଷ କରି ନିଜର ଜୀବନ ପୋସନ୍ତି। ତେବେ ଆମ ଦେଶ ରେ ମଧ୍ୟ ଅନେକ ଜିନିଷ ଉତ୍ପାଦନା ହୁଏ। ଆଉ ଯାହା କୁ ପ୍ରତେକ ଲୋକ ନିଜ ଖାଦ୍ୟ ଭାବରେ ଖାନ୍ତି।

ଦେଖିବାକୁ ଗଲେ , ଆମ ଦେଶ ରେ ସବୁ ପ୍ରକାର ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ହୁଏ। ତେବେ ସେ ଗୁଡିକ ହେଉଛି ଧାନ, ଗହମ , ଡାଲି , ତେଲ , ମସଲା ଆଦି ଅନେକ ଜିନିଷ ଚାଷ କରା ଯାଏ। ତେବେ ଏହି ସବୁ ଜିନିଷ ଦେଶ ରେ ବିଭିନ ସ୍ଥାନ ରେ ଚାଷ କରା ଯାଏ। ଆଉ ଏହା ବିଭିନ୍ନ ଦେଶ ରେ ବିଭିନ ଜଳ ବାୟୁ ଦ୍ୱାରା ଏହା ଚାଷ ହୋଇ ଥାଏ,ଆଉ ଏହି ସବୁ ଚାଷ କରି ଅନେକ ଲୋକ ବଞ୍ଚି ଥାନ୍ତି।

ତେବେ ଆପଣ ଆଜି କାଲି ଯାହା ଖାଉଛନ୍ତି,ସେଥିରେ ଅନେକ ପ୍ରକାର ଔଷଧ ଦେଇ ପ୍ରସ୍ତୁତ ହୁଏ। ଆଉ ଏହା ଆମ ଶରୀର ପାଇଁ ବହୁତ୍ କ୍ଷତି କରକ ।

ଏବେ ସମାଜ ରେ ଲୋକ ମାନଂକୁ ଅଧିକ ମତ୍ରା ରେ ରୋଗ ହେଉଛ ,ଏହି ସବୁ ଖାଦ୍ୟ ଖାଇ। ତେବେ ଏହା ଆମ ଶରୀର ର ବିଭିନ ଅଙ୍ଗ କୁ ବହୁତ କ୍ଷତି କରି ଥାଏ। ତେବେ ଲୋକ ମାନେ ମଧ୍ୟ ଏହା କିଣିବାକୁ ବାଧ୍ୟ ହୋଇ ଥାନ୍ତି। ତେବେ ଏମିତି ଅନେକ ଜିନିଷ ଅଛି ଯାହା ବାହାର ଦେଶ ରୁ ଆମଦାନି କରା ଯାଏ। ତେବେ ଆଜି ଆମେ ଏମିତି କିଛି ଖାଦ୍ୟ ବିଷୟ ରେ ଆମେ ଜାଣିବା ଯାହା ଆମେ ଖାଇବାକୁ ବହୁତ ଭଲ ପାଉ କିନ୍ତୁ ଏହା ଆମ ଶରୀର ପାଇଁ ବହୁତ୍ କ୍ଷତି କାରକ ହୋଇ ଥାଏ।

ଆପଣ ମାନେ ମ୍ୟାଗି ମିଶ୍ରଣ ବିଷୟରେ ନିହାତି ଜାଣି ଥିବେ । ମ୍ୟାଗି ଖାଇବ ଦ୍ୱାରା ଆମର କେତେକ ବିଶିଷ୍ଟ ଅର୍ଗାନ କୁ ନଷ୍ଟ କରି ଦେଇ ଥାଏ । ସେମିତି ଆମର ଲିଭର କୁ କାର୍ଯ୍ୟ କରି ବାକୁ ପ୍ରତି ରୋଧ କରି ଥାଏ , ଯାହାକି ଆମର ଖାଇବା ର ଶକ୍ତି କମାଇ ଦେଇ ଥାଏ ,ସ୍ମରଣ ଶକ୍ତି ଆଦି କୁ ନଷ୍ଟ କରି ଦେଇ ଥାଏ । ମୁଣ୍ଡ ର ବାଳ ଉପାଡି ଯାଇ ଥାଏ ।ତେବେ ଏହା ଆମର ଅନେକ ଅଙ୍ଗ କୁ ବହୁତ କ୍ଷତି କରି ଥାଏ,ତେବେ ଏହା ଠୁ ଦୁରେଇ ରୁହନ୍ତୁ।

31/01/2021

ସୁପ୍ରଭାତ 🙏💐
ଜୟ ଜଗନ୍ନାଥ

ପ୍ରେମ ନେଲା କି ଜୀବନ! ରମାଦେବୀର ଛାତ୍ରୀ ଝରାଫୁଲଙ୍କର ମୃତଦେହ ରାସ୍ତାକଡରୁ ମିଳିବା ଘଟଣା- ହତ୍ୟାକାରୀର ଧୀରେ ଧୀରେ ଫିଟୁଛି ଗୁମର, ଘର ଲୋକଙ୍...
29/01/2021

ପ୍ରେମ ନେଲା କି ଜୀବନ! ରମାଦେବୀର ଛାତ୍ରୀ ଝରାଫୁଲଙ୍କର ମୃତଦେହ ରାସ୍ତାକଡରୁ ମିଳିବା ଘଟଣା- ହତ୍ୟାକାରୀର ଧୀରେ ଧୀରେ ଫିଟୁଛି ଗୁମର, ଘର ଲୋକଙ୍କୁ ମୃତ୍ୟୁ ପୂର୍ବରୁ କହିଥିଲେ ଏହି କଥା

ବାପାଙ୍କ ସନ୍ଦେହ ଝିଅ ସମ୍ପର୍କରେ ଥିବା ଏକ ଯୁବକ ହତ୍ୟାକାରୀ । ସେ ତାଙ୍କ ଘର ନିକଟରେ ପାଣି ପାଇପ୍‌ କାମ କରୁଥିଲା । ପରେ ଝିଅ ସହ ସମ୍ପର୍କ ଗଢି ଉଠଥିଲା ବାପା ତଚାଙ୍କର ସିମ୍‌ ଭାଙ୍ଗି ଦେବାକୁ କହିଥିଲେ । କିଛିଦିନ କଥାବାର୍ତ୍ତା ବନ୍ଦ ଥିଲା । ହେଲେ ପରେ ଲାଇବ୍ରେରୀକୁ ବହି ଫେରାଇବା ବାହାନାରେ ପୁଣି କଥାବାର୍ତ୍ତା ହୋଇଥିବା ତାଙ୍କର ବାପା ଜାଣିବା ପାଇଁ ପାଇଥିଲେ । ସେହି ପୁଅ ପାଇଁ ଝିଅ ମିଛ କହିଥିବା ସମ୍ପର୍କୀୟଙ୍କର ସନ୍ଦେହ ହେଉଛି । ଯୁବକ ଜଣଙ୍କ କଟକ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ଏବେ ପୋଲିସ ପ୍ରମାଣ ଯୋଗଡ କରିଛି । ଖୁବଶୀଘ୍ର ଆତତାୟୀ ଗିରଫ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କର ମୃତ ଦେହ ଯାଜପୁରରେ ଏକ ରାସ୍ତାକଡରେ ଜବତ ହୋଇଥିଲା । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ତରୁଣ୍ଡେଇପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ । ସେ ଭୁବନେଶ୍ୱର ରମାଦେବୀରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ । ଯାଜପୁରର ରାସ୍ତାକଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୃତ ଦେହକୁ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ନେଉଥିବାର ସିସିଟିଭି ଫୁଟେଜ୍‌ ପୋଲିସ ଜବତ କରିଛି । ଗତ ବର୍ଷ ମାର୍ଚ୍ଚ ମାସରୁ ଛାତ୍ରୀ ଜଣଙ୍କ ଲକ୍‌ଡାଉନ୍‌ ବେଳେ ହଷ୍ଟେଲ୍‌ ଛାଡିଥିବା କଲେଜ‌ ଏବଂ ହଷ୍ଟେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାପରେ ସେ କଲେଜ୍‌ ଆସି ନାହାନ୍ତି । ଏବେ କେବେଳ ତୃତୀୟ ବର୍ଷ ଛାତ୍ରୀଙ୍କ ପାଇଁ କଲେଜ୍‌ ଏବଂ ହଷ୍ଟେଲ୍‌ ଖୋଲିଛି । ସେ ଘରୁ ହଷ୍ଟେଲକୁ ଆସୁଛନ୍ତି କହି ଆସି ଥାଇପାରନ୍ତି ବୋରି ସନ୍ଦେହ କରାଯାଉଛି । ଏହାପରେ ତାଙ୍କୁ ଜାଣି ଥିବା କେହି ଯୁବକ ଏହି ଘଟଣାରେ ସମ୍ପୃକ୍ତ ବୋଲି ପୋଲିସ୍‌ ସନ୍ଦେହ କରୁଛି । ପୋଲିସ ଏବେ ସମସ୍ତ ତଥ୍ୟ ସଂଗ୍ରହ କରୁଛି ।

ବୁଧବାର ସକାଳେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ର ପୁର ପଞ୍ଚାୟରେ ଥିବା ମୂଳାପାଳ ଦିଆଲଖଣ୍ଡି ରାସ୍ତାରେ ଜଣେ ଯୁବତୀଙ୍କର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଛାତ୍ରୀଙ୍କ ମୃତ ଦେହକୁ ଦୁଇ ଜଣ ଯୁବକ ନେଉଥିବା ଲୋକମାନେ ଦେଖିଥିଲେ । ଏହାପରେ ସେମାନେ ରାସ୍ତାରେ ଏହି ଛାତ୍ରୀଙ୍କର ମୃତ ଦେହ ଫିଙ୍ଗି ଚମ୍ପଟ ମାରିଥିଲା ।

26/01/2021

Ae watan, watan mere, aabaad rahe tu🌹

Main jahan rahun, jahaan me yaad ra🌹

Happy Republic day to all 😃🇮🇳jai hind

ଓମ୍ ଶନି ଦେବାୟ 🙏ସୁନ୍ଦର୍ ଓଡିଆ  କଥା👉🇮🇳ଯଦି ଭଲ ଲାଗିଲା share କରନ୍ତୁ👍
23/01/2021

ଓମ୍ ଶନି ଦେବାୟ 🙏
ସୁନ୍ଦର୍ ଓଡିଆ କଥା👉
🇮🇳ଯଦି ଭଲ ଲାଗିଲା share କରନ୍ତୁ👍

Address


Telephone

+917750008740

Website

Alerts

Be the first to know and let us send you an email when Odia Khabar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share